ଆସି ଯାଇଛି କରୋନାର ତୃତୀୟ ଲହର, ପିଲାଙ୍କୁ କରୁଛି ଟାର୍ଗେଟ, କଣ ଆପଣଙ୍କ ପିଲାଙ୍କ ଦେହରେ ନାହିଁ ତ ଏହି ଲକ୍ଷଣ ? ସାବଧାନ !

ବନ୍ଧୁଗଣ ବର୍ତ୍ତମାନ ଦେଶରେ କରୋନା ମହାମାରୀର ଦ୍ଵିତୀୟ ଲହର ନିଜର କୋପ ବର୍ଷାଇଛି । ସାଧାରଣ ଜନତା ମାନେ ଏହି ଭାଇରସର କୋପରୁ ବଞ୍ଚିବା ପାଇଁ ଘରେ ରହୁଛନ୍ତି

ଏବଂ ସରକାର ମଧ୍ୟ ସଂକ୍ରମଣ ହାରକୁ କମାଇବା ପାଇଁ ଅନେକ ଗାଇଡଲାଇନର ଘୋଷଣା କରିଛନ୍ତି । ବନ୍ଧୁଗଣ କରୋନା ମହାମାରୀର ପ୍ରଥମ ଲହରରେ ଅଧିକାଂଶ ବୃଦ୍ଧ ଲୋକ ମାନେ ଆକ୍ରାନ୍ତ ହେଉଥିଲେ ଓ ଦ୍ଵିତୀୟରେ କେବଳ ଯୁବପିଢି ମାନେ ଏହି ଭାଇରସରେ ଆକ୍ରାନ୍ତ ହେଉଥିଲେ । ହେଲେ ବର୍ତ୍ତମାନ ଏହା ଜଣା ପଡିଛି ଯେ, କରୋନା ମହାମାରୀର ତୃତୀୟ ଲହର ଆସି ସାରିଛି ।

ବନ୍ଧୁଗଣ ୧ ରୁ ୧୬ ମେ ପର୍ଯ୍ୟନ୍ତ ଭାରତରେ ୧୯ ହଜାର ଶିଶୁ ଏହି ଭାଇରସରେ ସଂକ୍ରମିତ ହୋଇସାରିଛନ୍ତି । ବିଶେଷଜ୍ଞ ମାନେ ଆଗରୁ ଏହା କହିଦେଇଥିଲେ ଯେ, କରୋନା ମହାମାରୀର ତୃତୀୟ ଲହର ଛୁଆ ମାନଙ୍କୁ ଅଧିକ ପ୍ରଭାବିତ କରିବ ।

ତେଣୁ ବର୍ତ୍ତମାନର ସ୍ଥିତିତୁ ଧ୍ୟାନରେ ରଖି ଏହା ଅନୁମାନ କରାଯାଇଛି ଯେ କରୋନା ମହାମାରୀର ତୃତୀୟ ଲହର ଆସି ସାରିଛି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ମିଡିଆ ରିପୋର୍ଟସ ଅନୁସାରେ ମହରାଷ୍ଟ୍ର ପରେ ଦ୍ଵିତୀୟ ରାଜ୍ୟ ହେଉଛି କର୍ଣ୍ଣାଟକ ଯେଉଁଠି କରୋନା ମାମଲା ବହୁତ ଅଧିକ ଆସିଛି । କର୍ଣ୍ଣାଟକରେ ଦ୍ଵିତୀୟ ଲହର ସମୟରେ ଛୁଆ ମାନଙ୍କ ମଧ୍ୟରେ ସଂକ୍ରମଣ ବହୁତ ଅଧିକ ମାତ୍ରାରେ ବଢୁଛି । ବିଶେଷଜ୍ଞ ମାନଙ୍କ ମତରେ ଏହି ଭାଇରସର ତୃତୀୟ ଲହର ଛୁଆ ମାନଙ୍କୁ ପାଇଁ ଘାତକ ହୋଇପାରେ । ବନ୍ଧୁଗଣ କରୋନା ମହାମାରୀର ପ୍ରଥମ ଲହର ସମୟରେ ୧୦ ବର୍ଷର ୧୯୩୭୯ ଜଣ ଛୁଆ ଏହି ଭାଇରସରେ ସଂକ୍ରମଣ ହୋଇଥିଲେ ଓ ୧୧ ରୁ ୨୦ ବର୍ଷର ୪୧୯୮୫ ଜଣ ଛୁଆ ଏହି ଭାଇରସରେ ସଂକ୍ରମଣ ହୋଇଥିଲେ ।

ହେଲେ କରୋନାର ଦ୍ଵିତୀୟ ଲହରରେ ସମସ୍ତ ରେକୋର୍ଡ ଭାଙ୍ଗୁ ଥିବାର ଜଣା ପଡିଛି । ୧୫ ଦିନ ମଧ୍ୟରେ ୧୯ ହଜାର ଛୁଆ ଏହି ଭାଇରସରେ ଆକ୍ରାନ୍ତ ହୋଇସାରିଛନ୍ତି । ବିଶେଷଜ୍ଞ ମାନଙ୍କ ମତରେ ଛୁଆ ମାନଙ୍କ ମଧ୍ୟରେ ଏହି ଭାଇରସର କିଛି ଅଲଗା ଲକ୍ଷଣ ଦେଖିବାକୁ ମିଳିଛି । କର୍ଣ୍ଣାଟକ ରାଜ୍ୟର ସ୍ଥିତିକୁ ଦେଖି ସରକାର ଏହି ରାଜ୍ୟରେ କିଛି ଗାଇଡଲାଇନ ଜାରି କରିଛନ୍ତି ।

ବନ୍ଧୁଗଣ ଦିଲ୍ଲୀରେ କରୋନା ମହାମାରୀରେ ସଂକ୍ରମିତ ହୋଇ ଦୁଇଜଣ ଛୁଆ ପ୍ରାଣ ତ୍ୟାଗ କରିସାରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ, ଆସୁଥିବା ସମୟ ପାଇଁ ଛୁଆ ମାନଙ୍କୁ ସୁରକ୍ଷାରେ ରଖିବା ନିହାତି ଆବଶ୍ୟକ । ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ହୋଇସାରିଛି । ଏହି ଭାଇରସ ବର୍ତ୍ତମାନ ଛୁଆ ମାନଙ୍କୁ ଆକ୍ରାନ୍ତ କରିବାରେ ଲାଗିଛି ।

ତେଣୁ ଆପଣ ମାନେ ନିଜ ଘରର ଛୁଆ ମାନଙ୍କୁ ସୁରକ୍ଷିତ ରଖନ୍ତୁ ଓ ନିଜେ ସୁରକ୍ଷିତ ରୁହନ୍ତୁ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *