ବନ୍ଧୁଗଣ ସାଧାରଣତଃ ବ୍ୟକ୍ତିର ଜନ୍ମ ତାରିଖ ଓ ଜନ୍ମ ମାସ ପରି ଜନ୍ମ ବାର ମଧ୍ୟ ବ୍ୟକ୍ତି ର ଜୀବନରେ ବହୁତ ମହତ୍ଵ ରଖିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜନ୍ମ ବାର ସେହି ବ୍ୟକ୍ତିର ଜୀବନରେ ବହୁତ ପ୍ରଭାବ ପକାଇଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆପଣଙ୍କ ଜନ୍ମ ବାର ଅନୁସାରେ କିଛି ଗୋଲାପ ଫୁଲ ଦେଖାଇବୁ ଓ ଆପଣଙ୍କୁ ଏଥି ମଧ୍ୟରୁ ଗୋଟିଏକୁ ବାଛିବାକୁ ହେବ । ଏହା ଦ୍ଵାରା ଆପଣଙ୍କୁ ଆମେ ଆପଣଙ୍କ ବିଷୟରେ କିଛି ଖାସ କଥା କହିବୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
୧. ଯଦି ଆପଣ ପ୍ରଥମ ଗୋଲାପ ମାନେ ରବିବାର ବାଲା ଗୋଲାପ ପସନ୍ଦ କରିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଜୀବନରେ ଆପଣ ଯାହା ପାଇବା ପାଇଁ ଇଛା କରୁଥିଲେ ତାହା ପାଇଁ ଆପଣ ବହୁତ ପରିଶ୍ରମ କରିଛନ୍ତି ଆପଣଙ୍କୁ ଏବେ ଆରାମ କରିବା ଉଚିତ ଆପଣ ନିଜ ପରିବାର ସହ ନୂଆ ଜାଗା ବୁଲିବାକୁ ଯାଇ ପାରନ୍ତି । କାହା ବିଷୟରେ ବି ଖରାପ ଚିନ୍ତା କରିବା ଏମାନଙ୍କୁ ପସନ୍ଦ ହୋଇନଥାଏ ।

୨. ଯଦି ଆପଣ ଦ୍ଵିତୀୟ ଗୋଲାପ ମାନେ ସୋମବାର ବାଲା ଗୋଲାପ ପସନ୍ଦ କରିଛନ୍ତି ତେବେ ଆପଣ ଜଣେ ବହୁତ ଭାବୁକ ବ୍ୟକ୍ତି ଅଟନ୍ତି, ଛୋଟ ଛୋଟ କଥା ଆପଣଙ୍କ ମନକୁ ଛୁଇଁ ଥାଏ । ଯଦି ଆପଣଙ୍କୁ ନିଷ୍ପତ୍ତି ନେବାର ଥାଏ ତେବେ ବି ଆପଣ ନିଜ ମନ କଥା ଅଧିକ ମାନନ୍ତି ଓ ହୃଦୟ କଥା ଜମା ଭାବନ୍ତି ନାହିଁ । ପ୍ରାୟତଃ ଏହି ବ୍ୟକ୍ତି ମାନେ ଧାର୍ମିକ ହୋଇଥାନ୍ତି ।

୩. ଯଦି ଆପଣ ତୃତୀୟ ଗୋଲାପ ମାନେ ମଙ୍ଗଳବାର ବାଲା ଗୋଲାପ ବାଛିଛନ୍ତି ତେବେ ହଳଦିଆ ରଙ୍ଗର ଫୁଲକୁ ଫ୍ରେଣ୍ଡସିପ ର ପ୍ରତୀକ ବୋଲି ବିଚାର କରାଯାଏ । ଏହାକୁ ବାଛିବାର ଅର୍ଥ ଏହା ଅଟେ ଯେ ଆପଣ ନିଜେ ସର୍ବଦା ଖୁସିରେ ରୁହନ୍ତି ଓ ଅନ୍ୟକୁ ବି ଖୁସିରେ ରଖିଥାନ୍ତି । ଏହା ଛଡା ଆପଣ ଅନ୍ୟକୁ ସାହାର୍ଯ୍ୟ କରିବାକୁ ମଧ୍ୟ ପସନ୍ଦ କରିଥାନ୍ତି । ଏହି ପରି ବ୍ୟକ୍ତି କାହା ସହ ବି ଅତି ଶୀଘ୍ର ମିତ୍ରତା କରିଥାନ୍ତି ।

୪. ଯଦି ଆପଣ ଚତୁର୍ଥ ଗୋଲାପ ମାନେ ବୁଧବାର ବାଲା ଗୋଲାପ ବାଛିଛନ୍ତି ତେବେ ଆପଣ କିଛି କଥା ଲୋକଙ୍କୁ ଲୁଚାଇଥାନ୍ତି ଯାହା ତାଙ୍କ ହ୍ରୁଦୟକୁ ବହୁତ କଷ୍ଟ ଦେଇଥାଏ । ସେଥିପାଇଁ ଆପଣ ଓ ଆପଣଙ୍କ ଜୀବନସାଥି ଭିତରେ ବହୁତ ଦିନ ପର୍ଯ୍ୟନ୍ତ କଥା ହୁଅନ୍ତି ନହିଁ । ଆପଣଙ୍କ ଜୀବନସାଥି ବହୁତ ସୁନ୍ଦର କଥା କହିଥାନ୍ତି । ସେ ନଖରା ମଧ୍ୟ ବହୁତ କରିଥାନ୍ତି । ସେ ବହୁତ ଭଲ ପାଇଥାନ୍ତି କିନ୍ତୁ ଦେଖେଇ ହୋଇ ନଥାନ୍ତି ।

୫. ଯଦି ଆପଣ ପଞ୍ଚମ ଗୋଲାପ ମାନେ ଗୁରୁବାର ବାଲା ଗୋଲାପ ବାଛିଛନ୍ତି ତେବେ ତେବେ ବ୍ରହ୍ମାଣ୍ଡ ଶକ୍ତି ଆପଣଙ୍କୁ ଏହା କହିବାକୁ ଚାହୁଁଛନ୍ତି ଯେ ଆପଣଙ୍କୁ ଯାହା କରିବାର ଥିଲା ଆପଣ କରି ସାରିଛନ୍ତି । ତେବେ ଯାହା ହବାର ଥିଲା ସବୁ ସରିଲା ବର୍ତମାନ ଫଳ ଖାଇବା ସମୟ ଅଟେ, ଆପଣ ସବୁବେଳେ ଅନ୍ୟ ମାନଙ୍କ ବିଷୟରେ ଚିନ୍ତା କରୁଥିଲେ କିନ୍ତୁ ବର୍ତମାନ ଆପଣଙ୍କ ଆରାମ ସମୟ ଆସିଛି ।

୬. ଯଦି ଆପଣ ଷଷ୍ଠ ଗୋଲାପ ମାନେ ଶୁକ୍ରବାର ବାଲା ଗୋଲାପ ବାଛିଛନ୍ତି ତେବେ ଏହି ଭଳି ବ୍ୟକ୍ତି ଟିକେ ଗମ୍ଭୀର ସ୍ଵଭାବର ହୋଇଥାନ୍ତି ଏହି ଭଳି ବ୍ୟକ୍ତି ନିଜ ଜୀବନରେ କୌଣସି କଥା ପାଇଁ ହସିବା ଓ କାନ୍ଦିବା ପାଇଁ କିଛି ବଡ କାରଣ ଖୋଜି ଥାନ୍ତି ଓ ଆପଣଙ୍କ ଏହି ସ୍ଵଭାବ ପାଇଁ ଆପଣ ଅନ୍ୟ ଲୋକଙ୍କ ଆଗରେ ମିଶାଲ ହୋଇଥାନ୍ତି ।

୭. ଯଦି ଆପଣ ସପ୍ତମ ଗୋଲାପ ମାନେ ଶନିବାର ବାଲା ଗୋଲାପ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣ ବହୁତ ମେଳାପୀ ବ୍ୟକ୍ତି ଅଟନ୍ତି । କାହା ସହିତ ବି ଅତି ସହଜ ରେ ମିଶି ଯାଇଥାନ୍ତି । କିନ୍ତୁ ଆପଣ ଅଳ୍ପ କ୍ରୋଧୀ ପ୍ରକୃତିର ମଧ୍ୟ ହୋଇପାରନ୍ତି । ଆପଣ ଆପଣଙ୍କ ଜୀବନସାଥିଙ୍କ ଠାରୁ ସର୍ବଦା ସଚ୍ଚୋଟତା ର ଆଶା ରଖିଥାନ୍ତି । ମିଛ ଆପଣଙ୍କୁ ପସନ୍ଦ ହୋଇ ନଥାଏ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

