TV ସିରିଏଲ ‘Kundali Bhagya’ ରୁ ଫେମସ ହୋଇଥିବା ଅଭିନେତା Dheeraj Dhoopar ଙ୍କ ରିଅଲ ଲାଇଫ Family & Biography

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତା ମାନେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଟିଭି ଇଣ୍ଡଷ୍ଟ୍ରି ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ନିଜ ଅଭିନୟ ପାଇଁ ଏହି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ସେହି ଅଭିନେତାଙ୍କ ନାମ ହେଉଛି ଧୀରଜ ଧୁପର । Zee TVର ଫେମସ ସିରିଏଲ ‘କୁଣ୍ଡଳୀ ଭାଗ୍ୟ’ରୁ ଫେମସ ହୋଇଥିବା ଧୀରଜ ଧୁପର ସୋସିଆଲ ମିଡିଆରେ ନିଜର ପର୍ଶନାଲ ଲାଇଫ ନେଇ ବହୁତ ଚର୍ଚାରେ ରୁହନ୍ତି ।

ଧୀରଜ ନିଜର ଅଭିନୟ ଦ୍ଵାରା ବର୍ତ୍ତମାନ ଘରେ ଘରେ ପରିଚିତ ଅଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଧୀରଜଙ୍କୁ ଜାଣିଛନ୍ତି ହେଲେ ଆପଣ ମାନେ କଣ ତାଙ୍କ ପତ୍ନୀ ଓ ତାଙ୍କ ପରିବାର ବିଷୟରେ ଜାଣିଛନ୍ତି । ଆଜିଆମେ ଆପଣ ମାନଙ୍କୁ ଧୀରଜଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ସିରିଏଲ ‘କୁଣ୍ଡଳୀ ଭାଗ୍ୟ’ରେ ମୁଖ୍ୟ ଅଭିନେତାର ଭୂମିକା ପଦର୍ଶନ କରିଥିବା ଧୀରଜ ଧୁପର ଏକ ମାଧ୍ୟମ ବର୍ଗ ପରିବାରରୁ ଆସିଥିଲେ ତାଙ୍କ ପରିବାରରେ ତାଙ୍କୁ ମିଶାଇ ୭ ଜଣ ସଦସ୍ୟ ରହୁଛନ୍ତି । ତାଙ୍କ ପରିବାରରେ ତାଙ୍କ ମା, ବାପା, ଦୁଇ ଭାଇ, ଭଉଣୀ ଓ ତାଙ୍କର ଲାଇଫ ପାର୍ଟନର ମଧ୍ୟ ଅଛନ୍ତି ।

ବନ୍ଧୁଗଣ ତାଙ୍କ ପିତାଙ୍କର ନାମ ହେଉଛି ସୁଶିଲ ଧୁପର । ସୁଶିଲ ହେଉଛନ୍ତି ଜଣେ ବଡ ବିଜିନେସ ମ୍ୟାନ । ବର୍ତ୍ତମାନ ସେ ନିଜ ବିଜନେସକୁ ବହୁତ ବଡ କରିସାରିଛନ୍ତି । ସୁଶିଲଙ୍କୁ ବର୍ତ୍ତମାନ ୬୦ ବର୍ଷ ବୟସ ହୋଇସାରିଛି । ବନ୍ଧୁଗଣ ଧୀରଜଙ୍କ ମା ହେଉଛନ୍ତି ଜଣେ ହାଉସ ୱାଇଫ । ସେ ଘରର ସମସ୍ତ କଥାକୁ ବୁଝନ୍ତି ଓ ସେ ବର୍ତ୍ତମାନ ୫୫ ବର୍ଷକୁ କମ୍ପ୍ଲିଟ କରିଛନ୍ତି ।


ବନ୍ଧୁଗଣ ଧୀରଜଙ୍କର ଦୁଇଟି ଭାଇ ଛନ୍ତି । ଜଣେ ଧୀରଜଙ୍କ ଠାରୁ ବଡ ଓ ଅନ୍ୟ ଜଣେ ଧୀରଜଙ୍କ ଠାରୁ ସାନ ଅଛନ୍ତି । ଧୀରଜଙ୍କ ବଡ ଭାଇ ଏକ ସଫଳ ବିଜନେସ ମ୍ୟାନ ଅଟନ୍ତି । ଧୀରଜଙ୍କ ସାନ ଭାଇଙ୍କର ନାମ ହେଉଛି ଗୌରବ ଧୁପର ଯିଏ ବର୍ତ୍ତମାନ ନିଜର ପାଠ ପଢା ଉପରେ ଅଧିକ ଧ୍ୟାନ ଦେଉଛନ୍ତି ।

ଧୀରଜଙ୍କର ଭଉଣୀଙ୍କ ନାମ ହେଉଛି ସେଲା ଧୁପର ଯିଏ ବର୍ତ୍ତମାନ ୨୫ ବର୍ଷର ହୋଇସାରିଛନ୍ତି । ସେଲା ହେଉଛନ୍ତି ଜଣେ ସଫଳ ମେକଅପ୍ ଆର୍ଟିଷ୍ଟ ଓ ସେ ବହୁତ ସୁନ୍ଦର ନଜର ଆସନ୍ତି । ଧୀରଜଙ୍କ ରିଅଲ ଲାଇଫ ୱାଇଫଙ୍କ ନାମ ହେଉଛି ବେନି ଅରୋରା । ଏହି ଦୁଇଜଣ ୨୦୧୬ରେ ପରସ୍ପର ସହ ପ୍ରେମ ବିବାହ କରିଥିଲେ । ବେନି ହେଉଛନ୍ତି ଜଣେ ଟିଭି ଅଭିନେତ୍ରୀ । ଏହି ଦୁଇଜଣଙ୍କ ଯୋଡିକୁ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି ଓ ଏମାନେ ପରସ୍ପରକୁ ବହୁତ ଅଧିକ ପ୍ରେମ କରନ୍ତି ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଧୀରାଜ ଙ୍କ ଆକଟିଂ କେମିତି ଲାଗେ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଟିଭି ଦୁନିଆର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *