ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ବଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିବା ପାଇଁ ବହୁତ କଷ୍ଟ ଓ ସଂଘର୍ଷ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଅଭିନେତ୍ରୀ ଫତିମା ସନା ସେଖଙ୍କ ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ଫାତିମାଙ୍କୁ ‘ଦଙ୍ଗଲ’ ଫିଲ୍ମରେ ନିଶ୍ଚୟ ଦେଖିଥିବେ ।
ଏହି ଫିଲ୍ମରେ ସେ ବହୁତ ସୁନ୍ଦର ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ । ଏହି ଫିଲ୍ମ ପରେ ସେ ଅନ୍ୟ କେତେକ ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି । ଫାତିମା ସୋସିଆଲ ମିଡିଆରେ ନିଜ ସୁନ୍ଦରତ ଓ ନିଜ ପର୍ଶନାଲ ଲାଇଫ ପାଇଁ ବହୁତ ଚର୍ଚାରେ ରୁହନ୍ତି ।
ଏହି କିଛି ଦିନ ପୂର୍ବରୁ ଫତିମା ସୋସିଆଲ ମିଡିଆ ଠାରୁ କିଛି ସମୟ ଦୂରେଇ ରହିବା ପାଇଁ ନିଷ୍ପତ୍ତି ନେଇଥିଲେ । ଫାତିମାଙ୍କ ଫ୍ୟାନ୍ସ ମାନେ ଟାଙ୍କ ବିଷୟରେ ଜାଣିବା ପାଇଁ ବହୁତ ଇଛା କରନ୍ତି । ସେଥିପାଇଁ ଟାଙ୍କ ଫ୍ୟାନ୍ସ ମାନେ ସୋସିଆଲ ମିଡିଆରେ ତାଙ୍କୁ ଅନେକ ପ୍ରଶ୍ନ ପଚାରିଥାନ୍ତି । ବନ୍ଧୁଗଣ ଏହି କିଛି ସମୟ ପୂର୍ବରୁ ଫାତିମା ଏକ ସାକ୍ଷାତ୍କାର ଦେଇଥିଲେ । ଏହି ସାକ୍ଷାତ୍କାରରେ ଫତିମା ନିଜ ଜୀବନ ସହ ଜଡିତ ଏକ ବଡ ଖୁଲାସା ବିଷୟରେ କହିଥିଲେ । ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ଫତିମାଙ୍କ ମତରେ, ‘ଜିମରୁ ଆସିବା ପରେ ମୁ ରାସ୍ତାରେ ଯାଉଥିଲି, ସେହି ସ୍ଥାନରେ ଗୋଟେ ଯୁବକ ମତେ ବହୁତ ସମୟ ପର୍ଯ୍ୟନ୍ତ ଚାହିଁ ରହିଥିଲା । ସେହି ସମୟରେ ମୁ ତାକୁ କହିଥିଲି- ଏମିତି କଣ ଅନେଇଛ, ଏହା ପରେ ସେ କହିଥିଲା- ମୁ ଅନେଇବି ମୋ ଇଛା, ମୁ କହିଲି- ମା-ଡ ଖାଇବାର ଅଛି କି, ସେ କହିଲା- ହଁ ମା-ରି-ଲୁ । ଏହାପରେ ଆମ ଦୁଇଜଣଙ୍କ ମଧ୍ୟରେ ଯୁକ୍ତିତରକ ହୋଇଯାଇଥିଲା । ଅଧିକ ଯୁକ୍ତି ହେବା କାରଣରୁ ମୁ ତାକୁ ଗୋଟେ ଚା-ପୁ-ଡା ମା-ରି-ଦେ-ଲି’ ।
ଆଗକୁ ଫତିମା କହିଲେ, ‘ ମୁ ତାକୁ ଚା-ପୁ-ଡା ମା-ରି-ବା ପରେ ସେ ମତେ ଗୋଟେ ମୁଠି ମା-ରି-ଦେ-ଲା ଯାହାଫଳରେ ମୁ ତଳେ ପ-ଡି-ଗ-ଲି । ଏହାପରେ ମୁ ମୋ ବାପାକୁ ଡ଼ାକିଥିଲି ଓ ମୋ ବାପା ତିନି ଚାରି ଜଣ ଲୋକଙ୍କୁ ନେଇ ଆସିଥିଲେ । ହେଲେ ସେତିକି ସମୟ ମଧ୍ୟରେ ସେ ଯୁବକ ଜଣକ ସେହି ସ୍ଥାନରୁ ଚାଲି ଯାଇଥିଲା । ସେହି ସମୟରେ ମୋ ବାପା ବହୁତ ଅଧିକ ରାଗି ଯାଇଥିଲେ’ ।
ବନ୍ଧୁଗଣ ଫାତିମା ‘ଦଙ୍ଗଲ’ ଫିଲ୍ମରେ କାମ କରିବା ପୂର୍ବରୁ ଶିଶୁ କଳାକାର ରୂପେ ବଲିଉଡ ଫିଲ୍ମରେ କାମ କରିଛନ୍ତି । ଫତିମା କାଷ୍ଟିଙ୍ଗ କାଉଚର ମଧ୍ୟ ସାମ୍ନା କରିଛନ୍ତି । ଫତିମା କହିଥିଲେ, ମୁ ଅବଶ୍ୟ କାଷ୍ଟିଙ୍ଗ କାଉଚର ଶିକାର ହୋଇଛି ଓ ମୋ ସହିତ ବହୁତ ଥର ଏମିତି ହୋଇ ସାରିଛି । ମତେ ବହୁତ ଥର କାମ କରିବା ବଦଳରେ ସ-ମ୍ବ-ନ୍ଧ ରଖିବା ପାଇଁ ମଧ୍ୟ କୁହାଯାଇଛି’ । ହେଲେ ଆଜି ଫତିମା ଏକ ସଫଳ ଅଭିନେତ୍ରୀ ରୂପେ ପରିଚିତ ।
ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ