ରାଶିଫଳ 11 ଏପ୍ରିଲ 2020, ଶନିଦେବଙ୍କ କୃପାରୁ ଆଜିଠୁ ଆରମ୍ଭ ହେବ ୫ଟି ରାଶିର ଶୁଭ ସମୟ, ମିଳିବ ସବୁ ସମସ୍ୟାରୁ ମୁକ୍ତି

ବ୍ୟକ୍ତିର ସ୍ଵଭାବ ଏବଂ ଭବିଷ୍ୟତ ତାର ରାଶିଫଳ ରୁ ହିଁ ଜଣା ଯାଇଥାଏ । ଦୈନଦିନ ରାଶିର ପରିବର୍ତନ କାରଣରୁ ଆମ ଜୀବନରେ ବି ଅନେକ ପରିବର୍ତନ ଆସିଥାଏ । ଆଜି ଆମେ କିଛି ଏମିତି ରାଶିଙ୍କ ବିଷୟରେ କହିବୁ ଯାହାଙ୍କର ଶୁଭ ସମୟ ଆଜି ଠାରୁ ଆରମ୍ଭ ହେଉଛି ଏହାଦ୍ବାରା ସେମାନେ ସବୁ ଚିନ୍ତାରୁ ମୁକ୍ତି ପାଇ ପାରିବେ । ଆସନ୍ତୁ ଜାଣିବା ସମ୍ପୂର୍ଣ ବାରଟି ରାଶିର କେମିତି କଟିବ ଆଜିର ଦିନଟି ।

ମେଷ

ଆଜି କାର୍ଯ୍ୟକ୍ଷେତ୍ର ର ସ୍ଥିତି ଭଲ ରହିବ । ଜୀବନସାଥୀ ଙ୍କ ଠାରୁ ସମ୍ପୂର୍ଣ ସହଯୋଗ ମିଳିବା ସହିତ ସାମାଜିକ କାମରେ ମନ ଲାଗିବ । ଆପଣଙ୍କର ହଠାତ ଅଧିକ ଖର୍ଚ ହୋଇପାରେ । ଅଟକି ଥିବା ସମସ୍ୟା ପୁଣିଥରେ ସାମନା କୁ ଆସିପାରେ । ଅବିବାହିତ ଲୋକଙ୍କ ପାଇଁ ବିବାହରେ ଆସୁଥିବା ବାଧା ଆଜି ଦୂର ହେବ । ନୂଆ ଚାକିରି ମିଳିବା ସହିତ ବନ୍ଧୁ ମାନେ ଆପଣଙ୍କ ସହିତ ଭଲ ବ୍ୟବହାର କରିବେ ।

ବୃଷ

ଆଜି ସମସ୍ତେ ଆପଣଙ୍କର ଭାବନା ଏବଂ ସାହାସିକତା ଦ୍ଵାରା ଆପଣଙ୍କ ଆଡକୁ ଆକର୍ଷିତ ହେବେ । କାର୍ଯ୍ୟକ୍ଷେତ୍ରରେ ଉପଲବ୍ଧି ମିଳିବା ସହିତ ଧନ ଉପାର୍ଜନର ଯୋଗ ରହିଛି । ଆପଣ ନିଜ ଜୀବନ ଶୈଳୀକୁ ସୁନ୍ଦର କରିବା ପାଇଁ ଅଗ୍ରସର ହେବେ । ଭାଗ୍ୟ ବୃଦ୍ଧି ଏବଂ ଆୟ କ୍ଷେତ୍ରରେ ଆଜିର ଦିନଟି ଆପଣଙ୍କ ପାଇଁ ଭଲ ରହିବ ।

ମିଥୁନ

ଆଜି ଆପଣଙ୍କର କିଛି ଜରୁରୀ କାମ ପୁରା ହେବ । କାର୍ଯ୍ୟକ୍ଷେତ୍ର ରେ ମିଳୁଥିବା ସୁବିଧାର ଲାଭ ଉଠାନ୍ତୁ । ପରିବାର ର ଗୁରୁଜନଙ୍କ ଠାରୁ ଆପଣଙ୍କୁ ଅଧିକ ସହଯୋଗ ମିଳିବ । ଆଜି ଆପଣ ବହୁତ ଖୁସିରେ ରହିବେ । କିଛି ନୂଆ କାମ ଆରମ୍ଭ କରି ପାରନ୍ତି । ଆର୍ଥିକ ଲାଭ ସହିତ ଭାଗ୍ୟବୃଦ୍ଧିର ଯୋଗ ଅଛି । ବେପାର ରେ ହଠାତ ଧନ ବୃଦ୍ଧି ହେବ । ଆର୍ଥିକ ମାମଲାରେ ସଫଳତା ମିଳିବ ଏବଂ ମନୋରଞ୍ଜନ ରେ ପଇସା ଖର୍ଚ ହୋଇ ପାରେ ।

କର୍କଟ

ଆଜି ଆପଣ ଚିଡଚିଡା ଅନୁଭବ କରି ପାରନ୍ତି । ଅଧିକ ସମୟ ଅତିଥିଙ୍କ ସହିତ କାଟିବେ । ଆପଣଙ୍କର ଆର୍ଥିକ ସ୍ଥିତି ଦୃଢ ହେବ ଏବଂ ଆପଣଙ୍କର ଅଟକି ଥିବା କାମ ପୁରା ହେବ । କୌଣସି ଖାସ ଲୋକଙ୍କ ସହିତ ଦେଖା ହୋଇ ପାରେ । ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହୁଅନ୍ତୁ । କୋର୍ଟ କଚେରି ମାମଲା ଠାରୁ ଦୂରେଇ ରୁହନ୍ତୁ । ପରିବାରରେ ଖୁସିର ବାତାବରଣ ରହିବା ସହିତ ପ୍ରେମୀ ଙ୍କ ସହିତ ମଧ୍ୟ ଦିନଟି ଭଲ ରହିବ ।

ସିଂହ

ଆଜି ଆପଣଙ୍କର ବିବାହିତ ଜୀବନରେ ଖୁସି ଆସିବ । ଆପଣଙ୍କୁ ନିଜର ଜୀବନସାଥୀ ମିଳି ପାରନ୍ତି । ଆପଣଙ୍କର ଅଟକି ଥିବା କାମ ପୁରା ହେବ । ବ୍ୟବସାୟୀ ମାନେ ନିଜ କାମର ପ୍ରସାର ବିଦେଶରେ ବି କରି ପାରିବେ । ଆପଣଙ୍କ ମନ ଖୁସି ରହିବା ସହିତ ଶାରୀରିକ ଏବଂ ମାନସିକ ଭାବେ ସୁସ୍ଥ ଅନୁଭବ କରିବେ । ଉପର ଅଧିକାରୀ ଆପଣଙ୍କୁ ପ୍ରଶଂସା କରିବେ । ଯାତ୍ରା ପାଇଁ ଦିନଟି ଭଲ ନାହିଁ । ଆପଣଙ୍କର ଆର୍ଥିକ ସ୍ଥିତି ଦୃଢ ରହିବ ।

କନ୍ୟା

ଆଜି ଯାତ୍ରା କରିବା ସମୟରେ ସାବଧାନତାର ସହିତ ଯାନ ଚଳାଇବା ଦ୍ଵାରା ଆପଣଙ୍କର ଯାତ୍ରା ବହୁତ ଆନନ୍ଦ ଦାୟକ ହେବ । ପରିବାର ଏବଂ ବନ୍ଧୁଙ୍କ ସହଯୋଗ ପାଇବା ଦ୍ଵାରା ମନ ପ୍ରସନ୍ନ ରହିବ । ବିଦ୍ୟାର୍ଥୀଙ୍କ ପାଇଁ ଆଜି ଦିନ ଭଲ ରହିବ । ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ଆର୍ଥିକ ସମସ୍ୟା ଦ୍ଵାରା ଆପଣଙ୍କର ଇଚ୍ଛା ଜନିତ କାମରେ ବାଧା ସୃଷ୍ଟି ହେବ ।

ତୁଳା

ଆଜି ଯାତ୍ରା ଏବଂ ନିବେଶ ପ୍ରତିକୂଳ ରହିବ । ଚିନ୍ତାରୁ ମୁକ୍ତି ପାଇବା ପାଇଁ କିଛି ନୂଆ କାମ କରିବା ପାଇଁ ଚେଷ୍ଟା କରନ୍ତୁ । ଆପଣଙ୍କର ଆର୍ଥିକ ସ୍ଥିତିରେ ଉର୍ଣ୍ଣତି ହେବ । ରାଗି ଏବଂ ନିଷ୍ଠୁର ବ୍ୟକ୍ତିଙ୍କ ସହିତ ଝଗଡା ହୋଇପାରେ । ଖୁସି ଖବର ମିଳିପାରେ । ରାଗ ଉପରେ ନିୟତ୍ରଣ ରଖନ୍ତୁ ।

ବିଛା

ଏହି ରାଶି ଥିବା ବ୍ୟବସାୟୀ ମାନଙ୍କର ଆର୍ଥିକ ସ୍ଥିତି ସୁଧୁରି ବାରେ ଲାଗିବ । ଯେଉଁଥି ପାଇଁ ଆପଣ ନିଜ ବ୍ୟବସାୟକୁ ବଢାଇ ପାରିବେ । ସ୍ୱାସ୍ଥ୍ୟ ଭଲ ରହିବ । ବାହାନ ଏବଂ ଯନ୍ତ୍ରପାତି ପ୍ରୟୋଗ ଠାରୁ ସାବଧାନ ରୁହନ୍ତୁ । ବିଦେଶରୁ ଖୁସି ଖବର ମିଳିପାରେ । ବାଦ ବିବାଦ ରୁ ଦୂରେଇ ରୁହନ୍ତୁ । ପରିବାର ରେ କିଛି ମାଙ୍ଗଳିକ କାମ ହୋଇପାରେ । ମାର୍କେଟିଙ୍ଗ ଲାଇନ ରେ କାମ କରୁଥିବା ବ୍ୟକ୍ତି ପ୍ରଶଂସିତ ହୋଇ ପାରନ୍ତି ।

ଧନୁ

ଆଜି ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ସମ୍ମାନିତ କରାଯାଇ ପାରେ । ମହାଦେବ ଙ୍କ କୃପାରୁ ଧନ ପ୍ରାପ୍ତି ହେବ । ଉର୍ଣ୍ଣତିର ରାସ୍ତା ଚଉଡା ହେବ । ସମ୍ପତି କାର୍ଯ୍ୟ ବଡ ଲାଭ ଦେଇ ପାରେ । ସମ୍ପର୍କରେ ମଧୁରତା ଆସିବ । ଆପଣଙ୍କୁ ଜୀବନସାଥୀ ଙ୍କ ଠାରୁ ଉପହାର ମିଳିପାରେ । ଶାରୀରିକ ଏବଂ ମାନସିକ ସ୍ଥିତି ଭଲ ରହିବ । ନୂତନ ଯାନ କିଣିବା ପାଇଁ ଯୋଜନା କରି ପାରନ୍ତି ।

ମକର

ଏହି ରାଶି ବ୍ୟକ୍ତି ଙ୍କ ପାଇଁ ନିବେଶ କରିବା ପାଇଁ ଆଜି ଦିନଟି ଉତ୍ତମ ନୁହେଁ । ଲକ୍ଷ ଉପରେ ଧ୍ୟାନ ରଖନ୍ତୁ । ଖର୍ଚ ବଢିପାରେ । ବିବାଦ ଏବଂ ବିରୋଦ୍ଧି ଙ୍କ ଠାରୁ ଦୂରେଇ ରୁହନ୍ତୁ । କାର୍ଯ୍ୟକ୍ଷେତ୍ର ରେ ସାମାନ୍ୟ ଅସୁବିଧା ପରେ ଆପଣଙ୍କୁ ଦିନରେ କିଛି ଭଲ ଖବର ମିଳିବ । ଅନ୍ୟକୁ ରାଜି କରାଇବାର ପ୍ରତିଭା ଆପଣଙ୍କୁ ବହୁତ ଲାଭ ଦେବ ।

କୁମ୍ଭ

ଆଜି ଆପଣଙ୍କୁ ନିଜର ଦୈନିକ ଜୀବନରେ ପରିବର୍ତନ ଦେଖିବାକୁ ମିଳିବ ଯାହା ଆପଣଙ୍କ ପାଇଁ ବହୁତ ଲାଭକାରୀ ହେବ । ଆପଣଙ୍କ ଆୟରେ ବୃଦ୍ଧି ହେବ । ଆପ ଶାନ୍ତ ମନରେ କାର କରିବା ଦ୍ଵାରା ଆପଣଙ୍କୁ ବହୁତ ଫାଇଦା ହେବ । ଅନ୍ୟର କଥାକୁ ଭଲଭାବେ ଶୁଣନ୍ତୁ । ବିବାହିତ ଲୋକଙ୍କ ପାଇଁ ଦିନତି ଭଲ ରହିବ । ହଠାତ ଧନ ଲାଭ ହେବ । ଆପଣ ନିଜ ଇଚ୍ଛାରେ କାହାକୁ ସାହାଯ୍ୟ କରି ପାରନ୍ତି । ଆଜି ଏହି କାମକୁ ମନ ଲଗାଇ କରନ୍ତୁ ।

ମୀନ

ଆଜି ଆପଣଙ୍କୁ ଚାକିରି ସବନ୍ଧିତ କିଛି ଭଲ ଖବର ମିଳିବ । ସାମାଜିକ ଉତ୍ସବରେ ସମଭାଗିତା ଆପଣଙ୍କୁ ପ୍ରଭାବଶାଳି ବ୍ୟକ୍ତିଙ୍କ ସମ୍ପର୍କ ରେ ଆଣିବ । କିଛି ମହତ୍ବପୂର୍ଣ ସୂଚନା ମିଳିପାରେ । ଯେଉଁ ଲୋକ ପ୍ଲାଷ୍ଟିକ ବ୍ୟବସାୟ ସହିତ ଯୋଡି ହୋଇଛନ୍ତି ତାଙ୍କର କୌଣସି ବଡ ବ୍ୟବସାୟୀ ଙ୍କ ସହିତ ବୁଝାବଣା ହୋଇପାରେ । ଆଜି ଆପଣଙ୍କ ପରିବାରରେ ଖୁସିର ମାହୋଲ ରହିବ ।

ଶନିଦେବଙ୍କ ନିକଟରେ ପ୍ରାର୍ଥନା କରୁଅଛୁ କି ଆଜି ଆପଣଙ୍କ ପାଇଁ ଦିନଟି ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ରହୁ, ଶରୀର ଆରୋଗ୍ଯ ରହୁ, ସବୁ କାର୍ଯ୍ୟରେ ସଫଳତା ମିଳୁ, ସବୁ ପରେ ଦିନଟି ଶାନ୍ତିରେ କଟୁ । କମେଣ୍ଟ ରେ ଜୟ ଶନିଦେବ ଲେଖିଦିଅନ୍ତୁ, ଦେଖିବେ ଦିନଟି ବହୁତ ଭଲରେ କଟିବ । ପେଜକୁ ଲାଇକ କରି ଆମ ସହିତ ରୁହନ୍ତୁ ।

Leave a Reply

Your email address will not be published. Required fields are marked *