ବନ୍ଧୁଗଣ ଆମ ଭାରତର କେତେକ ମହିଳା ଖେଳାଳି ମାନେ ନିଜ ଖେଳ ଓ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଆପଣ ମାନେ ସମସ୍ତେ ଆମ ଭାରତର କେତେକ ଦିଗଜ ମହିଳା ଖେଳାଳି ମାନଙ୍କୁ ନିଶ୍ଚୟ ଜାଣିଥିବେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ମହିଳା ଖେଳାଳିଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ଟେନିସ ଖେଳାଳି ସନିୟା ମିର୍ଜା । ସାନିୟା ମିର୍ଜା ଭାରତର ଜଣେ ଷ୍ଟାର ପ୍ଲେୟାର ଅଟନ୍ତି ।
ତାଙ୍କ ନାମ ଅନ୍ତଃ ରାଷ୍ଟ୍ରୀୟ ସ୍ତରରେ ବହୁତ ଉପରେ ଅଛି । ସାନିୟା ଏକ ଦିଗଜ ଖେଳାଳି ହେବ ସହିତ ବହୁତ ସୁନ୍ଦର ମହିଳା ମଧ୍ୟ ଅଟନ୍ତି । ସେ ନିଜ ଖେଳ ସହିତ ନିଜ ସୁନ୍ଦରତା ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଅଧିକ ଚର୍ଚାରେ ରୁହନ୍ତି ।

ଏହି କିଛି ଦିନ ତଳେ ସାନିୟା ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଥିଲେ କାରଣ ଏହି କିଛି ଦିନ ତଳେ ସନିୟା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଗର୍ଭବତୀ ହେବା କାରଣରୁ ସନିୟା ବହୁତ ସମୟ ପର୍ଯ୍ୟନ୍ତ ନିଜ ଖେଳରୁ ଦୂରେଇ ରହିଥିଲେ । ବନ୍ଧୁଗଣ ସନିୟା ଭାରତ ସହିତ ପାକିସ୍ତାନରେ ମଧ୍ୟ ବହୁତ ଫେମସ ଅଛନ୍ତି ।

ବନ୍ଧୁଗଣ ସନୀୟଙ୍କ ଜନ୍ମ ୧୫ ନଭେମ୍ବର ୧୯୮୬ ମସିହାରେ ମୁମ୍ବାଇରେ ହୋଇଥିଲା । ସେ ଏକ ଟେନିସ ପ୍ଲେୟାର ହେବା ସହିତ ତେଲେଙ୍ଗାନା ରାଜ୍ୟର ବ୍ରାଣ୍ଡ ଆମ୍ବାସେଟର ମଧ୍ୟ ଅଛନ୍ତି । ସନିୟା ମିର୍ଜାଙ୍କ ନାମ ସେହି ଖେଳାଳି ମାନଙ୍କ ସହ ଯୋଡି ହୋଇ ରହିଛି ଯେଉଁ ମାନେ ଷ୍ଟାଇଲିସ ହେବା ସହିତ ବହୁତ ଅଧିକ ସୁନ୍ଦର ମଧ୍ୟ ଅଟନ୍ତି । ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ସନିୟା ପାକିସ୍ତାନ କ୍ରିକେଟର ସୋଏବ ମାଲିକଙ୍କ ସହ ବିବାହ କରିଛନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ଜାଣିଛନ୍ତି ସନିୟା ହେଉଛନ୍ତି ସୋଏବଙ୍କର ଦ୍ଵିତୀୟ ପତ୍ନୀ ।

ବନ୍ଧୁଗଣ ସୋଏବ ଓ ସନିୟାଙ୍କ ବିବାହ ୨୦୧୦ରେ ହୋଇଥିଲା । ସୋଏବ ସନିୟାଙ୍କ ପ୍ରେମରେ ଏତେ ପାଗଳ ହୋଇଯାଇଥିଲେ ଯେ, ସେ ଏହା ବି ଦେଖିନଥିଲେ କି ସନିୟା ଭାରତୀୟ ଥିଲେ । ଏହି ବିବାହ ପରେ ସାନିୟାଙ୍କ ଉପରେ ବହୁତ ପ୍ରଶ୍ନ ଉଠିଥିଲା । ହେଲେ ସନିୟା ସମସ୍ତ ପ୍ରଶ୍ନର ଉତ୍ତର ଦେଇ ଲୋକ ମାନଙ୍କ ମୁହଁକୁ ଚୁପ କରିଦେଇଥିଲେ । ହେଲେ ବନ୍ଧୁଗଣ ଏହି କଥା ବହୁତ କମ ଲୋକ ଜାଣିଛନ୍ତି ଯେ, ସନିୟା ହେଉଛନ୍ତି ସୋଏବଙ୍କ ଦ୍ଵିତୀୟ ପତ୍ନୀ ।

କାରଣ ସାନୀୟାଙ୍କ ପୂର୍ବରୁ ସୋଏବ ୨୦୦୨ ମସିହାରେ ଆଏସା ସିଦ୍ଧିକି ନାମକ ଏକ ଝିଅ ସହ ବିବାହ କରିଥିଲେ । କିଛି ବର୍ଷ ପର୍ଯ୍ୟନ୍ତ ଏହି ଦୁଇଜଣଙ୍କ ସମ୍ପର୍କ ଠିକ ଠାକ ଚାଲିଥିଲା ହେଲେ କିଛି ବାଦବିବାଦ ହେତୁ ଏହି ଦୁଇଜଣଙ୍କ ସମ୍ପର୍କ ୨୦୧୦ ମସିହାରେ ଭାଙ୍ଗି ଯାଇଥିଲା । ମିଡିଆ ରିପୋର୍ଟସ ଅନୁସାରେ ସାନିୟା ଓ ସୋଏବଙ୍କ ସମ୍ପର୍କ ପାଇଁ ସୋଏବଙ୍କ ପ୍ରଥମ ପତ୍ନୀ ତାଙ୍କୁ ଛାଡି ଦେଇଥିଲେ । ତଲାକ ହେବାର ୪ ଦିନ ପରେ ସୋଏବ ସନିୟାଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ସାନିୟା ଓ ସୋଏବ ନିଜ ବୈବାହିକ ଜୀବନରେ ବହୁତ ଖୁସିରେ ଅଛନ୍ତି ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

