ଶାଶୂଘରେ ଏବେ କିପରି ରହୁଛନ୍ତି ଓଡ଼ିଶା ର ଲୋକପ୍ରିୟ ଗାୟିକା Diptirekha Padhi

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ସିଙ୍ଗର ମାନଙ୍କୁ ନିଶ୍ଚୟ ଜାଣିଥିବେ । ଏହି ସବୁ ସିଙ୍ଗର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଗୀତ ଗୁଡିକ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଲିଉଡ ଗାୟିକାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ସେହି ଲୋକପ୍ରିୟ ଗାୟିକା ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ଦୀପିରେଖା ପାଢି ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଦୀପ୍ତିଙ୍କର କେତେକ ସୁପର ହିଟ ଗୀତ ଗୁଡିକୁ ନିଶ୍ଚୟ ଶୁଣିଥିବେ । ଦୀପ୍ତି ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର କେତେକ ସୁପର ହିଟ ଫିଲ୍ମରେ ଗୀତ ଗାଇଛନ୍ତି । ସୋସିଆଲ ମିଡିଆରେ ତାଙ୍କ ଲୋକପ୍ରିୟତ ମଧ୍ୟ ବହୁତ ଅଧିକ ରହିଛି ।

ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଗତ ଦୁଇ ମାସ ତଳେ ଦୀପ୍ତି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେ ଭୁବନେଶ୍ବରର ଏକ ବଡ ଶିଲ୍ପପତିଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିନ୍ତୁ ବନ୍ଧୁଗଣ ବର୍ତ୍ତମାନର ସମୟର ସେ ନିଜ ଶାଶୁ ଘରେ କିପରି ରହୁଛନ୍ତି ଆପଣ ମାନେ କଣ ଜାଣିଛନ୍ତି । ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଦୀପ୍ତି ଆମ ବଲିଉଡ ଇଣ୍ଡଷ୍ଟ୍ରିର କେତେକ ଲୋକପ୍ରିୟ ଗୀତ ଗାଇ ପ୍ରସିଦ୍ଧି ହାସଲ କରିଛନ୍ତି । ସେ ଗୀତ ଗାଇବା ଛଡା ବହୁତ ସୁନ୍ଦର ଅଭିନୟ ମଧ୍ୟ କରନ୍ତି । ଆପଣ ମାନେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସାରିତ ହୋଇଥିବା କେତେକ ଲୋକପ୍ରିୟ ଧାରାବାହିକରେ ଦୀପ୍ତିଙ୍କୁ ନିଶ୍ଚୟ ଦେଖିଥିବେ । ଲୋକମାନଙ୍କୁ ତାଙ୍କ ଅଭିନୟ ଓ ତାଙ୍କ ଗୀତ ବହୁତ ଭଲ ଲାଗେ । ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସ ଫାଲୋଇଙ୍ଗ ମଧ୍ୟ ବହୁତ ଅଧିକ ରହିଛି ।

ବନ୍ଧୁଗଣ ବିବାହ ବନ୍ଧନରେ ବାନ୍ଧି ହେବା ପରେ ଏହି କିଛି ଦିନ ହେବ ଦୀପ୍ତି ଅଲିଉଡ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ରହିଥିଲେ । ହେଲେ ଏହି କିଛି ଦିନ ହେବ ସେ ପୁଣି ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଫେରିଛନ୍ତି । ସେ ବର୍ତ୍ତମାନ ଭୁବନେଶ୍ବରରେ ନିଜ ଶାଶୁ ଘରେ ବହୁତ ଖୁସିରେ ରହୁଛନ୍ତି ଓ ସୋସିଆଲ ମିଡିଆରେ ନିଜର କିଛି ଫଟୋକୁ ସେୟାର କରୁଛନ୍ତି । ତାଙ୍କର ଏହି ଫଟୋ ଗୁଡିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି ଓ ଏହି ସବୁ ଫଟୋ ଗୁଡିକ ପାଇଁ ଦୀପ୍ତି ବହୁତ ଚର୍ଚାରେ ମଧ୍ୟ ରହୁଛନ୍ତି ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଦୀପ୍ତିଙ୍କ ଗୀତ ଓ ତାଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *