ଯେତେ ବି ପୁରୁଣା ମୋଟାପା ହେଉ ନା କାହିଁକି କେବଳ ଏହି 3 ଟି କାମ କରନ୍ତୁ, ମାତ୍ର ମାସକ ମଧ୍ୟରେ ଜଙ୍ଘ, ପେଟ, ଅଣ୍ଟା ର ସବୁ ଚର୍ବି ତରଳିଯିବ- Health Tips

ବନ୍ଧୁଗଣ ,ବନ୍ଧୁଗଣ ଆପଣଙ୍କର କେତେ ବି ମୋଟପଣ ର ସମସ୍ୟା ଥାଉ ନା କାହିଁକି ଆପଣଙ୍କ ଉପରେ ତାହା କିଛି ବି ପ୍ରଭାବ ପକାଇବ ନାହିଁ । ଆଜି ଆମେ ଆୟୁର୍ବେଦିକ ଗ୍ରନ୍ଥ ଅଷ୍ଟାଙ୍ଗରିଦମ ରୁ କିଛି ଉପାୟ ଜଣାଇବୁ ଯାହା ଦ୍ୱାରା ଆପଣଙ୍କ ମୋଟପଣ ସମସ୍ୟା ର ସମାଧାନ ହୋଇଯିବ ।

ଆୟୁର୍ବେଦ ତାର ପ୍ରଥମ କଥା ରେ କହୁଛି କି ଯେ ପର୍ଯ୍ୟନ୍ତ ଆପଣ ଆପଣଙ୍କ ଶରୀର ର ବ୍ୟବହାର ନ କରୁଛନ୍ତି ସେ ପର୍ଯ୍ୟନ୍ତ ଆପଣଙ୍କ ଶରୀର ସୁସ୍ଥ ରହି ନ ଥାଏ । ଆପଣ ମାନେ ତ ଜାଣିଥିବେ ବର୍ତ୍ତମାନ ଆମ ମାନଙ୍କ ର ଦିନଚର୍ଯ୍ୟ କେତେ ବଦଳି ଗଲାଣି । ଆମେ ବର୍ତ୍ତମାନ ବହୁତ ବାହାର ଜିନିଷ ଖାଇଥାଉ । ଜଙ୍କ ଫୁଡ଼ ଏବଂ ତେଲ ଜିନିଷ କୁ ଆମେ ବହୁତ ପରିମାଣ ରେ ଖାଇଥାଉ । ଯେଉଁମାନେ ଘରେ ବସି ଘର ଖାଦ୍ୟ ଖାଉଛନ୍ତି ଓ ସେମାନେ ମଧ୍ୟ କିଛି କାମ କରୁନାହାନ୍ତି କେବଳ ଗୋଟେ ଜାଗା ରେ ହିଁ ବସିଥାନ୍ତି ।

ତେଣୁ ଆପଣ ଯେ ପର୍ଯ୍ୟନ୍ତ ଆପଣଙ୍କ ଶରୀର କୁ ବ୍ୟବହାର ନ କରିଛନ୍ତି ସେ ପର୍ଯ୍ୟନ୍ତ ଆପଣଙ୍କ ଶରୀର ସୁସ୍ଥ ରହି ନ ଥାଏ । ଆପଣ କିଛି ନ କରିଲେ ମଧ୍ୟ ଘର ର କିଛି କାମ କରିପାରିବେ ଯାହାଦ୍ୱାରା ଆପଣ ଙ୍କ ଶରୀର ଠିକ ରହିଥାଏ । ତେଣୁ ସବୁବେଳେ କିଛି ନା କିଛି କାର୍ଯ୍ୟ କରିବା ଉଚିତ ।

ଆଜିକାଲି ଛୁଆ ମାନଙ୍କ ର ଏବଂ ଯୁବକ ଯୁବତୀ ମାନଙ୍କର ଅଧିକ ମୋଟପଣ ଦେଖା ଯିବାର କାରଣ ହର୍ମୋନଲ ର ବୃଦ୍ଧି । ହର୍ମୋନଲ ର ବୃଦ୍ଧି ଅତ୍ୟଧିକ ଚିନ୍ତା , ଡିପ୍ରେସନ , ଏକେଲା ପଣ ଆଦି ଦ୍ବାରା ହୋଇଥାଏ । ଏହା ଅଧିକ ଭାବେ ମହିଳା ମାନଙ୍କ ଠାରେ ଦେଖାଯାଇଥାଏ । ତେଣୁ ଆପଣ ରାତିରେ ବହୁତ ଜଲଦି ସୋଇପଡନ୍ତୁ ଏବଂ ସକାଳେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠିବାକୁ ଚେଷ୍ଟା କରନ୍ତୁ । ଆପଣ ଉଠିବା ପରେ ଟିକେ ଉଷୁମ ପାଣି ରେ ମହୁ ଏବଂ ଲେମ୍ବୁ ପକାଇ ପିଅନ୍ତୁ ।

ଏହା ଆପଣଙ୍କ ମୋଟପଣ ହଟାଇବାରେ ସାହାଯ୍ୟ କରିଥାଏ । ଏହା ପରେ ଆପଣ ଯୋଗ ଓ ପ୍ରାଣାୟମ ଆଦି କରନ୍ତୁ । ଏହା ଆପଣଙ୍କୁ ବହୁତ ସାହାଯ୍ୟ କରିଥାଏ । ଯାହାକୁ ବହୁତ ଜଲଦି ରାଗ ଆସିଥାଏ ଏବଂ ଯିଏ ବହୁତ ଚିନ୍ତା ରେ ରୁହନ୍ତି ସେମାନେ ଏହାକୁ ନିଶ୍ଚିତ ଭାବରେ କରନ୍ତୁ । ଏହାଦ୍ବାରା ଆପଣଙ୍କ ର ସବୁ ସମସ୍ୟା ଦୂର ହୋଇଥାଏ । ଏହାକୁ ଆପଣ ପ୍ରତିଦିନ କରିବା ଉଚିତ ।

ଆଜିକାଲି ବହୁତ ଲୋକଙ୍କ ର ଖାଇବା ପିଇବା ରେ ସନ୍ତୁଳନ ନ ଥାଏ । ସେମାନେ ଖାଇବା ବେଳେ ଫୋନ ଧରି ଖାଇଥାନ୍ତି ଯାହାଫଳରେ ସେ ଖାଦ୍ୟ କୁ ଚୋବାଇ ଖାଇ ନ ଥାନ୍ତି ଏବଂ ଗିଳି ଗିଳି ଅଧିକ ଖାଇବା ଖାଇଦେଇଥାନ୍ତି । ଆପଣ ଯଦି ଆପଣଙ୍କ ଖାଇବା କୁ ଚୋବାଇ ଚୋବାଇ ଖାଇବେ ତେବେ ଆପଣ ଅଳ୍ପ ଖାଦ୍ୟ ଖାଇଥାନ୍ତି ଏବଂ ଆପଣଙ୍କୁ ବହୁତ ଜଲଦି ଭୋକ ଲାଗି ନ ଥାଏ । ଆପଣ ଦିନକୁ ଦୁଇଥର ମାତ୍ର ଖାଇଥାନ୍ତି ।

ଆପଣ ଉଷୁମ ପାଣି ରେ ଟିକେ ମହୁ ଏବଂ ଗୋଲମରିଚ ଗୁଣ୍ଡ ପକାଇ ସପ୍ତାହ ରେ ତିନି ଦିନ ପିଅନ୍ତୁ । ଏବଂ ସକାଳୁ ଯଦି ଆପଣ ଉଷୁମ ପାଣି ରେ କିଛି ହଳଦୀ ଗୁଣ୍ଡ ଏବଂ ନିମ୍ବ ପତ୍ର ଗୁଣ୍ଡ ପକାଇ ପିଇବେ ତେବେ ଏହା ମଧ୍ୟ ଆପଣଙ୍କ ମୋଟାପଣ କୁ ଦୂର କରିଥାଏ । ଆପଣ ପ୍ରତିଦିନ ଚାରି ରୁ ପାଞ୍ଚ ଲିଟର ପାଣି ପିଅନ୍ତୁ ଏହାଦ୍ବାରା ଆପଣଙ୍କ ର ମୋଟପଣ କମିବା ସହ ଦେହ ସୁସ୍ଥ ମଧ୍ୟ ରହିବ । ଯୋଗ ପ୍ରାଣାୟମ କରିବା ଦ୍ବାରା ମଧ୍ୟ ଆପଣଙ୍କ ର ଅନେକ ଲାଭ ହୋଇଥାଏ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *