ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡର ଏହି ଅଭିନେତା ମାନେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ ନିଶ୍ଚୟ ଜାଣିଥିବେ । ବନ୍ଧୁଗଣ ଅକ୍ଷୟ ହେଉଛନ୍ତି ବଲିଉଡର ଜଣେ ଦିଗଜ ଅଭିନେତା ଯିଏ ବହୁତ ସାରା ସୁପର ହିଟ ଫିଲ୍ମରେ ଅଭିନୟ କରିସାରିଛନ୍ତି । ବନ୍ଧୁଗଣ ଅକ୍ଷୟ ନିଜ ଫିଲ୍ମ କାରିୟର ସମୟରେ ବହୁତ ଅଭିନେତ୍ରୀ ମାନଙ୍କ ସହ ଲଭ ରିଲେସନରେ ରହିଛନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ଅକ୍ଷୟଙ୍କ ପ୍ରଥମ ଗାର୍ଲଫ୍ରେଣ୍ଡ ବିଷୟରେ ଜାଣିଛନ୍ତି ।
ଆଜି ଆମେ ଆପଣ ମାନଙ୍କୁ ଅକ୍ଷୟଙ୍କ ପ୍ରଥମ ଗାର୍ଲଫ୍ରେଣ୍ଡଙ୍କ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଅକ୍ଷୟ କୁମାରଙ୍କ ପ୍ରଥମ ଗାର୍ଲଫ୍ରେଣ୍ଡ ହେଉଛନ୍ତି ବଲିଉଡ ଅଭିନେତ୍ରୀ ପୂଜା ବତ୍ରା ।

ବନ୍ଧୁଗଣ ପୂଜା ବତ୍ରା କେବଳ ୧୬ ବର୍ଷ ବୟସରେ ମଡେଲିଙ୍ଗ କରି ୧୮ ବର୍ଷ ବୟସରେ ସେ ମିସ୍ ଇଣ୍ଡିଆ ଟାଇଟେଲ ଜିତିଥିଲେ । ବନ୍ଧୁଗଣ ପୂଜା ନିଜ କାରିୟରର ଆରମ୍ଭ ବଲିଉଡ ଫିଲ୍ମ ‘ବିରାଶତ’ ରୁ କରିଥିଲେ । ଏହି ଫିଲ୍ମରେ ବଲିଉଡର ଦିଗଜ ଅଭିନେତ୍ରୀ ତବ୍ବୁ ମଧ୍ୟ ନଜର ଆସିଥିଲେ ।

ବନ୍ଧୁଗଣ ପୂଜାଙ୍କର ପ୍ରଥମ ଫିଲ୍ମଟି ସୁପର ହିଟ ହୋଇଯାଇଥିଲା । ହେଲେ ପୂଜା ଯେତେବେଳେ ମଡେଲିଙ୍ଗ କରୁଥିଲେ ସେତେବେଳେ ଅକ୍ଷୟ ଓ ପୂଜାଙ୍କ ଲଭ ରିଲେସନ ଖବର ବହୁତ ଚର୍ଚାରେ ଥିଲା । ବନ୍ଧୁଗଣ ସେହି ସମୟରେ ଖବର ମିଳିଥିଲା ଯେ, ଅକ୍ଷୟ ପୂଜାଙ୍କ ସହ ଲଭ ରିଲେସନରେ ରହି ମଧ୍ୟ ଅଭିନେତ୍ରୀ ରବିନା ଟଣ୍ଡନଙ୍କୁ ଡେଟ କରିଥିଲେ । ବନ୍ଧୁଗଣ ସେହି ସମୟରେ ଅକ୍ଷୟ ଫିଲ୍ମରେ ଅଭିନୟ କରିବା ପାଇଁ ପୂଜାଙ୍କୁ ଭଲ ପାଇଥିଲେ ।

ଯେତେବେଳେ ଅକ୍ଷୟ ବଲିଉଡରେ ସଫଳତା ହାସଲ କରିଦେଲେ ସେତେବେଳ ସେ ପୂଜା, ରବିନା ଓ ଶିଲ୍ପା ଆଦି କେତେକ ଅଭିନେତ୍ରୀଙ୍କୁ ଧୋକା ଦେଇ ଅଭିନେତ୍ରୀ ଟ୍ଵିଙ୍କଲ ଖନାଙ୍କୁ ବିବାହ କରିଥିଲେ । ହେଲେ ପୂଜା ବତ୍ରା ୨୦୦୩ ମସିହାରେ ଆମେରିକାର ବିଜନେସ ମ୍ୟାନ ଶୋନୁ ଆହାଲୱାଲେଙ୍କ ସହ ବିବାହ କରି ଘର ବସେଇଥିଲେ । ହେଲେ ବନ୍ଧୁଗଣ ଏହି ଦୁଇଜଣଙ୍କ ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହିନଥିଲା, ଏମାନଙ୍କ ସମ୍ପର୍କ ୨୦୧୧ ମସିହାରେ ଭାଙ୍ଗି ଯାଇଥିଲା ।

ଏହା ପରେ ପୂଜା ୨୦୧୯ରେ ବଲିଉଡର ଖଳନାୟକ ନବାବ ସାହାଙ୍କ ସହ ପ୍ରେମ ବିବାହ କରିଥିଲେ । ହେଲେ ନବାବ ପୂଜାଙ୍କ ପୂର୍ବରୁ ଟିଭି ଇଣ୍ଡଷ୍ଟ୍ରି ଅଭିନେତ୍ରୀ କବିତା କୌଶଲଙ୍କୁ ଡେଟ କରୁଥିଲେ । ହେଲେ ଏହି ଦୁଇଜଣଙ୍କ ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହିନଥିଲା । ସେଥିପାଇଁ ନବାବ ଅକ୍ଷୟଙ୍କ ପ୍ରଥମ ଗାର୍ଲଫ୍ରେଣ୍ଡ ପୂଜା ବତ୍ରାଙ୍କ ସହ ବିବାହ କରିଥିଲେ । ବର୍ତ୍ତମାନ ଏହି ଦୁଇଜଣ ବହୁତ ଖୁସିରେ ନିଜର ଜୀବନ ଅତିବାହିତ କରୁଛନ୍ତି ।
ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

