ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ସାଧାରଣତଃ ଲୋକ ମାନଙ୍କୁ ବହୁତ କମ ବୟସ ମଧ୍ୟରେ ବହୁତ ଅଧିକ ରୋଗ ଆକ୍ରାନ୍ତ କରୁଛି । ଏହାର ମୁଖ୍ୟ କାରଣ ହେଉଛି ଖାଦ୍ୟ ପେୟର ଅଭାବ ଓ ଭୁଲ ଜୀବନ ଶୈଳୀ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଅଦାକୁ ନିଶ୍ଚୟ ବ୍ୟବହାର କରିଥିବେ । ଆଜିଆମେ ଆପଣ ମାନଙ୍କୁ ଅଦା ସହ ଜଡିତ ଏପରି ଏକ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହାକୁ ପ୍ରୟୋଗ କରି ଆପଣ ଅନେକ ରୋଗରୁ ମୁକ୍ତ ହୋଇପାରିବେ । ବନ୍ଧୁଗଣ ଆପଣ ମାନେ ଅଦାକୁ ଖାଦ୍ୟ ତିଆରିରେ ବ୍ୟବହାର କରୁଥିବେ । ହେଲେ ଅଦାର ବ୍ୟବହାର କରି ଆପଣ ବିଭିନ୍ନ ରୋଗକୁ ମଧ୍ୟ ଦୂର କରିପାରିବେ । କାରଣ ଅଦାରେ ବହୁତ ମାତ୍ରାରେ ଭିଟାମିନ୍ସ ଓ ମିନିରାଲ୍ସ ରହିଥାଏ, ଯାହା ଆମ ଶରୀର ପାଇଁ ବହୁତ ଅଧିକ ଲାଭ ଦାଯକ ହୋଇଥାଏ ।
ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଉପଚାର ବିଷୟରେ କହିବାକୁ ଯାଉଛୁ ତାହା ବହୁତ ସହଜ ଅଟେ ଓ ଆପଣ ଏହି ଉପଚାରକୁ ବହୁତ ସହଜରେ ନିଜ ଘର ମଧ୍ୟରେ ବନେଇ ପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।
ବନ୍ଧୁଗଣ ଏହି ଉପଚାରକୁ ବନେଇବା ପାଇଁ ଆପଣଙ୍କ ସର୍ବ ପ୍ରଥମେ ସାମଗ୍ରୀ ଦରକାର ଅଦା । ଏହି ଉପଚାର ପାଇଁ ଆପଣ ତିନୋଟି ଗୋଟା ଅଦା ନିଅନ୍ତୁ ଓ ଏହାର ଚୋପାକୁ ଛଡାଇ ଭଲ ଭାବରେ ଏହାକାଉ ସଫା କରିଦିଅନ୍ତୁ । ଏହାପରେ ବନ୍ଧୁଗଣ ଆପଣ ଅଦାକୁ ଲମ୍ବା ଆକାରରେ କାଟି ଛୋଟ ଛୋଟ ପିସରେ ପରିଣତ କରିଦିଅନ୍ତୁ । ଏହାପରେ ଆପଣ ଏହି ଅଦାକୁ ଏକ ପାତ୍ରରେ ରଖନ୍ତୁ ।
ଆମର ଦୁତୀୟ ସାମଗ୍ରୀ ହେଉଛି ଲେମ୍ବୁ । ବନ୍ଧୁଗଣ ଆପଣ ମାନଙ୍କୁ ଲେମ୍ବୁ ବହୁତ ସହଜରେ ମିଳିଯିବ । ଆପଣ ଏହି ଅଦା ପାଇଁ ଗୋଟେ ଲେମ୍ବୁର ପ୍ରୟୋଗ କରନ୍ତୁ । ଗୋଟିଏ ଲେମ୍ବୁକୁ କାଟି ଆପଣ ଏହାର ରସକୁ ଅଦାରେ ପକାଇ ମିଶାଇ ଦିଅନ୍ତୁ । ବନ୍ଧୁଗଣ ଏହାପରେ ଆପଣ ଏହି ମିଶ୍ରଣରେ ଏକ ଚାମଚ କଳା ଲୁଣ ମିଶାଇ ଦିଅନ୍ତୁ । ଏହାପରେ ଆମ ମିଶ୍ରଣ ପ୍ରସ୍ତୁତ ହୋଇଯିବ । ଆପଣ ମାନେ ଏହି ମିଶ୍ରଣ ବା ଆଚାରକୁ ଭାତ କିମ୍ବା ରୁଟିରେ ଲଗାଇ ଖାଇ ପାରିବେ ।
ବନ୍ଧୁଗଣ ଅଦାକୁ ଆପଣ ଏହି ପରି ଭାବରେ ସେବନ କରିଲେ ଆପଣଙ୍କ ପଚନ ପ୍ରକ୍ରିୟା ମଝବୁତ ହେବା ସହିତ ଆପଣଙ୍କ ଆଣ୍ଠୁ ଗଣ୍ଠି ସମସ୍ଯା, ବାତ ସମସ୍ଯା, ମୋଟାପଣ ଓ ଦୁର୍ବଳତା ଆଦି ସମସ୍ତ ସମସ୍ଯା ଦୂର ହୋଇଯିବ । ଏହା ବ୍ଯତୀତ ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବ ଓ ଆପଣଙ୍କର ଡାଇବେଟିସ ଆଦି ସମସ୍ଯା ମଧ୍ୟ ଦୂର ହୋଇଯିବ ।
ଯାହାଫଳରେ ଆପଣ ଆଜୀବନ ନିରୋଗ ରହିବେ । ତା ହେଲେ ବନ୍ଧୁଗଣ ଶୀଘ୍ର ଏହି ଉପଚାରର ପ୍ରୟୋଗ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ