ମାତ୍ର ୭ ଦିନ ପର୍ଯ୍ୟନ୍ତ କ୍ଷୀରରେ ତୁଳସୀ ପତ୍ର ମିଶାଇ ପିଅନ୍ତୁ, ତା’ ପରେ ଯାହା ହେବ ଆପଣ ସ୍ଵପ୍ନରେ ସୁଧା ଭାବି ନଥିବେ- Health Tips 

ବନ୍ଧୁଗଣ ହିନ୍ଦୁଶାସ୍ତ୍ର ଅନୁସାରେ ତୁଳସୀ ପତ୍ରକୁ ଏକ ପବିତ୍ର ଗଛର ମାନ୍ୟତା ଦିଆଯାଇଛି ଓ ଏହା ସହିତ ତୁଳସୀକୁ ଏକ ଔଷଧୀୟ ଗଛ ମଧ୍ୟ କୁହାଯାଇଥାଏ । ବନ୍ଦ୍ଭୁଗନ ତୁଳସୀ ଗଛରେ ଥିବା ଔଷଧୀୟ ଗୁଣ ଆମ ଶରୀରର ବହୁତ ଗୁଡିଏ ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ । ବନ୍ଧୁଗଣ ଯଦି ଆପଣ ତୁଳସୀ ପତ୍ରକୁ କ୍ଷୀର ସହ ସେବନ କରିବେ ତା ହେଲେ ଆପଣ ବହୁତ ଗୁଡିଏ ରୋଗକୁ ନିଜ ଶରୀର ମଧ୍ୟରୁ ଦୂର କରିପାରିବେ । ଏହା ବନ୍ଧୁଗଣ ଆମ ଶରୀରର ରୋଗ ପ୍ରତିଷେଧକ କ୍ଷମତାକୁ ମଧ୍ୟ ବଢାଇଥାଏ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ କ୍ଷୀର ଓ ତୁଳସୀ ପତ୍ରର ଚମତ୍କାରୀ ଫାଇଦା ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଏହି ରେମେଡିକୁ ବନେଇବା ପାଇଁ ଆପଣ ପ୍ରଥମେ ଏକ ଗ୍ଳାସ କ୍ଷୀରକୁ ଭଲ ଭାବରେ ଗ୍ଯାସ ଚୁଆ ସାହାର୍ଯ୍ୟରେ ଗରମ କରନ୍ତୁ । ଗରମ କରିବା ସମୟରେ ଆପଣ ଏଥିରେ ୪ଟି ତୁଳସୀ ପତ୍ର ପକାଇ କିଛି ସମୟ ପର୍ଯ୍ୟନ୍ତ ଫୁଟାଇ ଦିଅନ୍ତୁ । ବନ୍ଧୁଗଣ ଏହାପରେ ଆମ ରେମେଡି ପ୍ରସ୍ତୁତ ହୋଇଯିବ । ବନ୍ଧୁଗଣ ଆପଣ ଏହାକୁ ସଖାଳ ସମୟରେ ଖାଲି ପେଟରେ ସେବନ କରିବେ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ ।

୧. ବନ୍ଧୁଗଣ ଏହା ହୃଦୟ ସମ୍ବନ୍ଧିତ ସମସ୍ଯା ସମସ୍ଯା ପାଇଁ ବହୁତ ଲାଭାକାରି ହୋଇଥାଏ । ଯଦି କୌଣସି ଲୋକକୁ ହୃଦୟ ସମ୍ଭାନ୍ଧିତ ସମସ୍ଯା ଥାଏ ତେବେ ତୁଳସୀ ମିଶ୍ରିତ କ୍ଷୀର ଆପଣଙ୍କୁ ସଖାଳ ସମୟରେ ଖାଲି ପେଟରେ ପିଇବା ନିହାତି ଆବଶ୍ୟକ । ନିୟମିତ ଭାବରେ ତୁଳସୀ ପତ୍ର ମିଶ୍ରିତ କ୍ଷୀରର ସେବନ କରିବା ଦ୍ଵାରା ହୃଦୟ ସମ୍ବନ୍ଧିତ ସମସ୍ଯା ଦୂର ହୋଇଯାଇଥାଏ  ।


୨. ବନ୍ଧୁଗଣ କିଡ୍ନିରେ ପଥର ହୋଇଥିଲେ ଏହି କ୍ଷୀର ବହୁତ ଲାଭକାରୀ ହୋଇଥାଏ । ଯଦି ଆପଣଙ୍କ କିଡ୍ନିରେ ପଥର ବା ଷ୍ଟୋନ ହୋଇଯାଇଥାଏ ତେବେ ଆପଣ ପ୍ରତିଦିନ ସଖାଳ ସମୟରେ ଖାଲି ପେଟରେ ଏହି କ୍ଷୀରର ସେବନ କରନ୍ତୁ, ଦେଖିବେ ବହୁତ ଶୀଘ୍ର ଆପଣଙ୍କ କିଡ୍ନି ଜନିତ ସମସ୍ଯା ବା ପଥର ଦୂର ହୋଇଯିବ ।


୩. ବନ୍ଧୁଗଣ ତୁଳସୀ ଓ କ୍ଷୀର ଆମର ରୋଗ ପ୍ରତିଷେଧକ କ୍ଷମତାକୁ ବଢାଇ ଥାଏ । ଯଦି ଆପଣ ନିୟମିତ ରୂପରେ ତୁଳସୀ ମିଶ୍ରିତ କ୍ଷୀରର ସେବନ କରିବେ ତା ହେଲେ ଆପଣ କ୍ୟାନ୍ସର ପରି ମାରାତ୍ମକ ରୋଗରୁ ବଞ୍ଚିତ ରହିବେ ।


୪. ଯଦି ବନ୍ଧୁଗଣ ଆପଣ ମାନଙ୍କୁ ଶ୍ଵାସୀ ସମ୍ବନ୍ଧିତ କୌଣସି ସମସ୍ଯା ରହିଛି ତା ହେଲେ ଆପଣ ପ୍ରତିଦିନ ସକାଳ ସମୟରେ ଖାଲି ପେଟରେ ତୁଳସୀ ମିଶ୍ରିତ କ୍ଷୀରର ସେବନ କରନ୍ତୁ । ଆପଣଙ୍କ ଶ୍ଵାସ ସମ୍ବନ୍ଧିତ ସମସ୍ଯା ବହୁତ ଶୀଘ୍ର ଦୂର ହୋଇଯିବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *