Jyotish Shastra- ଶାଶୁ ଘରେ ରାଜ କରିବା ପାଇଁ ଜନ୍ମ ହେଇଥାନ୍ତି ଏହି 4 ଟି ନାମର ଝିଅ

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମହିଳା ବିବାହ କରିବା ପରେ ବହୁତ କିଛି ନୀତି ନିୟମକୁ ଆଖି ଆଗରେ ରଖି ନିଜ ଶାଶୁ ଘରେ ରହିଥାନ୍ତି । ଆମ ହିନ୍ଦୁଶାସ୍ତ୍ର ଅନୁସାରେ ଝିଅ ମାନଙ୍କୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନା ଯାଇଥାଏ । କାରଣ ଗୋଟେ ଝିଅ ଚାହିଁଲେ ଘରକୁ ସ୍ଵର୍ଗ ଓ ନର୍କରେ ପରିଣତ କରିପାରିବ । ବନ୍ଧୁଗଣ ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଏପରି ମଧ୍ୟ କିଛି ଭାଗ୍ୟଶାଳୀ ଝିଅ ଅଛନ୍ତି ଯେଉଁମାନେ ନିଜ ଶାଶୁ ଘରେ ରାଣୀ ପରିକା ରହିଥାନ୍ତି ।

ଏହି ଝିଅ ମାନେ ନିଜ ଶାଶୁ ଘରର ସମସ୍ତ ସଦସ୍ୟ ମାନଙ୍କର ଧ୍ୟାନ ରଖିଥାନ୍ତି ଓ ଏହି ଝିଅ ମାନଙ୍କୁ ଶାଶୁ ଘରର ସମସ୍ତ ସଦସ୍ୟ ବହୁତ ସ୍ନେହ ଆଦର କରିଥାନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ଝିଅ ମାନଙ୍କ ବିଷୟରେ ।


A ନାମର ଝିଅ ମାନେ- ବନ୍ଧୁଗଣ ଯେଉଁ ଝିଅ ମାନଙ୍କ ନାମର ପ୍ରଥମ ଅକ୍ଷର M ଥାଏ ସେମାନେ ବହୁତ ସୁନ୍ଦର ଓ ସଫା ମନର ଝିଅ ହୋଇଥାନ୍ତି । ଏହି ଝିଅ ମାନେ ନିଜର ମଧୁର ବଚନ ଦ୍ଵାରା ଅନ୍ୟ ସମସ୍ତ ଲୋକଙ୍କୁ ଆକର୍ଷିତ କରିଥାନ୍ତି । ବନ୍ଧୁଗଣ ଏହି ଝିଅ ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି, କାରଣ ଏମାନେ ନିଜ ଶାଶୁ ଘରେ ରାଣୀ ପରିକା ରହିଥାନ୍ତି । କେବଳ ଏତିକି ନୁହେଁ ବନ୍ଧୁଗଣ ଏହି ଝିଅ ମାନେ ନିଜ ଶାଶୁ ଘରର ସମସ୍ତ ସଦସ୍ୟ ମାନଙ୍କର ଧ୍ୟାନ ରଖିଥାନ୍ତି ।


S ନାମର ଝିଅ ମାନେ- ବନ୍ଧୁଗଣ ଯେଉଁ ଝିଅ ମାନଙ୍କ ନାମର ଆରମ୍ଭ Sରୁ ହୋଇଥାଏ ସେହି ଝିଅମାନେ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି । ବନ୍ଧୁଗଣ ଏହି ଝିଅ ମାନେ ନିଜ ଶାଶୁ ଘରର ସମସ୍ତ ସଦସ୍ୟଙ୍କୁ ଏକଜୁଟ କରି ଚାଲିଥାନ୍ତି ଓ ଏମାନେ କେବେହେଲେ କୌଣସି କଳହ ହେବାକୁ ଦିଅନ୍ତି ନାହିଁ । ଏହି ଝିଅ ମାନଙ୍କର ଏହି ଗୁଣ ପାଇଁ ଏମାନେ ନିଜ ଶାଶୁ ଘରେ ରାଣୀ ପରି ରହିଥାନ୍ତି ।


M ନାମର ଝିଅ ମାନେ- ବନ୍ଧୁଗଣ ଯେଉଁ ଝିଅ ମାନଙ୍କ ନାମର ଆରମ୍ଭ Aରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ବନ୍ଧୁଗଣ ଏହି ଝିଅ ମାନେ ନିଜ ପାର୍ଟନରକୁ ବହୁତ ଅଧିକ ଭଲ ପାଇଥାନ୍ତି । ଏମାନେ ସବୁବେଳେ ଅନ୍ୟର ଶୁଭ ଚିନ୍ତା କରିଥାନ୍ତି । ବନ୍ଧୁଗଣ ଏହି ଝିଅମାନେ ମଧ୍ୟ ନିଜ ଶାଶୁ ଘରେ ରାଣୀ ପରିକା ରହିଥାନ୍ତି ।


H ନାମର ଝିଅ ମାନେ- ବନ୍ଧୁଗଣ ଯେଉଁ ଝିଅ ମାନଙ୍କର ନାମର ଆରମ୍ଭ Hରୁ ହୋଇଥାଏ ସେହି ଝିଅମାନେ ବହୁତ ଦୟାଳୁ ସ୍ଵଭାବର ହୋଇଥାନ୍ତି । ବନ୍ଧୁଗଣ ଏହି ଝିଅମାନେ କେବେହେଲ କାହାର ଖରାପ ଚିନ୍ତା କରିନଥାନ୍ତି । ଏହି ଝିଅମାନଙ୍କୁ ନିଜ ଶାଶୁ ଘରେ ବହୁତ ସ୍ନେହ ଆଦର ମିଳିଥାଏ ଓ ଏମାନେ ଶାଶୁ ଘରେ ରାଣୀ ପରିକା ରହିଥାନ୍ତି ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *