ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ଜୀବନରେ ସାଧାରଣ ଜ୍ଞାନର ଆବଶ୍ୟକତା ବହୁତ ଥାଏ।ସାଧାରଣ ଜ୍ଞାନ ପଢିବା ଦ୍ଵାରା ଆମେ ଦେଶ ଓ ବିଦେଶ ର ଅନେକ କିଛି ରୋଚକ ତଥ୍ୟ ସମ୍ବନ୍ଧରେ ଜାଣି ପାରିଥାଉ।ଜୀବନରେ ସାଧାରଣ ଜ୍ଞାନର ମହତ୍ତ୍ୱ ବହୁତ ଅଟେ।କିଛି ଲୋକଙ୍କୁ ସାଧାରଣ ଜ୍ଞାନ ପଢିବା ପାଇଁ ଭଲ ଲାଗିଥାଏ ଓ ଆଉ କେତେକ ଲୋକଙ୍କୁ ସାଧାରଣ ଜ୍ଞାନ ପଢିବା ପାଇଁ ବିଲକୁଲ ବି ଭଲ ଲାଗି ନ ଥାଏ।କିନ୍ତୁ ବନ୍ଧୁଗଣ ଆମେ ଆପଣଂକୁ ଜଣାଇ ଦେଉଛୁ କି ସାଧାରଣ ଜ୍ଞାନ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।ଏହାକୁ ପଢିବା ଦ୍ଵାରା ଆମେ ଦେଶ ବିଦେଶରେ ଘଟୁଥିବା ଅନେକ ଘଟଣା ସମ୍ପର୍କରେ ଜାଣି ପାରି ଥାଉ। ସାଧାରଣ ଜ୍ଞାନ ବିଦ୍ୟାଳୟ, ମହାବିଦ୍ୟାଳୟ ରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଭାବେ ପଢ଼ାଯାଇଥାଏ।
କାରଣ ସାଧାରଣ ଜ୍ଞାନ ରୁ ଅନେକ ପ୍ରଶ୍ନ ଭବିଷ୍ୟତରେ କାର୍ଯ୍ୟ ରେ ଲାଗିଥାଏ।ସରକାରୀ ହେଉ କିମ୍ବା ଘରୋଇ ସମସ୍ତ କର୍ମ କ୍ଷେତ୍ରରେ ଚାକିରୀ ପାଇବା ପାଇଁ ହେଲେ ସାଧାରଣ ଜ୍ଞାନ ଜାଣିବା ନିହାତି ଆବଶ୍ୟକ ହୋଇଥାଏ।କର୍ମ କ୍ଷେତ୍ରରେ ଚାକିରୀ ପାଇବା ପାଇଁ ଯେଉଁ ଇଣ୍ଟରଭ୍ୟୁ ସବୁ ହୋଇଥାଏ ସେଥିରେ ସାଧାରଣ ଜ୍ଞାନ ହିଁ ବେଶି ପଚରା ଯାଇଥାଏ।ଏପରିକି ଭାରତର ସବୁଠୁ ବଡ଼ ପଦବୀ ଆଇ.ଏ.ଏସ ଏବଂ ଆଇ.ପି.ଏସ ପରୀକ୍ଷା ରେ ଏବଂ ଇଣ୍ଟରଭ୍ୟୁ ରେ ମଧ୍ୟ ସାଧାରଣ ଜ୍ଞାନ ସମ୍ପର୍କରେ ପଚରା ଯାଇଥାଏ।

ଏପରି କୌଣସି ପରୀକ୍ଷା ନାହିଁ ଯେଉଁଥିରେ ସାଧାରଣ ଜ୍ଞାନର ପ୍ରଶ୍ନ ଆସି ନ ଥାଏ।ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେହିପରି କିଛି ପ୍ରଶ୍ନ ବିଷୟରେ ଆଲୋଚନା କରିବା ଯାହା ଆପଣ ଆଗରୁ କେଉଁଠି ବି ଶୁଣି ନ ଥିବେ କି ଜାଣିନଥିବେ।ତେବେ ଆସନ୍ତୁ ଆଲୋଚନା କରିବା ସାଧାରଣ ଜ୍ଞାନ ର ଅନେକ ଗୁଡିଏ ଅଜଣା ପ୍ରଶ୍ନ ଏବଂ ତାର ଉତ୍ତର ବିଷୟରେ।
୧. କେଉଁ ପକ୍ଷୀ ର ମୁଣ୍ଡ କାଟିଦେଲା ପରେ ମଧ୍ୟ ସେ ବହୁତ ଦିନ ପର୍ଯ୍ୟନ୍ତ ଜୀବିତ ଥାଏ?
ଉତ୍ତର- ଅସରପା।

୨. ଭାରତରେ ପ୍ରଥମ ମେଟ୍ରୋ ଟ୍ରେନ କେଉଁଠାରେ ଚାଲିଥିଲା?
ଉତ୍ତର- କୋଲକାତା।
୩. ଭାରତରେ କେଉଁଠାରେ ସର୍ବ ପ୍ରଥମେ ଟ୍ୟାକ୍ସି ର ସେବା ଆରମ୍ଭ ହୋଇଥିଲା?
ଉତ୍ତର- ବାଙ୍ଗାଲୁରୁ।
୪. ଏଭଳି କେଉଁ ଜିନିଷ ଅଛି ଯାହା ଆମେ ଅନ୍ୟ ମାନଙ୍କର ଦେଖିପାରୁ କିନ୍ତୁ ନିଜର କେବେବି ଦେଖିପାରି ନଥାଉ?
ଉତ୍ତର- ନିଜର ଭୁଲ।
୫. ଗାଈ କେତେ ବର୍ଷ ବଂଚିଥାଏ?
ଉତ୍ତର- ପାଖାପାଖି ୧୬ବର୍ଷ।

୬. ଆମେରିକା ରେ କେତେ ପ୍ରତିଶତ ଭାରତୀୟ ଡାକ୍ତର ରହୁଛନ୍ତି?
ଉତ୍ତର- ୩୮%।
୭. କେଉଁ ଜିନିଷ କୁ ଝିଅ ମାନେ ପଇସା ଦେଇ ଖାଇଥାନ୍ତି?
ଉତ୍ତର- ଆଇସକ୍ରିମ।
୮. ଶୁଣିବାର ଖୋଜ କିଏ କରିଥିଲେ
ଉତ୍ତର- ଆର୍ଯ୍ୟଭଟ୍ଟ।
୯. ସୁଗନ୍ଧିତ ସହର କାହାକୁ କୁହାଯାଏ?
ଉତ୍ତର- କନୌଜ।

୧୦.ଗୋଟିଏ ଝିଅ ମଇ ରେ ଜନ୍ମ ହୋଇଥିଲା କିନ୍ତୁ ତାର ଜନ୍ମଦିନ ଜୁନ ରେ ଏପରି କେମିତି ହେଲା?
ଉତ୍ତର- କାରଣ ମଇ ଏକ ସ୍ଥାନ ର ନାମ।
ତେବେ ବନ୍ଧୁଗଣ ଯଦି ଆପଣଙ୍କୁ ସାଧାରଣ ଜ୍ଞାନ ପଢିବାକୁ ଭଲ ଲାଗୁଥାଏ ତେବେ ଏହାକୁ ନିଶ୍ଚିତ ଭାବରେ ପଢ଼ନ୍ତୁ।ଏପରି କୌଣସି ପରୀକ୍ଷା ନାହିଁ ଯେଉଁଠି ସାଧାରଣ ଜ୍ଞାନର ପ୍ରଶ୍ନ ଆସି ନ ଥାଏ।ଏହାକୁ ପଢିବା ଦ୍ଵାରା ଆପଣ ସାଧାରଣ ଜ୍ଞାନ ର ଅନେକ କିଛି ଅଜଣା କଥା ସମ୍ପର୍କରେ ଜାଣିବାକୁ ପାଇବେ।ଯଦି ଆପଣ କୌଣସି ଚାକିରୀ ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଏହାକୁ ନିହାତି ପଢ଼ନ୍ତୁ।ଏହା ଆପଣଙ୍କର ବହୁତ ଲାଭ ଦାୟକ ହେବ।ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ବହୁତ ଭଲ ଲାଗିଥିବ।
ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

