2020 ମସିହାରେ ସବୁ ଦିନ ପାଇଁ ଦୁନିଆ ଛାଡି ଚାଲି ଯାଇଛନ୍ତି ଏହି ଓଡ଼ିଆ ଅଭିନେତା ଓ ଅଭିନେତ୍ରୀ

ବନ୍ଧୁଗଣ ଆସୁ ମାତ୍ର କିଛି ଦିନ ପରେ ନବବର୍ଷ ୨୦୨୧ ଆସିବାକୁ ଯାଉଛି । ଭାରତ ବର୍ଷର ସମସ୍ତ ଲୋକ ଏହି ନବବର୍ଷର ଅପେକ୍ଷାରେ ରହିଛନ୍ତି । ଏହି ବର୍ଷଟି ସମସ୍ତ ଲୋକଙ୍କ ପାଇଁ ବହୁତ କଷ୍ଟଦାୟକ ହୋଇଛି । କାରଣ କରୋନା ମହାମାରୀ ଆସିବା ସହିତ ଏହି ବର୍ଷ ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କେତେକ ଦିଗଜ କଳାକାର ମାନେ ମଧ୍ୟ ଦୁନିଆ ଛାଡି ଚାଲି ଯାଇଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ସେହି ସମସ୍ତ କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଏହି ବର୍ଷ ଦେହ -ତ୍ୟାଗ କରିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଚଞ୍ଚ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଆମ ଅଲିଉଡ ଇଣ୍ଡଷ୍ଟ୍ରିରେ ଫେମସ କମେଡିଆନ ଚଞ୍ଚ । ଆପଣ ମାନେ ସମସ୍ତେ ଚଞ୍ଚଙ୍କ କମେଡିକୁ ନିଶ୍ଚୟ ଦେଖିଥିବେ । ହେଲେ ବନ୍ଧୁଗଣ ଏହି ବର୍ଷ ସେ ଦେହ -ତ୍ୟାଗ କରିଥିଲେ ।

ବିଜୟ ମହାନ୍ତି- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଅଲିଉଡର ଦିଗଜ ଅଭିନେତା ବା କଳାକାର ବିଜୟ ମହାନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ବିଜୟ ମହାନ୍ତିଙ୍କୁ ବହୁତ ଓଡିଆ ଚଳଚିତ୍ରରେ ଦେଖିଥିବେ । ବିଜୟ ନିଜର ସୁନ୍ଦର ଅଭିନୟ ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ ।

ହେଲେ ବନ୍ଧୁଗଣ ଦୁଃଖଦର କଥା ଏହା ହେଉଛି ଯେ, ଏହି ବର୍ଷ ଜୁଲାଇ ୨୦ ତାରିଖରେ ବିଜୟ ମହାନ୍ତି ଦେହତ୍ୟାଗ କରିଥିଲେ । ସେ ସେହି ସମୟରେ ନିଜ ଝିଅକୁ ସାକ୍ଷାତ କରିବା ପାଇଁ ହାଇଦ୍ରାବାଦ ଯାଇଥିଲେ ହେଲେ ସେହି ସ୍ଥାନରେ ତାଙ୍କର ହୃଦଘାତ ହୋଇଥିଲା, ଯାହା ଫଳରେ ତାଙ୍କୁ କିଛି ଦିନ ହସ୍ପିଟାଲରେ ରଖା ଯାଇ ତାଙ୍କର ଚିକିତ୍ସା କରାଯାଇଥିଲା । ହେଲେ ବନ୍ଧୁଗଣ କିଛି ଦିନର ଚିକିତ୍ସା ପରେ ସେ ହଠାତ ଦେହ -ତ୍ୟାଗ କରିଥିଲେ ।


ଅଜିତ ଦାସ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଜିତ ଦାସ । ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁତ ଫିଲ୍ମରେ ଅଜୟ ଅଭିନୟ କରିଛନ୍ତି । ହେଲେ ବନ୍ଧୁଗଣ ଦୁଃଖଦର କଥା ଏହା ହେଉଛି ଯେ, ଏହି ବର୍ଷ ସେପ୍ଟେମ୍ବର ୨୦ ତାରିଖ ଦିନ କରୋନା ମାହାମାରୀ କାରଣରୁ ଅଜିତ ଦାଶ ଙ୍କ ପର -ଲୋକ ହୋଇଥିଲା ।

ଦୀପା ସାହୁ- ବନ୍ଧୁଗ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଅଲିଉଡର ଦିଗଜ ଆଲବମ ଅଭିନେତ୍ରୀ ଦୀପା ସାହୁ । ବନ୍ଧୁଗଣ ଦୀପା ସାହୁ କେତେକ ସୁପର ହିଟ ଆଲବମ କରିବା ସହ କେତେକ ଲୋକପ୍ରିୟ ଫିଲ୍ମରେ ଅଭିନୟ କରିଛନ୍ତି । କିନ୍ତୁ ବନ୍ଧୁଗଣ ଏହି ବର୍ଷ ସେ କ୍ୟାନ୍ସର ରୋଗରେ ପୀଡିତ ହୋଇ ଦେହ -ତ୍ୟାଗ କରିଥିଲେ ।

ରାଜୁ ମିଶ୍ର- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ରାଜୁ ମିଶ୍ର । ବନ୍ଧୁଗଣ ରାଜୁ ବହୁତ ଓଡିଆ ଫିଲ୍ମରେ ନିର୍ଦେଶନା ଦେଇଛନ୍ତି । ହେଲେ ଏହି ବର୍ଷ ସେ ଦେହ -ତ୍ୟାଗ କରିଛନ୍ତି ।

ପ୍ରଦୀପ ମହାରଥୀ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ପିପିଲି ବିଧାୟକ ପ୍ରଦୀପ ମହାନ୍ତି । ବନ୍ଧୁଗଣ ପ୍ରଦୀପ ମଧ୍ୟ ଏହି ବର୍ଷ ଦେହ -ତ୍ୟାଗ କରିଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *