ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ହୋଇଛି । ଦେଶରେ କରୋନା ମହାମାରୀ ନିଜର କୋପ ବର୍ଷାଇଛି । ଗତ ବର୍ଷ ପରି ଏହି ବର୍ଷ ମଧ୍ୟ ଏହି ଭାଇରସ କିଛି ବିଶିଷ୍ଟ ଲୋକଙ୍କ ଜୀବନ ନେଇଯାଇଛି ।
ଗତ କିଛି ଦିନ ତଳେ ଚରଣ ରାମଦାସ କରୋନା ମହାମାରୀର ଆକ୍ରାନ୍ତ ହୋଇଥିଲେ । ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ନେଉଥିଲେ ଏହାପରେ ସେ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରି ଯାଇଥିଲେ । ହେଲେ ଘରକୁ ଆସିବା ପରେ ହଠାତ ତାଙ୍କ ସରିଆରର ଆକ୍ସିଜେନ ଲେବଲ କମି ଯାଇଥିଲା । ଶରୀର ଅଧିକ ଗୁରୁତ୍ଵର ହେବା କାରଣରୁ ସେ ନିଜର ପ୍ରାଣ ହରାଇଥିଲେ ।

ଚରଣ ରାମଦାସ ନିଜ ଜୀବନ ସାରା ଜଗନ୍ନାଥ ସଂସ୍କୃତିର ଉନ୍ନତି ପାଇଁ ଦେଶର କୋଣ ଅନୁକୋଣରେ ଚେଷ୍ଟା ପ୍ରବଚନ ଦେଉଥିଲେ । ହେଲେ ଆଜି ସେ ଆମ ମଧ୍ୟରେ ନାହାନ୍ତି । କିନ୍ତୁ ବନ୍ଧୁଗଣ ଶେଷ ନିଶ୍ଵାସ ତ୍ୟାଗ କରିବା ପୂର୍ବରୁ ସେ କିଛି ଅମୋଘ ମନ୍ତ୍ର ଦେଇ ଯାଇଛନ୍ତି ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
୧. କୌଣସି ଗୁରୁଜନ ଗୋଡ ଲମ୍ବାଇ ବସିଥିଲେ ତାଙ୍କ ଗୋଡକୁ ଡେଇଁକି ଯିବେ ନାହିଁ ଓ ତାଙ୍କ ଗୋଡରେ ଗୋଡ ବଜେଇବେ ନାହିଁ ।
୨. ଠାକୁରଙ୍କୁ ମୁଣ୍ଡିଆ ମାରୁଥିବା ବେଳେ କଛା ଖୋଲିକି ମୁଣ୍ଡିଆ ମାରିବେ ନାହିଁ । ଏହା ସହିତ ଯଦି ଆପଣ ମାନେ ମଳ ମୁତ୍ର ଆଦି କରିଛନ୍ତି ତା ହେଲେ ସେହି ଡ୍ରେସ ପିନ୍ଧି ମୁଣ୍ଡିଆ ମାରିବେ ନାହିଁ । ଏମିତି କରିବା ଦ୍ଵାରା ଆପଣଙ୍କୁ କୌଣସି ଫଳ ମିଳିବ ନାହିଁ ।

୩. କେବେବି ବିଲେଇକୁ ବାଡେଇବେ ନାହିଁ । ଏମିତି କରିବା ଦ୍ଵାରା ଲକ୍ଷ୍ମୀ ଛାଡି ଚାଲିଯାନ୍ତି ।
୪. କେବେବି ଶୋଇବା ସମୟରେ ପାଠ ବହିକୁ ଖୋଲିକି ସୋଇବେ ନାହିଁ । ଏହି ଭୁଲ କରିବା ଦ୍ଵାରା ବୁଦ୍ଧି ଭ୍ରଷ୍ଟ ହୋଇଥାଏ ।
୫. କେବେବି ନିଜ କେସକୁ ଅସଜଡା କରି ରଖିବେ ନାହିଁ । ଏହି ଭୁଲ କରିବା ଦ୍ଵାରା ଲକ୍ଷ୍ମୀ ଛାଡି ଚାଲିଯାନ୍ତି ।

୬. ଶୋଇବା ଘରେ କେବେବି ଦର୍ପଣ ରଖିବେ ନାହିଁ । ଏମିତି କରିବା ଦ୍ଵାରା ଆପଣଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ।
୭. ଋତୁମତୀ ହୋଇଥିବା ନାରୀ ମାନଙ୍କର ମୁହଁକୁ ଚାହିଁବେ ନାହିଁ । ସାଧାରଣତଃ ଯାତ୍ରା କାଳରେ ଏହି ଭୁଲ କରିବେ ନାହିଁ ।
୮. କେବେବି ତୁଲସୀ ଗଛ ଉପରେ ପାଲଟାଲୁଗା ରଖିବେ ନାହିଁ । ଏହା କରିବା ଦ୍ଵାରା ତୁଲସୀ ଗଛ ମାରିବା ସହ ଆପଣଙ୍କୁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

୯. ଯଦି ଆପଣ ଗୁରୁଶଙ୍ଖା କରି ଟୋଏଲେଟ କରୁଛନ୍ତି ତା ହେଲେ ସେହି ଡ୍ରେସ ପିନ୍ଧି ଘରକୁ ପସିବେ ନାହିଁ । ଯଦି ଅଜଣାତରେ ଘରକୁ ପସିଯାଇଛନ୍ତି ତା ହେଲେ ଠାକୁର ଘରକୁ ପସିବେ ନାହିଁ ।
https://www.youtube.com/watch?v=f3n4LoM4VJA
୧୦. ବନ୍ଧୁଗଣ କେବେବି ଶୋଇବା ଘରେ କୌଣସି ଜୋତା ଚପଲ ରଖି ସୋଇବେ ନାହିଁ । ଏହି ଭୁଲ କରିବା ଦ୍ଵାରା ଆପଣ ବରବାଦ ହୋଇଯିବେ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

