Shastra Gyan- ଜୀବନ ଶେଷ ହେବା ପୂର୍ବରୁ ଯମରାଜ ଦେଇଥାନ୍ତି ଏହି ୪ ଟି ସଙ୍କେତ, ଯାହାକୁ ଆମେ ହିଁ ବୁଝି ପାରୁନା

ବନ୍ଧୁଗଣ ଏହି ସୃଷ୍ଠୀର ନିୟମ ଅନୁଯାଇ ଏହି ଦୁନିଆରେ ସମସ୍ତ ପ୍ରାଣୀ ଜନ୍ମ ନେଇଥାନ୍ତି ଓ ଦିନେ ଏହି ଇହଧାମ ତ୍ୟାଗ ମଧ୍ୟ କରିଥାନ୍ତି । ଏହି ନିୟମର ପାଳନ ସ୍ଵୟଂ ଭଗବାନ ମଧ୍ୟ କରିଛନ୍ତି, ସେଥିପାଇଁ ଭଗବାନ ଯେତେଥର ମଣିଷ ରୂପରେ ଜନ୍ମ ନେଇଛନ୍ତି ସେତେ ଥର ସେ ନିଜ ଶରୀରକୁ ତ୍ୟାଗ କରିଛନ୍ତି । ସେହି ଅନୁସାରେ ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷଙ୍କୁ ଜୀବନ ଶେଷ ହେବା ପୂର୍ବରୁ ଯମରାଜ ନେବା ପାଇଁ ଆସିଥାନ୍ତି । ବନ୍ଧୁଗଣ ମଣିଷଙ୍କର ଅନୁରୋଧ ଅନୁସାରେ ଯମରାଜ ମଣିଷ ମାନଙ୍କୁମୃ -ତ୍ୟୁର୍ବରୁ ୪ଟି ସଙ୍କେତ ଦେଇଥାନ୍ତି, ଯାହାର ପାଳନ ଯମରାଜ ଆଜି ମଧ୍ୟ କରୁଛନ୍ତି ।

ହିନ୍ଦୁଧର୍ମରେ ଯମରାଜାଙ୍କୁମୃ -ତ୍ୟୁର ଦେବତା ମନା ଯାଇଥାଏ । ଯମରାଜଙ୍କ ପାଇଁ ପୃଥିବୀର ସନ୍ତୁଳନ ନିୟନ୍ତ୍ରଣ ହେଉଛି ଓ ଯମରାଜ ମଣିଷର କର୍ମ ଅନୁଯାଇ ତାକୁ ଫଳ ବା ଦଣ୍ଡ ଦେଇଥାନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ସଙ୍କେତ ବିଷୟରେ କହିବାକୁ ଯାଉଛୁ ଯାହା ଯମରାଜ କୌଣସି ବ୍ୟକ୍ତିରମୃ -ତ୍ୟୁପୂର୍ବରୁ ଦେଇଥାନ୍ତି, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


୧. ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଗୋଟେ ସମୟରେ ବୃଦ୍ଧ ହୋଇଥାନ୍ତି । ଯେଉଁ ମଣିଷକୁ ଏକ ସଠିକ ବର୍ଷ ବୟସ ହେବା ପରେ ତାର କେଶ ଧଳା ହୋଇଯାଇଥାଏ, ତାହା ଥାଏ ସେହି ମଣିଷ ପାଇଁ ଯମରାଜଙ୍କର ପ୍ରଥମ ସଙ୍କେତ । ଏହାର ଅର୍ଥ ଏହା ନୁହେଁ ଯେ, କମ ବୟସରେ ଯଦି କେଶ ଧଳା ହୋଇଯିବ ତା ହେଲେ ସେମାନେମୃ -ତ୍ୟୁବରଣ କରିବେ । ସେହି ସମୟରେ ମଣିଷର ଶରୀରରେ ବହୁତ କିଛି ପରିବର୍ତ୍ତନ ଦେଖାଯାଇଥାଏ । ତେଣୁ ବନ୍ଧୁଗଣ ଯମରାଜଙ୍କର ପ୍ରଥମ ସଙ୍କେତ ହେଉଛି ଯେଉଁ ବ୍ୟକ୍ତିର ଏକ ସଠିକ ବୟସ ହେବା ପରେ କେସ ଧଳା ହୋଇଯାଇଥାଏ ସେହି ମଣିଷର ଦିନ କମି କମି ଯାଇଥାଏ ।


୨. ଦ୍ଵିତୀୟ ସଙ୍କେତ ହେଉଛି ଯେଉଁ ମଣିଷ ବୃଦ୍ଧ ହେବା ପରେ ତାର ଦାନ୍ତ ଝାଡି ଯାଇଥାଏ ସେହି ମଣିଷକୁ ଯମରାଜ ଦୁତୀୟ ସଙ୍କେତ ଦେଇଥାନ୍ତି । ଯଦି କୌଣସି ମଣିଷର ସମସ୍ତ ଦାନ୍ତ ବୃଦ୍ଧ ହେବା ପରେ ଝଡିଯାଏ ତା ହେଲେ ବୁଝିଯାନ୍ତୁ ତାଙ୍କର ଦିନ ବହୁତ କମ ରହିଛି  ତେଣୁ ସେହି ସମୟରେ ସେ ନିଜର ସମସ୍ତ ଅଧୁରା କାର୍ଯ୍ୟକୁ ପୂରଣ କରିବା ଉଚିତ ।


୩. ଯମରାଜଙ୍କର ତୃତୀୟ ନିୟମ ହେଉଛି ଯେଉଁ ବୃଦ୍ଧ ମଣିଷର ପାଞ୍ଚ ଇନ୍ଦ୍ରିୟ ଦୁର୍ବଳ ହୋଇଯାଇଥାଏ ସେହି ମଣିଷର ଦିନ ବହୁତ କମ ରହିଥାଏ । ଏହି ମଣିଷ ମାନେ ବହୁତ କମ ସମୟ ପାଇଁ ଜୀବିତ ରହିଥାନ୍ତି । ତେଣୁ ବନ୍ଧୁଗଣ ଏହା ଥିଲା ଯମରାଜାଙ୍କର ତୃତୀୟ ନିୟମ ।


୪. ଶେଷ ସଙ୍କେତ ହେଉଛି ଯେଉଁ ବୃଦ୍ଧ ମଣିଷର ଶରୀର ଧୀରେ ଧୀରେ ତଳକୁ ନଇ ଯାଇଥାଏ ବା ସେମାନେ ନିଜ ଓଜନକୁ ସମ୍ଭାଳି ପାରି ନଥାନ୍ତି ସେମାନଙ୍କ ପାଇଁ ବହୁତ କମ ଦିନ ବଞ୍ଚି ଥାଏ । ଏହା ଥିଲା ଯମରାଜାଙ୍କର ଶେଷ ନିୟମ । ତେଣୁ ବନ୍ଧୁଗଣ ଏହି ସଙ୍କେତ ଅନୁଯାଇ ମଣିଷକୁ ନିଜର ସମସ୍ତ ଅଧୁରା ଇଛାକୁ ପୂରଣ କରିଦେବା ଉଚିତ ।

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଶାସ୍ତ୍ର ସମ୍ବନ୍ଧୀୟ ତଥ୍ୟ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *