ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ହୋଇଛି । ଦେଶରେ କରୋନା ମହାମାରୀର ନିଜର କୋପ ବର୍ଷାଇଛି । ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇସାରିଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି ।
ବନ୍ଧୁଗଣ ଏହି କରୋନା ମହାମାରୀ କାଳରେ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓରେ ଏକ ଯୁବତୀ ଜଣକ ଏପରି କିଛି କଥା କହିଦେଇଛନ୍ତି ଯାହା ବିଷୟରେ ଜାଣିଲେ ସମସ୍ତ ଲୋକ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ସୋସିଆଲ ମିଡିଆରେ ଏହି ଯୁବତୀଙ୍କ ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି । ଆଜିଆମେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ବନ୍ଧୁଗଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ମହିଳା ଜଣକ କହିଛନ୍ତି ଯେ- ‘ମୁ ହେଉଛି ରୋଜିନା ସ୍ଵୟଂ ସିଧା ସାହୁ ସୋର୍ଗୀୟ ପ୍ରଫେସର ହରିଶଙ୍କର ସାହୁଙ୍କ ଝିଅ । ମୁ ମୋ ବାପାଙ୍କୁ ହରେଈ ସାରିଛି ଓ ଆଜି ଏହି ଭିଡିଓଟି କରିବାର ମୂଳ ଲକ୍ଷ ହେଉଛି ଆପଣ ମାନେ ନିଜ ଲୋକଙ୍କୁ ଯେପରି ମୋ ପରିକା ଭୁଲ କରି ନହରେଇବେ । ଗତ ୧୭ ତାରିଖ ଦିନ ମୋ ବାପାଙ୍କ ଶରୀର କିଛି ମାତ୍ରାରେ ଅସୁସ୍ଥ ହୋଇପଡିଥିଲା’ ।
ଏହାପରେ ଆଗକୁ ଯୁବତୀ କହିଲେ-‘ ସମ୍ବଲପୁରର ସବୁଠାରୁ ବଡ ହସ୍ପିଟାଲ ଆରୋଗ୍ଯମ ହସ୍ପିଟାଲକୁ ଆମେ ଯାଇଥିଲୁ । ଏହା ପରେ ବାପାଙ୍କର କ-ରୋ-ନା ପ-ଜେ-ଟି-ଭ ବାହାରିଥିଲା । ସେହି ହସ୍ପିଟାଲରେ ମୁ ଆଗରୁ କାମ କରୁଥିଲି । ମୋ ବାପାଙ୍କ ଚିକିତ୍ସା ଭଲ ଭାବରେ ହୋଇପାରିବ ବୋଲି ମୁ ସେହି ହସ୍ପିଟାଲ ଯାଇଥିଲି । ହେଲେ ସେହି ହସ୍ପିଟାଲକୁ ଯିବା ମୋ ଜୀବନର ସବୁଠାରୁ ବଡ ଭୁଲ ଥିଲା’ ।
ଏହାପରେ ଆଗକୁ ଯୁବତୀ କହିଲେ- ‘ହସ୍ପିଟାଲରେ ଭର୍ତି ହେବ ପରେ ତାଙ୍କ ଚିକିତ୍ସା ଭଲ ଭାବରେ ଚାଲିଥିଲା । ହେଲେ ହଠାତ ତାଙ୍କ ଦେହ ଅସୁସ୍ଥ ହୋଇଯିବାରୁ ସେ ଆମ ମାନଙ୍କୁ ଛାଡି ଚାଲିଗଲେ । ହେଲେ କିଛି କାରଣ ରହିଛି ଯାହା ବିଷୟରେ ଆପଣ ମାନଙ୍କୁ ମୁ କହିବାକୁ ଯାଉଛୁ । ମୁ କହୁଥିବା କୌଣସି ଭୁଲକୁ ଆପଣ ମାନେ କରନ୍ତୁ ନାହିଁ’ । ବାପାଙ୍କ ସେଚ୍ଯୁଲେସନ କମିବା ଦ୍ଵାରା ଆମେମାନେ ଭୁବନେଶ୍ଵର ହସ୍ପିଟାଲ ନେବା ପାଇଁ ନିଷ୍ପତ୍ତି ନେଲୁ ।
ଏହାପରେ ଆଗକୁ ଯୁବତୀ କହିଲେ- ‘ସେହି ସମୟରେ ଆମେ ତଳେ ଥିଲୁ ଓ ଏକ କର୍ମଚାରୀକୁ ଉପରୁ ଫୋନ ଆସିଲା ଯେ, ମୋ ବାପାଙ୍କ ସେଚ୍ଯୁଲେସନ କମି ଯାଇଛି । ଏହାପରେ ଆମେ ବାପାଙ୍କୁ ସେହି ହସ୍ପିଟାଲରେ ଏମର୍ଜେନ୍ସି ୱାର୍ଡରେ ନେବା ପାଇଁ କହିଥିଲୁ ହେଲେ ସେମାନେ ବାପାଙ୍କୁ ଆମ୍ବୁଲାନ୍ସରେ ରଖି ତାଙ୍କ ସେଚ୍ଯୁଲେସନ ବଢାଇବା ପାଇଁ ଚେଷ୍ଟା କରିଥିଲେ । ସେହି ସମୟରେ ବାପାଙ୍କ ଦେହ ଅଧିକ ଅସୁସ୍ଥ ହୋଇପଡିଲା ଓ ସେହି ସ୍ଥାନରେ ଏକ ଡାକ୍ତର ସୁବାସିସ ହାତରେ ହାତ ମିଶାଇ ଛିଡା ହୋଇଥିଲେ ।
ହେଲେ ସହାୟତା ପାଇଁ ଆସିନଥିଲେ । ଏହି ସବୁ ଅବହେଳା ପାଇଁ ଆଜି ମୁ ମୋ ବାପାଙ୍କୁ ହରେଇଛି । ତେଣୁ ଆପଣ ମାନେ ଏହି ସବୁ ଭୁଲ କରନ୍ତୁ ନାହିଁ ଓ ଆରୋଗ୍ଯମ ହସ୍ପିଟାଲଟି ହେଉଛି ଯ-ମ ଦ୍ଵା-ର ସେହି ହସ୍ପିଟାଲକୁ ନଯାଇ ଆପଣ ଅନ୍ୟ କୌଣସି ହସ୍ପିଟାଲକୁ ଯାଆନ୍ତୁ’ ।
ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ ଓ ଆଗକୁ ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ