କରୋନା ଟିକା ନେବା ବେଳର ଫଟୋ ସେୟାର କଲେ ମିଳିବ ୫ ହଜାର ଟଙ୍କା, କେବଳ କରିବାକୁ ହେବ ଏହି କାମ

ବର୍ତ୍ତମାନ ସମୟରେ ଦେଶରେ କରୋନା ସଂକ୍ରମଣ ଯେଉପରି ଭାବରେ ବଢି ଚାଲିଛି ତାକୁ ନେଇ ସମ୍ପୂର୍ଣ୍ଣ ଦେଶ ବହୁତ ଚିନ୍ତିତ ଅଛନ୍ତି । କରୋନା ସଂକ୍ରମଣ କୁ ରୋକିବା ପାଇଁ ଟୀକା କରଣ ଅଭିଯାନ କୁ ଆହୁରି ତୀବ୍ର କରାଯାଇଛି ।

ପୂର୍ବରୁ କେବଳ ବୃଦ୍ଧ ଲୋକଙ୍କୁ ଟୀକା ଦିଆ ଯାଉଥିବା ବେଳେ ବର୍ତ୍ତମାନ ଯୁବକ ମାନଙ୍କୁ ମଧ୍ୟ ଟୀକା କରଣ କରାଯାଉଛି । ବନ୍ଧୁଗଣ ଏହି ପରି ମହାମାରୀ ସମୟ ରେ ଗୋଟିଏ ଖୁସି ଖବର ହେଉଛି ସରକାର ଆପଣଂକୁ ଘରେ ବସି ମଧ୍ୟ ୫ହଜାର ଟଙ୍କା ଜିତିବାର ସୁଯୋଗ ଦେଉଛନ୍ତି । ଯେଉଁ ବ୍ୟକ୍ତି ନିଜର ଟୀକା ନେବା ସମୟ ର ଫୋଟୋ ସହିତ ଭଲ ଟ୍ୟାଗ ଲାଇନ ଲେଖି କରି ସରକାର ଙ୍କ ଦ୍ଵାରା ଦିଆଯାଇଥିବା ଆପ ରେ ପୋଷ୍ଟ କରନ୍ତି ତେବେ ତାଙ୍କୁ ସରକାର ଙ୍କ ଠାରୁ ୫ହଜାର ଟଙ୍କାର ନଗଦ ରାଶି ଜିତିବାର ସୁଯୋଗ ମିଳିବ ।

ତେବେ ଆସନ୍ତୁ ଜାଣିବା ଆପଣ ଏହାକୁ କିପରି କରିବେ ।

ବନ୍ଧୁଗଣ ସରକାର ଙ୍କ ଦ୍ଵାରା ପ୍ରଚଳିତ My Gov India ଟ୍ୱିଟର ଆକାଉଣ୍ଟ ରେ ଏହି ବିଷୟ ରେ ସୂଚନା ଦିଆଯାଇ କୁହାଯାଇଛି ଯେ ଯଦି ଆପଣ ଟୀକା ନେଇଛନ୍ତି ତେବେ ଆପଣ ମଧ୍ୟ ଅନେକ ଲୋକଙ୍କୁ ଟୀକା ନେବା ପାଇଁ ଉତ୍ସାହିତ କରିପାରିବେ । My Gov India ଟ୍ୱିଟର ଆକାଉଣ୍ଟ ରେ ଗୋଟିଏ ଲିଙ୍କ ମଧ୍ୟ ଦିଆ ଯାଇଛି ଓ କୁହାଯାଇଛି ଯେ ଆପଣ ନିଜର ଟୀକା ନେବାର ଫୋଟୋ ସହିତ ଏକ ସୁନ୍ଦର ଟ୍ୟାଗ ଲାଇନ ଲେଖି କରି ଏହି ଲିଙ୍କ ରେ ସେୟାର କରିବା ଦ୍ୱାରା ଆପଣ ୫ହଜାର ଟଙ୍କା ଜିତି ପାରିବେ ।

ଏହି ସମସ୍ତ ଟ୍ୟାଗ ଲାଇନ ଓ ଫୋଟୋ ମଧ୍ୟ ରୁ ସରକାର ପ୍ରତି ମାସ ରେ ୧୦ଟି ଟ୍ୟାଗ ଲାଇନ ଓ ଫୋଟୋ କୁ ଚୟନ କରିବେ ଓ ତାଙ୍କୁ ୫ହଜାର ଟଙ୍କା ର ନଗଦ ପୁରସ୍କାର ରାଶି ପ୍ରଦାନ କରିବେ । ଫୋଟୋ କୁ ସେୟାର କରବାକୁ ହେଲେ ଆପଣ https://bit.ly/3sFLakx ଲିଙ୍କ ରେ କ୍ଲିକ କରି ମଧ୍ୟ କରିପାରିବେ ।

ଆପଣ ଏହି ଫୋଟୋ ମାଧ୍ୟମରେ ଲୋକ ମାନଙ୍କୁ ଟୀକା କରଣ ପାଇଁ ଉତ୍ସାହିତ ମଧ୍ୟ କରିପାରିବେ । ବନ୍ଧୁଗଣ ଯଦି ଆପଣ କିମ୍ବା ଆପଣଙ୍କ ପରିବାର ର କୌଣସି ସଦସ୍ୟ ଙ୍କୁ ଟୀକା ଦିଆ ଯାଇଛି ତେବେ ଆପଣ ସେହି ଫୋଟୋ ସହିତ ଏକ ସୁନ୍ଦର ଟ୍ୟାଗ ଲାଇନ ଲେଖି କରି ସେହି ଲିଙ୍କ ରେ ପୋଷ୍ଟ କରନ୍ତୁ ଓ ସରକାର ଙ୍କ ତରଫ ରୁ ପୁରସ୍କାର ରାଶି କୁ ଗ୍ରହଣ କରନ୍ତୁ ।

ବନ୍ଧୁଗଣ ଏହି ପ୍ରତିଯୋଗିତାରେ ଭାଗ ନେବାକୁ ହେଲେ ଆପଣଂକୁ ପ୍ରଥମେ My Gov. in ପୋର୍ଟାଲ କୁ ଯିବାକୁ ହେବ ଓ ସେଠାରେ ଥିବା ଲଗ ଇନ ଟୁ ପାର୍ଟିସିପେଟ ଉପରେ କ୍ଲିକ କରିବାକୁ ହେବ ଏବଂ ଏହା ପରେ ରେଜିଷ୍ଟ୍ରେସନ ପାଇଁ ଥିବା ସମସ୍ତ ଡିଟେଲସ କୁ ପୁରଣ କରିବାକୁ ପଡିବ । ତେବେ ବନ୍ଧୁଗଣ ଯଦି ଆପଣ କିମ୍ବା ଆପଣଙ୍କ ପରିବାର ର କୌଣସି ସଦସ୍ୟ ଟୀକା ନେଇଛନ୍ତି ତେବେ ଆପଣ ତୁରନ୍ତ ଏହି ଲିଙ୍କ ରେ ଏକ ସୁନ୍ଦର ଟ୍ୟାଗ ଲାଇନ ସହିତ ଫୋଟୋ କୁ ସେୟାର କରନ୍ତୁ ଓ ସରକାର ଙ୍କ ଦ୍ଵାରା ଦିଆଯାଉଥିବା ନଗଦ ପୁରସ୍କାର ରାଶି କୁ ଜିତନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *