ବନ୍ଧୁଗଣ ଆପଣ ମାନେ ସାମସ୍ତେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀଙ୍କ ବିଷୟରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ଓ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ହେଉଛନ୍ତି ବଲିଉଡର ଡ୍ରିମଗାର୍ଲ ହେମା ମାଳିନୀ । ବନ୍ଧୁଗଣ ଆପଣ ମାନେ ସମସ୍ତେ ହେମାଙ୍କର ବହୁତ ସୁପର ହିଟ ଫିଲ୍ମ ଗୁଡିକୁ ଦେଖିଥିବେ ।
ହେମା ମାଳିନୀ ଏକ ସମୟରେ ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀ ରୂପେ ପରିଚିତ ଅଛନ୍ତି । ହେମା ମାଳିନୀଙ୍କ ସୁନ୍ଦରତା ପାଇଁ ସେହି ସମୟରେ ବହୁତ ଲୋକ ତାଙ୍କ ପଛରେ ପାଗଳ ଥିଲେ । ଡ୍ରିମଗାର୍ଲ ନାମରେ ପରିଚିତ ହେମା ମାଳିନୀ ଆଜି ମଧ୍ୟ ନିଜ ଆକର୍ଷିତ ଲୁକରେ ସମସ୍ତଙ୍କ ମନ ଜିତୁ ଛନ୍ତି ।
ହେମା ମାଲିନୀଙ୍କ ଆକର୍ଷିତ ଲୁକ ଓ ସୁନ୍ଦରତାକୁ ଦେଖିବା ପାଇଁ ଲୋକମାନେ ବହୁତ ପସନ୍ଦ କରନ୍ତି । ହେମା ମାଲିନୀ ତାଙ୍କ ସମୟରେ ବହୁତ ସୁପର ହିଟ ଫିଲ୍ମରେ କାମ କରିଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରିରେ ହେମା ମାଳିନୀଙ୍କ ଲୋକ ପ୍ରିୟତା ବହୁତ ଅଧିକ । ଗୋଟେ ସମୟରେ ଲୋକପ୍ରିୟ ଅଭିନେତା ସଞ୍ଜୀବ କୁମାର ହେମା ମାଳିନୀଙ୍କୁ ପାଗଳ ପରି ପ୍ରେମ କରୁଥିଲେ ।
ହେଲେ ହେମା ବଲିଉଡର ଲୋକପ୍ରିୟା ଅଭିନେତା ଧର୍ମେନ୍ଦ୍ରଙ୍କ ସହ ବିବାହ କରିଥିଲେ । ହେଲେ ଏହି ଦୁଇ ଜଣ କଳାକାରଙ୍କ ବିବାହ ପାଇଁ ବହୁତ ବାଦବିବାଦ ସୃଷ୍ଠୀ ହୋଇଥିଲା । ଅବଶ୍ୟ ଧର୍ମେନ୍ଦ୍ର ଓ ହେମା ପରସ୍ପରକୁ ପ୍ରେମ କରୁଥିଲେ, କିନ୍ତୁ ହେମାଙ୍କ ପୂର୍ବରୁ ଧର୍ମେନ୍ଦ୍ର ପ୍ରକାଶ କୌର ନାମକ ଏକ ମହିଳାଙ୍କ ସହ ହୋଇଥିଲା ।
ପ୍ରକାଶ ଓ ଧର୍ମେନ୍ଦ୍ରଙ୍କର ଦୁଇଟି ପୁଅ ମଧ୍ୟ ହୋଇଥିଲା । ସେମାନେ ଥିଲେ ସନି ଦେଓଲ ଓ ବବି ଦେଓଲ । ହେମାଙ୍କ ବଡ ପୁଅ ସନି ଦେଓଲଙ୍କ ପତ୍ନୀଙ୍କ ନାମ ହେଉଛି ପୂଜା ଦେଓଲ । ପୂଜା ବହୁତ ସୁନ୍ଦର ଓ ଆକର୍ଷିତ ଦେଖାଯାନ୍ତି । ସନି ଓ ପୂଜା ଙ୍କ ଯୋଡି ବହୁତ ବଢିଆ ରହିଛି । ଅନ୍ୟ ପକ୍ଷରେ ହେମାଙ୍କ ସାନ ପୁଅ ବବି ଦେଓଲଙ୍କ ପତ୍ନୀଙ୍କର ନାମ ହେଉଛି ତାନିଆ ଦେଓଲ । ତାନିଆ ମଧ୍ୟ ସୁନ୍ଦରତାରେ କାହାଠାରୁ କମ ନାହାନ୍ତି । ତାନିଆ ବହୁତ ଷ୍ଟାଇଲିସ ଓ ଆକର୍ଷିତ ଦେଖାଯାନ୍ତି ।
ତାନିଆଙ୍କୁ ମଡର୍ନ ଡ୍ରେସ ପିନ୍ଧିବାକୁ ବହୁତ ଭଲ ଲାଗେ । ଦେଓଲ ଫ୍ୟାମିଲି ବର୍ତ୍ତମାନ ବହୁତ ଚର୍ଚାରେ ରହୁଛି । ହେମା ବିବାହ କରିବା ପରେ ବହୁତ କମ ଫିଲ୍ମରେ ନଜର ଆସିଛନ୍ତି ହେଲେ ତାଙ୍କ ଲୋକପ୍ରିୟତା ଆଜି ମଧ୍ୟ କମି ନାହିଁ । ବନ୍ଧୁଗଣ ଦେଓଲ ଫ୍ୟାମିଲିର ସମସ୍ତ ସଦସ୍ୟ ବଲିଉଡ ସହ ଜଡିତ ଅଛନ୍ତି ହେଲେ ହେମାଙ୍କର ଦୁଇଜଣ ବୋହୁ ବଲିଉଡରେ ଅଭିନୟ କରନ୍ତି ନାହିଁ, ହେଲେ ସେମାନେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।
ତେବେ ଫ୍ରେନ୍ଦ୍ସ ଆପଣ ମାନଙ୍କୁ ହେମ ମାଳିନୀ କେମିତି ଲାଗନ୍ତି ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ର ଅଧିକ କହବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ