ଛୋଟ ଡ୍ରେସ ପିନ୍ଧିବା ପଡିଗଲା ଭାରି, ପବନ ଦେବା ମାତ୍ରେ ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହେଲେ Tamannaah Bhatia, ଭାଇରାଲ ହେଲା ଭିଡିଓ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଓ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ  ।ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । ଏହା ସହିତ ସେ ଟ୍ରୋଲିଙ୍ଗର ଶିକାର ମଧ୍ୟ ହୋଇଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀଙ୍କ ନାମ ହେଉଛି ତମନା ଭାଟିଆ । ତମନା ଉଭୟ ବଲିଉଡ ଓ ସାଉଥ ଇଣ୍ଡଷ୍ଟ୍ରିର ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରି ସଫଳତା ପାଇଛନ୍ତି । ନିଜର ସୁନ୍ଦର ଓ ଅଭିନୟ ଓ ଷ୍ଟାଇଲ ପାଇଁ ସେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

ହେଲେ ବନ୍ଧୁଗଣ ନିଜ ଛୋଟ ଡ୍ରେସ ପାଇଁ ସେ କେତେକ ସ୍ଥାନରେ ଲଜ୍ଜିତ ହେବା ସହିତ ବହୁତ ମାତ୍ରାରେ ଟ୍ରୋଲିଙ୍ଗର ଶିକାର ମଧ୍ୟ ହୋଇଛନ୍ତି । ତମନାଙ୍କର କିଛି ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ସେହି ସମସ୍ତ ଭିଡିଓ ବିଷୟରେ କହିବାକୁ ଯାଉଛୁ ଯେଉଁଥି ପାଇଁ ତମନାଙ୍କୁ ଟ୍ରୋଲିଙ୍ଗର ଶିକାର ହେବାକୁ ପଡିଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଏହି କିଛି ଦିନ ତଳେ ତମନାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓରେ ତମନା ଏକ ହଳଦିଆ ରଙ୍ଗର ଛୋଟ ଫ୍ରକ ପିନ୍ଧିଛନ୍ତି ଓ ବିନା ମେକଅପ୍ ରେ ମାସ୍କ ପିନ୍ଧି ନଜର ଆସୁଛନ୍ତି । ଏହି ଡ୍ରେସରେ ତମନା ବହୁତ ସୁନ୍ଦର ନଜର ଆସୁଛନ୍ତି । ହେଲେ ବନ୍ଧୁଗଣ ଅଧିକ ଛୋଟ ଡ୍ରେସ ହୋଇଥିବାରୁ ତମନାଙ୍କ ଡ୍ରେସ ପବନରେ ଟିକେ ଟିକେ ଉଡିଯାଉଥିଲା, ଯାହାଫଳରେ ତମାନଙ୍କୁ ଲଜ୍ଜିତ ହେବାକୁ ପଡିଥିଲା । ତମନାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହୋଇଥିଲା ଓ ତାଙ୍କୁ ବହୁତ ମାତ୍ରାରେ ଟ୍ରୋଲିଙ୍ଗର ଶିକାର ମଧ୍ୟ ହେବାକୁ ପଡିଛି ।


୨. ବନ୍ଧୁଗଣ ତମନା ‘ବାହୁବଲି’ ପରିକା ସୁପର ହିଟ ଫିଲ୍ମରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ହେଲେ ଏହି ଫିଲ୍ମର ଏକ ଗୀତରେ ତମନା ଡ୍ରେସଲେସରେ ନଜର ଆସିଥିଲେ । ଯାହା ଫଳରେ ତାଙ୍କର ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା । ତମନାଙ୍କର ଏହି ରୂପକୁ ଦେଖି ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ବିବାଦ ମଧ୍ୟ ହୋଇଥିଲା । ଏହା ବ୍ଯତୀତ ତମନାଙ୍କୁ ଟ୍ରୋଲିଙ୍ଗର ଶିକାର ମଧ୍ୟ ହେବାକୁ ପଡିଥିଲା ।

୩. ଏହି କିଛି ଦିନ ତଳେ ତମନା ସାଉଥ ଅଭିନେତ୍ରୀ ସାମନ୍ଥାଙ୍କ ସହ ଏକ ଫଟୋକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ । ଏହି ଦୁଇଜଣ ଏକ ଟକ୍ ସୋ ପାଇଁ ଫଟୋ ସେୟାର କରିଥିଲେ । ଏହି ଫଟୋରେ ତମନା ଏକ ସାଇନିଙ୍ଗ ବ୍ଲାକ ଗାଉନରେ ନଜର ଆସିଥିଲେ । ହେଲେ ବନ୍ଧୁଗଣ ଏହି ଡ୍ରେସ ପାଇଁ ମଧ୍ୟ ତମନାଙ୍କୁ ଟ୍ରୋଲିଙ୍ଗର ଶିକାର ହେବାକୁ ପଡିଥିଲା । କେତେକ ଲୋକ ଏହି ଡ୍ରେସକୁ ସାଇଙ୍ଗ ବ୍ୟାଗ୍ସ ଓ କଳା ପଲିଥିନ ଆଦି କହି କମେଣ୍ଟ କରିଥିଲେ ।


୪. ବନ୍ଧୁଗଣ ଏହି କିଛି ଦିନ ତଳେ ତମନା ଏୟାରପୋର୍ଟରେ ଏକ ଛୋଟ ପ୍ଯାଣ୍ଟ ଓ ଏକ ସାର୍ଟ ପିନ୍ଧି ନଜର ଆସିଥିଲେ । ତମନାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ମଧ୍ୟ ହୋଇଛି । ତମନା ନିଜ ଫ୍ୟାନ୍ସ ମାନଙ୍କୁ ଖୁସି କରେଇବା ପାଇଁ କିଛି ୟୁନିକ ଡ୍ରେସ ପିନ୍ଧି ନଜର ଆସୁଥିଲେ ମଧ୍ୟ ତାଙ୍କୁ ଟ୍ରୋଲିଙ୍ଗର ଶିକାର ହେବାକୁ ପଡୁଛି ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହା କେମିତି ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ର ସମସ୍ତ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *