ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଓଲିଉଡ ଇଣ୍ଡଷ୍ଟ୍ରୀ ର ଏଭଳି କଳାକାର ଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ଖୁବ କମ ବୟସରେ ହିଁ ପରଲୋକ ଗମନ କରିଛନ୍ତି।
ବନ୍ଧୁଗଣ ଓଲିଉଡ ଇଣ୍ଡଷ୍ଟ୍ରୀ ର କିଛି ଏଭଳି କଳାକାର ଅଛନ୍ତି ଯେଉଁମାନେ ନିଜ ଅଭିନୟ ଜରିଆ ରେ ଦର୍ଶକ ମାନଙ୍କ ହୃଦୟ କୁ କିଣି ନେଇଥିଲେ ଏବଂ ନିଜ ର ଏକ ସ୍ଵତନ୍ତ୍ର ପରିଚୟ ହାସଲ କରିଥିଲେ। ତେବେ ବନ୍ଧୁଗଣ ଦୁଃଖ ର ବିଷୟ ହେଉଛି ଏହା ଯେ, ଏହି କଳାକାର ମାନେ ଖୁବ କମ ବୟସରେ ହିଁ ସବୁଦିନ ପାଇଁ ଦୁନିଆ ରୁ ବିଦାୟ ନେଇଥିଲେ। ଗତ ୨୦୨୦ ମସିହାରେ ମଧ୍ୟ ଓଲିଉଡ ଇଣ୍ଡଷ୍ଟ୍ରୀ ର କିଛି ମହାନ କଳାକାର ଙ୍କ ପର ଲୋକ ହୋଇ ଯାଇଛି ।
କିନ୍ତୁ ବନ୍ଧୁଗଣ ସେହି ମହାନ କଳାକାର ମାନଙ୍କ ପର ଲୋକ ହୋଇଛି ସତ କିନ୍ତୁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଦର୍ଶକ ମାନଙ୍କ ହୃଦୟ ରେ ଅମର ହୋଇ ରହି ଯାଇଛନ୍ତି। ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ସେହି କଳାକାର ମାନଙ୍କ ପର ଲୋକ ହେବାର କାରଣ ସମ୍ବନ୍ଧରେ ମଧ୍ୟ କହିବୁ। ତେବେ ଆସନ୍ତୁ ଜାଣିବା ସେହି କଳାକାର ମାନଙ୍କ ସମ୍ବନ୍ଧରେ।
୧. ବିଜୟ ମହନ୍ତି- ବନ୍ଧୁଗଣ ପ୍ରଥମ ଅଭିନେତା ଜଣକ ହେଉଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ‘ବିଜୟ ମହାନ୍ତି’। ୧୯୫୦ ମସିହା ଏପ୍ରିଲ ମାସ ୮ ତାରିଖରେ ଜନ୍ମଗ୍ରହଣ କରିଥିବା ଅଭିନେତା ବିଜୟ ମହାନ୍ତିଙ୍କର ୭୦ ବର୍ଷ ବୟସ ରେ ଜୁଲାଇ ୨୦ ତାରିଖ ୨୦୨୦ ମସିହାରେ ପର ଲୋକ ହୋଇଥିଲା । ଏହି ଅଭିନେତା ଙ୍କ ପର ଲୋକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ହୋଇଥିଲା।
୨. ସୌମ୍ୟରଂଜନ ପଣ୍ଡା- ସାର୍ଥକ ଟିଭି ରେ ପ୍ରସାରିତ ହେଉଥିବା ସୋ ‘ମିଷ୍ଟର ନନ୍ସେନ୍ସ’ ରେ କମେଡ଼ି କରୁଥିବା ଅଭିନେତା ‘ସୌମ୍ୟରଂଜନ ପଣ୍ଡା’ ଙ୍କ ଜିଭ ରେ କ୍ୟାନ୍ସର ହୋଇଥିଲା। ୯ ମାସ ଧରି ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଏହି ଅଭିନେତାଙ୍କର ପର ଲୋକ ହୋଇଥିଲା ।
୩. ହର ପଟ୍ଟନାୟକ- ଓଲିଉଡ ଇଣ୍ଡଷ୍ଟ୍ରୀ ର ଖଳନାୟକ ‘ହର ପଟ୍ଟନାୟକ’ ବିଭିନ୍ନ ପ୍ରକାର ଚଳଚ୍ଚିତ୍ର ରେ ନେଗେଟିଭ ରୋଲ ରେ ଅଭିନୟ କରିଥିଲେ ଏବଂ ଦର୍ଶକ ମାନଙ୍କ ପ୍ରିୟ ପାତ୍ର ସାଜିଥିଲେ। ଏହି ଅଭିନେତା ଙ୍କୁ ବ୍ଲଡ଼ କ୍ୟାନ୍ସର ହୋଇଥିଲା। ଯେଉଁ କାରଣରୁ ସେ ପରଲୋକ ଗମନ କରିଥିଲେ।
୪. ମୀନ କେତନ- ଓଲିଉଡ ଫିଲ୍ମ ରେ ନେଗେଟିଭ ରୋଲ ସହିତ କମେଡ଼ି କରୁଥିବା ଅଭିନେତା ‘ମୀନ କେତନ’ କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ। ଯାହାଫଳରେ ନିକଟ ଅତୀତରେ ତାଙ୍କର ପର ଲୋକ ହୋଇ ଯାଇଥିଲା ।
୫. ସଲିଲ ମିତ୍ର- ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ କମେଡିଆନ ‘ସଲିଲ ମିତ୍ର’ ନିଜର ଏକ ଫିଲ୍ମ ର କାମ ସାରି ଫେରୁଥିବା ସମୟରେ ଘଟ ଗାଁ ରେ ଆକସିଡେଣ୍ଟ ରେ ତାଙ୍କର ପର ଲୋକ ହୋଇ ଥିଲା। ଶେଷ ସମୟରେ ଏହି ଅଭିନେତା ଙ୍କ ବୟସ ହୋଇଥିଲା ମାତ୍ର ୩୭ ବର୍ଷ।
୬. ଦୀପା ସାହୁ- ଆଲବମ ଜଗତ ର ହିରୋଇନ ଭାବରେ ପରିଚିତ ‘ଦୀପା ସାହୁ’ କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ। ଏହି କାରଣ ରୁ ମାତ୍ର ୩୫ ବର୍ଷ ବୟସରେ ତାଙ୍କର ପର ଲୋକ ହୋଇ ଯାଇଥିଲା ।
୭. ଅଜିତ ଦାସ- ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ‘ଅଜିତ ଦାସ’ ଙ୍କ ପର ଲୋକ ଓଲିଉଡ ଇଣ୍ଡଷ୍ଟ୍ରୀ କୁ ବାପ ଛେଉଣ୍ଡ କରି ଦେଇଥିଲା। ଏହି ଅଭିନେତା କୋରୋନା ରୋଗରେ ପୀଡ଼ିତ ଥିଲେ ଏବଂ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ୧୩ ସେପ୍ଟେମ୍ବର ୨୦୨୦ ମସିହାରେ ତାଙ୍କର ପର ଲୋକ ହୋଇଥିଲା ।
ତେବେ ଫ୍ରେଣ୍ଡ୍ସ ଏମାନଙ୍କ ମଧ୍ୟରୁ ଆପଣ ମାନଙ୍କର ପ୍ରିୟ କଳାକାର କିଏ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ