Jyotish Shastra- ଦୀର୍ଘ 600 ବର୍ଷ ପରେ ପ୍ରସନ୍ନ ହେଲେ ରାହୁ କେତୁ, 2021 ରେ ଏହି 3 ଟି ରାଶିଙ୍କୁ କରିବେ ମାଲାମାଲ

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଦୁନିଆ ର ପ୍ରତ୍ୟେକ ମନୁଷ୍ୟ ନିଜର ଭବିଷ୍ୟତ ଜାଣିବାକୁ ଚାହିଁଥାନ୍ତି । କିନ୍ତୁ କୌଣସି ପ୍ରକାରେ ତାହା ଜାଣିପାରି ନ ଥାନ୍ତି । କିନ୍ତୁ ଜ୍ୟୋତିଷ ଶାସ୍ତ୍ର ମାଧ୍ୟମରେ ଆମେ ଜାଣିପାରିବା ଯେ ଆମର ଆଗକୁ ସମୟ କିଭଳି ହେବାକୁ ଯାଉଛି । ରାହୁ , କେତୁ ଗ୍ରହ କୁ ଛାୟା ଗ୍ରହ ରୂପରେ ଜଣାଯାଏ । ଜ୍ୟୋତିଷ ଗ୍ରନ୍ଥ ଅନୁସାରେ ଏହାକୁ ପାପୀ ଗ୍ରହ ବୋଲି କୁହା ଯାଇଥାଏ । ଏହି ଦୁଇଟି ଗ୍ରହ ର କୌଣସି ଅସ୍ତିତ୍ବ ନାହିଁ । ତେଣୁ ଏମାନେ ଯେଉଁ ଗ୍ରହ ସହିତ ବସନ୍ତି ତା ଅନୁସାରେ ନିଜର ପ୍ରଭାବ ଦେଖାଇଥାନ୍ତି । କିନ୍ତୁ ବହୁତ ସମୟରେ ଏହାଙ୍କୁ ଶୁଭ ବୋଲି ମାନଯାଇଥାଏ ।

ଏମାନେ ଯଦି କାହା ଜାତକରେ ଦଶା ମହାଦଶା ରୂପରେ ଥାନ୍ତି , ତେବେ ତାଙ୍କୁ ବହୁତ ଅସୁବିଧା ଭୋଗିବାକୁ ପଡ଼ିଥାଏ । ଯଦି ଜାତକରେ ଦଶା ଠିକ ଥାଏ ତେବେ ତାର ବହୁତ ଭଲ ପ୍ରଭାବ ପକାଇଥାଏ । କିନ୍ତୁ ଯଦି ଦଶା ଭୁଲ ଥାଏ ତେବେ ତାର ପୁରା ବିପରୀତ ପ୍ରତିକୂଳ ପ୍ରଭାବ ପକାଇଥାଏ । ଯାହା ବହୁତ ଖରାପ ହୋଇଥାଏ।

ପୁରାଣ ରେ ଲେଖା ଅଛି କି ଯେତେବେଳେ ଦେବତା ଏବଂ ରାକ୍ଷସ ମାନଙ୍କ ମଧ୍ୟରେ ସାଗର ମନ୍ଥନ ହୋଇଥିଲା ସେତେବେଳେ ଗୋଟେ ରାକ୍ଷସ ଦେବତା ମାନଙ୍କ ମଧ୍ୟରେ ପଶି ଅମୃତ ପାନ କରିଥିଲା । ଯେତେବେଳେ ସୂର୍ଯ୍ୟ ଏବଂ ଚନ୍ଦ୍ର ଦେବତା ଜାଣିଲେ କି ସେ ଦେବତା ନୁହେଁ ରାକ୍ଷସ ସେତେବେଳେ ସମସ୍ତଙ୍କୁ ସେ ଚିଲାଇ ଚିଲାଇ କହିଲେ । ଭଗବାନ ବିଷ୍ଣୁ ସେତେବେଳେ ନିଜ ଚକ୍ର ସାହାଯ୍ୟ ରେ ମାରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଯେହେତୁ ସେତେବେଳେ ସେ ରାକ୍ଷସ ଅମୃତ ପାନ କରିସାରିଥିଲା ତେଣୁ ତାର ଅଧା ଅଂଶ ଜୀବିତ ରହିଲା । ତେଣୁ ତାର ମୁଣ୍ଡ କୁ ରାହୁ ଏବଂ ବାକି ଅଙ୍ଗ କୁ କେତୁ ନାମ ରେ ପରିଚିତ କରାଗଲା ।

ରାହୁ କେତୁ ଙ୍କ ନାମ ଶୁଣିବା ମାତ୍ରେ ଭଲ ଭଲ ଲୋକ ମଧ୍ୟ ଡ଼ରିଯାଇଥାନ୍ତି । ତାଙ୍କ ପ୍ରଭାବ ଦ୍ବାରା ସବୁ ଧ୍ୱଂସ ହୋଇଯାଇଥାଏ । ସିଏ ଯାହା ଜାତକରେ ଥିବେ ତାର ଜୀବନ ପୁରା ବର୍ବାଦ ହୋଇଯାଇଥାଏ । ତେଣୁ ଆଜି ଆମେ ଆପଣଙ୍କୁ ସେହି ଦୁଇଟି ଗ୍ରହ ବିଷୟରେ କହିବାକୁ ଚାହୁଁଛୁ । ୬୦୦ ବର୍ଷ ପରେ ପୁଣିଥରେ ଏପରି ରାହୁ କେତୁ ଙ୍କର ରାଶି ପରିବର୍ତ୍ତନ ହୋଇଛି । କିନ୍ତୁ ଏହି ପରିବର୍ତ୍ତନ କିଛି ରାଶି ପାଇଁ ଭଲ ଏବଂ କିଛି ରାଶି ପାଇଁ ଖରାପ ହେବ ।

ମେଷ ରାଶି ମାନଙ୍କ ପାଇଁ କୁବେର ର ଖଜଣା ଖୋଲିବାକୁ ଯାଉଛି। ଏମାନଙ୍କୁ ସବୁ ପ୍ରକାର ଖୁସି ମିଳିବ । କହିବାକୁ ଗଲେ ଏହି ପରିବର୍ତ୍ତନ ଦ୍ୱାରା ମେଷ ରାଶି ର କେବଳ ଲାଭ ହିଁ ଲାଭ ହେବ। ଜୀବନରେ ହେବାକୁ ଥିବା ପରିବର୍ତ୍ତନ ଆପଣଙ୍କ ପାଇଁ ବହୁତ ଖାସ ରହିବ । ଶିକ୍ଷା ଚାକିରି ପ୍ରେମ ଓ ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଆପଣଙ୍କୁ ବହୁତ ଶୀଘ୍ର ନୂଆ ଖୁସି ଖବର ମିଳିବାର ସମ୍ଭାବନା ନଜର ଆସୁଛି ।

ବୃଷ ରାଶି ଙ୍କୁ ରାହୁ ଏବଂ କେତୁ ସୁଖ ସମୃଦ୍ଧି ଆଦି ବହୁତ ପରିମାଣ ରେ ଦେବେ । ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହେବ । ଆପଣ ଯେଉଁଠାରୁ କେବେ ଆଶା ମଧ୍ୟ କରି ନ ଥିବେ ସେହିଠାରୁ ଆପଣଙ୍କୁ ଧନ ପ୍ରାପ୍ତି ହେବ । ଏହି ରାଶିର ଲୋକମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ଅସିମ କୃପା ଲାଗି ରହିବ । ଆପଣ ମାନଙ୍କ ଭଣ୍ଡାର ଧନ ଦୌଲତରେ ଭରପୁର ହୋଇଯିବ । ବିଦ୍ୟାର୍ଥୀ ମାନଙ୍କୁ ସଫଳତା ମିଳିବ । ପରିବାର କୌଣସି ମହିଳା ଉପରେ ଧନ ପ୍ରାପ୍ତିର ଯୋଗ ହେବାକୁ ଯାଉଛି ।

ମୀନ ରାଶି ମାନଙ୍କ ପାଇଁ ରାହୁ କେତୁ ଧନର ଖଣି ଖୋଲିବାକୁ ଯାଉଛନ୍ତି । ଗୋଟିଏ ଦିଗ ରୁ ଆପଣଙ୍କୁ ଅନେକ ସୁଖ ମିଳିବ ଏବଂ ଆଉ ଗୋଟିଏ ଦିଗ ରୁ ଆପଣଙ୍କ ପେଟ ର ସମସ୍ୟା ମଧ୍ୟ ଭଲ ହୋଇଯିବ । ଛାତ୍ର ମାନଙ୍କ ପାଇଁ ଆସୁଥିବା ପର ଅଠର ମାସ ବହୁତ ଭଲ ରେ ଯିବ । କହିବାକୁ ଗଲେ ଆପଣଙ୍କ ପାଇଁ ଆସନ୍ତା ସମୟ ଅତ୍ୟନ୍ତ ଭଲ ରହିବାର ଅଛି । ବୈବାହିକ ଜୀବନ ଭଲ ରହିବ । ଘର ପରିବାର ସୁଖମୟ ହେବ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *