ବନ୍ଧୁଗଣ ବର୍ତ୍ତମାନ ଦୁନିଆରେ ଏପରି ସବୁ ଘ-ଟ-ଣା ଘ-ଟୁ-ଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଳଟୁଛି । ସାଧାରଣତଃ ଏହି ସବୁ ଘ-ଟ-ଣା ଗୁଡିକ ସୋସିଆଲ ମିଡିଆରେ ବହୁତ ଅଧିକ ଭା-ଇ-ରା-ଲ ହେଉଛି ।
ଆପଣ ମାନେ ସମସ୍ତେ ଏହି ଘ-ଟ-ଣା ଗୁଡିକ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଏହି କ-ରୋ-ନା ମ-ହା-ମା-ରୀ କା-ଳ-ରେ ଏପରି ଏକ ଘ-ଟ-ଣା ସାମ୍ନାକୁ ଆସିଛି ଯାହା ସମସ୍ତ ସ୍ଥାନରେ ଚ-ର୍ଚା-ର ବିଷୟ ପାଲଟିଛି । କ-ରୋ-ନା ମ-ହା-ମା-ରୀ କାଳରେ ଏକ ଯୁବତୀ ଜଣକ କୋ-ଭି-ଡ ହସ୍ପିଟାଲରେ ଥିବା ଏକ କର୍ମଚାରୀଙ୍କ ଦ୍ଵାରା ବ୍ଲା-କ-ମେ-ଲି-ଙ୍ଗ ର ଶି-କା-ର ହୋଇଛନ୍ତି ।
ବନ୍ଧୁଗଣ ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଘ-ଟ-ଣା-ଟି ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘ-ଟ-ଣା ସମ୍ବନ୍ଧରେ ।
ବନ୍ଧୁଗଣ ମ-ହି-ଳା ଜଣଙ୍କ ମତରେ-‘ମ-ହି-ଳା ଜଣକ ନିଜ ମାଙ୍କୁ ୧୫ ତାରିଖ ଦିନ ହସ୍ପିଟାଲରେ କ-ରୋ-ନା ମ-ହା-ମା-ରୀର ଚିକିତ୍ସା ପାଇଁ ଭର୍ତ୍ତି କରେଇଥିଲେ । ଏହାପରେ ମ-ହି-ଳା ଓ ତାଙ୍କ ବାପା କିଛି ଜିନିଷ ଦେବା ପାଇଁ ହସ୍ପିଟାଲକୁ ଆସିଥିଲେ । ମ-ହି-ଳାଙ୍କ ମା ଏକ ନର୍ସର ଫୋନରୁ ତାଙ୍କ ବାପାଙ୍କୁ କଲ୍ କରିଥିଲେ । ଯେତେବେଳେ ମ-ହି-ଳା ଜଣକ ହସ୍ପିଟାଲରେ ପହଞ୍ଚିଥିଲେ ସେତେବେଲେ ନର୍ସ ଜଣକ ତାଙ୍କ ବାପାଙ୍କ ନମ୍ବରକୁ ଅନ୍ୟ ଏକ ହସ୍ପିଟାଲ କର୍ମଚାରୀଙ୍କୁ ଦେଇଥିଲେ’ ।
ଏହାପରେ ଆଗକୁ ମ-ହି-ଳା କହିଲେ- ‘ହସ୍ପିଟାଲ ଯିବା ପରେ ମ-ହି-ଳା ଜଣଙ୍କ ସହ ସେହି ନମ୍ବର ନେଇଥିବା ଯୁବକ ଜଣକ ସାକ୍ଷାତ କରିଥିଲେ ଓ ମାଙ୍କ ସହ ଭିଡିଓ କଲ୍ ରେ କଥା କରେଇବା କଥା କହି ଯୁବକ ଜଣକ ମ-ହି-ଳାଙ୍କର ହ୍ଵା-ଟ-ସ-ପ୍ ନମ୍ବର ନେଇଯାଇଥିଲେ । ଏହା ପରେ ଯୁବକ ଜଣକ ମ-ହି-ଳାଙ୍କୁ ବାରମ୍ବାର ୱାଟସପ୍ କଲ୍ କରି କଥା ହୋଇଥିଲେ । ଏହା ସହିତ ମ-ହି-ଳାଙ୍କୁ ବାଥରୁମରେ ଡ୍ରେ-ସ ଖୋ-ଲି ଦେଖାଇବା ପାଇଁ ମଧ୍ୟ ବାଧ୍ୟ କରାଇଥିଲେ’ ।
ଏହା ପରେ ମ-ହି-ଳା ଜଣକ କହିଲେ- ‘ ଏହି ସବୁ କଥା ଜାଣିବା ପରେ ମ-ହି-ଳା ଜଣକ ନିଜ ମାଉସା ମାଉସୀଙ୍କୁ ଏହି କଥା ବିଷୟରେ କହିଥିଲେ । ଯୁବକ ଜଣକ ମ-ହି-ଳାଙ୍କ ମାଉସୀଙ୍କୁ କହିଥିଲେ- ତମେ ଏପଟ ହାତରେ ଝିଅ ଦେବ ଓ ସେପଟ ହାତରେ ତାଙ୍କ ମାଙ୍କୁ ନେବ । ଯୁବକ ଜଣକ ଏହିପରି ହଇରାଣ କରିବାରୁ ମ-ହି-ଳା ସେହି ଯୁବକ ବି-ରୋ-ଧ-ରେ ଅ-ଭି-ଯୋ-ଗ କରିଛନ୍ତି ।
ମି-ଡି-ଆ ରି-ପୋ-ର୍ଟ-ସ ଅନୁସାରେ ଯୁବକ ଜଣକ ହସ୍ପିଟାଲର କ୍ୟାଣ୍ଟିନରେ କାମ କରନ୍ତି । ମ-ହି-ଳା ଜଣକ ବିବାହିତ ଅଟନ୍ତି ହେଲେ ଯୁବକ ଏହା ବିଷୟରେ ଜାଣି ନଥିଲେ । ଯୁବକ ଜଣକଙ୍କର ନାମ ହେଉଛି ମଳୟ କୁମାର ରଥ । ହସ୍ପିଟାଲରେ ଥିବା ନର୍ସ ମଧ୍ୟ ମ-ହି-ଳା ଜଣକଙ୍କୁ ସେହି ଯୁବକ ସହ କଥା ହେବା ପାଇଁ ବାଧ୍ୟ କରେଇଥିଲେ ।
ହସ୍ପିଟାଲରେ ମାଙ୍କୁ ନ ଛାଡିବାରୁ ମ-ହି-ଳା ଏହି ଅ-ଭି-ଯୋ-ଗ କରିଛନ୍ତି । ସୋସିଆଲ ମିଡିଆରେ ଏହି ଘ-ଟ-ଣା-ଟି ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କ ମତ କଣ ଆମକୁ କ-ମେ-ଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।