Varun Dhawan ଙ୍କୁ ତାଙ୍କ ଜନ୍ମ ଦିନରେ Bollywood ଷ୍ଟାରମାନେ ଦେଲେ ଏହି ସବୁ ଦାମୀ ଗିଫ୍ଟ, ସ୍ତ୍ରୀ Natasha Dalal ଦେଲେ ସବୁଠୁ ମହଙ୍ଗା ଗିଫ୍ଟ, ଯାହାର ଦାମ ଆପଣଙ୍କ ହୋସ ଉଡେଇ ଦେବ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ବହୁତ କମ ସମୟ ମଧ୍ୟରେ ବଲିଉଡରେ ସଫଳତା ପାଇଛନ୍ତି । ବନ୍ଧୁଗଣ ଏହି ଅଭିନେତା ଜଣକ ହେଉଛନ୍ତି ବରୁନ ଧବନ । ବରୁନ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଗତକାଲି ତଥା ୨୪ ଏପ୍ରିଲରେ ବରୁନ ନିଜର ୩୫ ତମ ଜନ୍ମଦିନ ପାଳନ କରିଥିଲେ । ଗତକାଲି ସେ ବହୁତ ଧୁମଧାମରେ ନିଜ ଜନ୍ମଦିନକୁ ପାଳନ କରିଥିଲେ ।

ତାଙ୍କର ଜନ୍ମ ଦିନ ପାର୍ଟିକୁ ଅନେକ ବଲିଉଡ କଳାକାର ମାନେ ଆସିଥିଲେ ଓ କେତେକ କଳାକାର କରୋନା ଗାଇଡଲାଇନ ପାଇଁ ଆସିପାରି ନଥିଲେ । ହେଲେ ବନ୍ଧୁଗଣ ସମସ୍ତ କଳାକାର ବରୁନଙ୍କୁ କେତେକ ଏକ୍ସ ପେନ୍ସିଭ ଗିଫ୍ଟ ଦେଇଛନ୍ତି । ଆଜିଆମେ ଆପଣ ମାନଙ୍କୁ ବରୁନଙ୍କର କିଛି ଏକ୍ସ ପେନ୍ସିଭ ଗିଫ୍ଟ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ନତସା ଦଲାଲ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବରୁନଙ୍କ ପତ୍ନୀ ନତସା ଦଲାଲ । ନତସା ଓ ବରୁନ ନିଜ କାମରେ ଯେତେ ବ୍ୟସ୍ତ ଥିଲେ ମଧ୍ୟ ନିଜ ପାର୍ଟନରଙ୍କ ଜନ୍ମ ଦିନକୁ ଭୁଲନ୍ତି ନାହିଁ । ନତସା ବରୁନଙ୍କୁ ସୋସିଆଲ ମିଡିଆରେ ୱିସ କରିଲେ ଓ ବରୁନଙ୍କୁ ଏକ BMWi8 କାର ଗିଫ୍ଟ କରିଥିଲେ ଯାହାର ଦାମ ହେଉଛି ୩ କୋଟି ଟଙ୍କା ।

ଡେଭିଡ ଧବନ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବରୁନଙ୍କ ପିତା ଡେଭିଡ ଧବନ । ଡେଭିଡ ନିଜ ପୁଅକୁ ଜନ୍ମ ଦିନର ଅବସରରେ ଅନେକ ଶୁବେଛା ଜଣାଇଥିଲେ ଓ ଏହା ସହିତ ଏକ ରୋଲେକ୍ସ ୱାଚ ମଧ୍ୟ ଗିଫ୍ଟ କରିଥିଲେ ଯାହାର ଦାମ ହେଉଛି ୫ ଲକ୍ଷ ଟଙ୍କା ।

ସାରା ଅଲି ଖାନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ । ସାରା ଓ ବରୁନ ବଲିଉଡ ଫିଲ୍ମ ‘କୁଲି ନମ୍ବର ୧’ରେ ଏକା ସହ କାମ କରିଥିଲେ । ସେବେଠୁ ସାରା ଓ ବରୁନ ବହୁତ ଭଲ ସାଙ୍ଗ ଅଟନ୍ତି । ସାରା ବରୁନଙ୍କୁ ସୋସିଆଲ ମିଡିଆରେ ୱିସ କରିଲେ ଓ ଏହା ସହିତ ଏକ ଆପେଲ ସ୍ମାର୍ଟ ୱାଚ ମଧ୍ୟ ଗିଫ୍ଟ କରିଲେ ।

ସିଦ୍ଧାର୍ଥ ମଲ୍ହୋତ୍ରା- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡ ଅବିନେତା ସିଦ୍ଧାର୍ଥ ମଲ୍ହୋତ୍ରା  । ସିଦ୍ଧାର୍ଥ ଓ ବରୁନ ବହୁତ ଭଲ ବନ୍ଧୁ ଅଟନ୍ତି । ସିଦ୍ଧାର୍ଥ ବରୁନଙ୍କ ଜନ୍ମ ଦିନରେ ଆସି ତାଙ୍କୁ ଅନେକ ଶୁବେଛା ଜଣାଇଥିଲେ ଓ ଏହା ସହିତ ତାଙ୍କୁ ଏକ BMW ବାଇକ ମଧ୍ୟ ଗିଫ୍ଟ କରିଥିଲେ ଯାହାର ଦାମ ହେଉଛି ୨୦ ଲକ୍ଷ ଟଙ୍କା ।

ଶାହରୁଖ ଖାନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର କିଙ୍ଗ ଖାନ ଶାହରୁଖ ଖାନ । ଶାହରୁଖ ଓ ବରୁନ ଏକା ସହ ଫିଲ୍ମ ‘ଦିଲ ବାଲେ’ରେ କାମ କରିଛନ୍ତି । ଜନ୍ମଦିନର ଅବସରରେ ଶାହରୁଖ ବରୁନଙ୍କୁ ୱିସ କରିଲେ ଓ ଏହା ସହିତ ତାଙ୍କୁ ଏକ Adidas Shoes ମଧ୍ୟ ଗିଫ୍ଟ କରିଲେ ଯାହାର ଦାମ ହେଉଛି ୨୦ ହଜାର ଡୋଲାର ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *