କୁମକୁମ ଭାଗ୍ୟ ସିରିଏଲ ରୁ ଫେମସ ହୋଇଥିବା ଅଭିନେତ୍ରୀ Mrunal Thakur ନିଜ ସ୍କୁଲ ଟାଇମରେ ଦେଖାଯାଉଥିଲେ କିଛି ଏମିତି କି…

ନମସ୍କାର ବନ୍ଧୁଗଣ , ବନ୍ଧୁଗଣ “କୁମକୁମ ଭାଗ୍ୟ” ଧାରାବାହିକ ରେ ପ୍ରଜ୍ଞା ଏବଂ ଅଭି ଙ୍କର ଯୋଡି କୁ ଦର୍ଶକ ମାନେ ଖୁବ ପସନ୍ଦ କରିଥିଲେ । ଏହାଛଡା ପ୍ରଜ୍ଞା ଏବଂ ତାଙ୍କ ଭଉଣୀ ବୁଲବୁଲ ର ଯୋଡି ମଧ୍ୟ ଦେଖିବାକୁ ମିଳିଥିଲା । ବୁଲବୁଲ ନାମ ଯାହା ହୋଇଛି ସତରେ ମଧ୍ୟ ସେତିକି ଚୁଲବୁଲ ଏବଂ ସୁନ୍ଦରୀ ଅଟନ୍ତି । ଆଉ ଏହି ଧାରାବାହିକ ରେ ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କୁ ଏହି ଧାରାବାହିକ ଖୁବ ପ୍ରସିଦ୍ଧ କରିଦେଲା ଏବଂ ସେମାନେ ଆଜି ଗୋଟିଏ ଗୋଟିଏ ପ୍ରସିଦ୍ଧ ଅଭିନେତ୍ରୀ ହୋଇସାରିଛନ୍ତି ଯାହାକୁ ପ୍ରାୟ ସମସ୍ତେ ପସନ୍ଦ କରୁଛନ୍ତି ।

କିନ୍ତୁ ଆପଣଙ୍କୁ କଣ ଜଣା ଅଛି କି ଏହି ଧାରାବାହିକ ରେ ଅଭିନୟ କରୁଥିବା ଅଭିନେତ୍ରୀ ବୁଲବୁଲ ତାଙ୍କ ବିଦ୍ୟାଳୟ ସମୟରେ କିପରି ଦେଖାଯାଉ ଥିଲେ । ବୁଲବୁଲ ଙ୍କର ବିଦ୍ୟାଳୟ ସମୟ ମଧ୍ୟ ଏମିତି ହିଁ ମସ୍ତି ମଜାକ ଭରା ଥିଲା । ସେ ସେତେବେଳେ ମଧ୍ୟ ଏମିତି ହିଁ ଚୁଲବୁଲ ଏବଂ ନଟଖଟ ଥିଲେ ।

ଆଜି ଆମେ ଆପଣଙ୍କୁ ଧାରାବାହିକ ରେ ଅଭିନୟ କରିଥିବା ବୁଲବୁଲ ଙ୍କର ବିଦ୍ୟାଳୟ ସମୟର କିଛି ପ୍ରଶ୍ନ ର ଉତ୍ତର ଦେବୁ । ବୁଲବୁଲ ଙ୍କର ବିଦ୍ୟାଳୟ ସମୟର କଥା ତ ନିଶ୍ଚିତ ହେବା କିନ୍ତୁ ଆପଣ ଯଦି କୁମକୁମ ଭାଗ୍ୟ ଧାରାବାହିକ ଦେଖୁଛନ୍ତି । ତେବେ ଏହାକୁ ନିଶ୍ଚିତ ଭାବରେ ପସନ୍ଦ କରିବେ ।

ଧାରାବାହିକ କୁମକୁମ ଭାଗ୍ୟ ରେ ପ୍ରଜ୍ଞା ଙ୍କର ସାନ ଭଉଣୀ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଙ୍କର ପ୍ରକୃତ ନାମ ହେଲା ମୃଣାଲ ଠାକୁର । ୧୯୯୨ ମସିହା ଅଗଷ୍ଟ ୧ ତାରିଖ ରେ ମହାରାଷ୍ଟ୍ର ର ନାଗପୁର ଠାରେ ମୃଣାଲ ଙ୍କର ଜନ୍ମ ହୋଇଥିଲା । ତେଣୁ ତାଙ୍କର ବିଦ୍ୟାଳୟ ମଧ୍ୟ ସେହିଠାରେ ହୋଇଥିଲା । ଯଦି ଏବେ ତାଙ୍କ କଥା ହେବା ତେବେ ସେ ଜଣେ ମଡେଲ ଥିଲେ । ମଡେଲ ରୁ ସେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ । ପରେ ୨୦୧୨ ମସିହାରେ ପ୍ରଥମ ଥର ପାଇଁ ଟିଭି ଧାରାବାହିକ ରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଥିଲା ।

ପ୍ରଥମେ ତାଙ୍କୁ “ମୁଝସେ କୁଛ କେହେତି ହେ ୟେ ଖାମୋସିୟା” ଧାରାବାହିକ ମିଳିଥିଲା । ତାଙ୍କର ଏହି ଧାରାବାହିକ ରେ ତାଙ୍କର ଭଲ ଅଭିନୟ ଯୋଗୁଁ ତାଙ୍କୁ ଆହୁରି ଅନେକ ଗୁଡିଏ ଲୋକପ୍ରିୟ ଧାରାବାହିକ ମିଳିଥିଲା । ତା ମଧ୍ୟ ରୁ ଗୋଟେ ହେଲା କୁମକୁମ ଭାଗ୍ୟ ଯେଉଁଥିରେ ସେ ବୁଲବୁଲ ର ଅଭିନୟ ବହୁତ ଭଲ ଭାବରେ କରିଛନ୍ତି । ଏବଂ ଏହି ଧାରାବାହିକ ପରେ ପରେ ତାଙ୍କୁ ଲଭ ସୋନିଏ ଏବଂ ସୁପର ୩୦ ଚଳଚିତ୍ରରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଥିଲା । ଯାହାଦ୍ୱାରା ତାଙ୍କୁ ବର୍ତ୍ତମାନ ସମସ୍ତେ ଜାଣିଛନ୍ତି ।

କୁମକୁମ ଭାଗ୍ୟ ରେ ଅଭିନୟ କରୁଥିବା ବୁଲବୁଲ ବିଦ୍ୟାଳୟ ସମୟରେ ମଧ୍ୟ ଏମିତି ହିଁ ମସ୍ତି ମଯାକ ଆଦି କରୁଥିଲେ । ସେ ବହୁତ ଚୁଲବୁଲ ଥିଲେ । ଆଉ ଏମିତି ହିଁ ତାଙ୍କ ମୁହଁ ରେ ସୁନ୍ଦରତା ପ୍ରତିଫଳିତ ହୋଇଥାଏ । ସେ ତାଙ୍କ ବିଦ୍ୟାଳୟ ପୋଷାକ ରେ ମଧ୍ୟ ଖୁବ ସୁନ୍ଦର ଦେଖା ଯାଉଥିଲେ ।

ସେ ତାଙ୍କର ପାଠପଢା ମୁମ୍ବାଇ ରେ ଶେଷ କରିଥିଲେ । ମୃଣାଲ ଠାକୁର ଛୋଟ ବେଳେ ବହୁତ ଦୁଷ୍ଟ ଥିଲେ ତେଣୁ ସେଥିପାଇଁ ସେ ଶିକ୍ଷକ ଙ୍କ ଠାରୁ ବହୁତ ଦଣ୍ଡ ମଧ୍ୟ ପାଇଛନ୍ତି ।ମୃଣାଲ ସବୁବେଳେ ଏମିତି ଖୁସି ମିଯାଜ ର ରହିଥାନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *