ବାହାଘର ପରେ ଶାଶୁଘାରେ କେମିତି ଅଛନ୍ତି Devjani, ଦେଖନ୍ତୁ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ଓ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ସବୁ ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ଅଲିଉଡର ଫେମସ ଅଭିନେତ୍ରୀ ଦେବଯାନୀ ।

ଆପଣ ମାନେ ସମସ୍ତେ ଦେବଯାନୀଙ୍କୁ କେତେକ ଆଲବମ, କେତେକ ଓଡିଆ ଧାରାବାହିକ ଓ କେତେକ ଓଡିଆ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ସେ ତାଙ୍କ ସୁନ୍ଦର ଡ୍ୟାନ୍ସ ଓ ଅଭିନୟ ଦ୍ଵାରା ଆମ ଅଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି କିଛି ସମୟ ହେବ ଦେବଯାନୀଙ୍କର କିଛି ଫଟୋ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଫଟୋକୁ ଦେଖି ଜଣା ପଡୁଛି ଦେବଯାନୀ ବିବାହ ପରେ ତାଙ୍କ ଶାଶୁ ଘରେ କିପରି ଅଛନ୍ତି । ବନ୍ଧୁଗଣ ସେହି ସବୁ ଫଟୋକୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ଏହା ସହିତ ତାଙ୍କର ଏହି ସବୁ ଫଟୋ ଗୁଡିକ ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହେଉଛି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଦେବଯାନୀଙ୍କର ଏହି ଭାଇରାଲ ଫଟୋ ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଦେବଯାନୀଙ୍କୁ କେତେକ ସୁପର ହିଟ ଓଡିଆ ଫିଲ୍ମ ଓ ଆଲବମରେ ନିଶ୍ଚୟ ଦେଖିଥିବେ । ତାଙ୍କର ସୁନ୍ଦରତା ଓ ଅଭିନୟକୁ ଦେଖିବା ପାଇଁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ସୋସିଆଲ ମିଡିଆରେ ତାଙ୍କର ଫ୍ୟାନ୍ସ ଫାଲୋଇଙ୍ଗ ବହୁତ ଅଧିକ ରହିଛି । ସେ ସୋସିଆଲ ମିଡିଆରେ ତାଙ୍କ ସୁନ୍ଦରତା ପାଇଁ ବହୁତ ଚର୍ଚାରେ ରୁହନ୍ତି । ହେଲେ ବନ୍ଧୁଗଣ ଏହି କିଛି ସମୟ ହେବ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଖବର ମିଳିଛି ଯେ ଏହି ସବୁ ଫଟୋ ହେଉଛି ଦେବଯାନୀଙ୍କ ବିବାହ ପରର ଫଟୋ । ହେଲେ ବନ୍ଧୁଗଣ ଏହା ସଂପୂର୍ଣ୍ଣ ମିଛ ଅଟେ ।

ବନ୍ଧୁଗଣ ଏହି ଫଟୋରେ ଦେବଯାନୀ ଓ ଅଭିନେତା ଜଯଜିନ ନଜର ଆସୁଛନ୍ତି । ପ୍ରକୃତ କଥା ଏହା ହେଉଛି ଯେ, ଏହି ଦୁଇଜଣଙ୍କର ଏକ ନୂଆ ଫିଲ୍ମ ଆସିବାକୁ ଯାଉଛି । ଦେବଯାନୀ ସୁଟିଙ୍ଗ ସେଟର କିଛି ଫଟୋ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି ଯାହା ବହୁତ ଭାଇରାଲ ହେଉଛି । ଅନେକ ଲୋକ ଭାବୁଛନ୍ତି ଦେବଯାନୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

କିନ୍ତୁ ବନ୍ଧୁଗଣ ଏହା ସଂପୂର୍ଣ୍ଣ ମିଛ ଅଟେ କାରଣ ଦେବଯାନୀ ନିଜର ଆସୁଥିବା ଫିଲ୍ମ ପାଇଁ କାମ କରୁଛନ୍ତି ଓ ସୁଟିଙ୍ଗ ସେଟର କିଛି ଫଟୋ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଦେବଯାନୀ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *