ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଯେ ରାତିରେ କେତେ ଟା ବାଜିବା ପରେ ଶାରୀରିକ ସମ୍ପର୍କ ରଖିବା ଉଚିତ୍ ହୋଇନଥାଏ ଏବଂ କେଉଁ ସମୟ ଟି ଶାରୀରିକ ସମ୍ପର୍କ ରଖିବା ପାଇଁ ଉଚିତ୍ ସମୟ ହୋଇଥାଏ । ସମସ୍ତ ଦମ୍ପତି ମାନଙ୍କୁ ଏହା ଜଣାଥିବା ଅତ୍ୟନ୍ତ ଆବଶ୍ୟକ , ବନ୍ଧୁଗଣ ଆଜି ପର୍ଯ୍ୟନ୍ତ ଆପଣ ମାନେ ଶାସ୍ତ୍ର ବିଷୟରେ ଅନେକ କଥା ଶୁଣିଥିବେ , ଜଣେ ବ୍ୟକ୍ତିର ଜୀବନ ଶୈଳୀର ପ୍ରତ୍ୟେକ ଘଟଣା ଶାସ୍ତ୍ରରେ ବର୍ଣ୍ଣିତ ଅଛି ।
ଯଦି ଜଣେ ଠିକ୍ ଭାବରେ ଏହି ଶାସ୍ତ୍ରର କଥାକୁ ମାନି ଚାଲିଥାଏ ତେବେ ସେ କେବେ ହେଲେ ମଧ୍ୟ କୌଣସି ଅସୁବିଧାର ସମ୍ମୁଖୀନ ହୋଇନଥାଏ , ଏବଂ ଆମକୁ ବହୁତ ସାହାଯ୍ୟ ମଧ୍ୟ ମିଳିଥାଏ । ଯଦି ଆମେ ଶାସ୍ତ୍ରର କଥା ମାନି ଚଳିଥାଉ ଆମକୁ ଏହା ଅନେକ ଅସୁବିଧାରୁ ମୁକ୍ତ କରିଥାଏ ।

ବନ୍ଧୁଗଣ ତେବେ ଆସନ୍ତୁ ଜାଣିବା ରାତି ୧୨ ଟା ପରେ କଣ ପାଇଁ ଶାରୀରିକ ସମ୍ପର୍କ ରଖିବା ଅନୁଚିତ୍ । ଶାସ୍ତ୍ରରେ ପ୍ରତ୍ୟେକ କାର୍ଯ୍ୟର ଏକ ସଠିକ୍ ସମୟ ନିର୍ଦ୍ଧାରିତ ହୋଇଛି ଏବଂ ଏହି ଶାସ୍ତ୍ରର ନିୟମ ଅନୁସାରେ ରାତ୍ରି ୧୨ ଘଣ୍ଟିକା ପରେ ଶାରୀରିକ ସମ୍ପର୍କ ରଖିବା ଉଚିତ୍ ହୋଇନଥାଏ । କାରଣ ରାତ୍ରି ୧୨ ଘଣ୍ଟିକା ପରେ ଦ୍ଵିତୀୟ ଦିନ ର ଆରମ୍ଭ ହୋଇଥାଏ ଏବଂ ଏହା ବ୍ରହ୍ମ ମୁହୂର୍ତ୍ତର ଠିକ୍ ପୂର୍ବ ସମୟ ଅଟେ । ଏହି ସମୟରେ ମନୁଷ୍ୟର ଆଧ୍ୟାତ୍ମିକ ଶକ୍ତି ଜାଗ୍ରତ ହୋଇଥାଏ । ତେଣୁ ରାତ୍ରି ୧ ଘଣ୍ଟିକା ପରେ ବ୍ରହ୍ମ ମୁହୂର୍ତ୍ତ ଆରମ୍ଭ ହୋଇଥାଏ , ଏହି ସମୟ ଭଗବାନଙ୍କର ଆରାଧନା ର ସମୟ ଅଟେ ।

ଏହି ସମୟରେ କୌଣସି ନୂତନ ଯୋଜନା କରିବା ଉଚିତ୍ , କିନ୍ତୁ ରାତ୍ରି ୧୨ ଘଣ୍ଟିକା ପରେ ଶାସ୍ତ୍ରରେ ଶାରୀରିକ ସମ୍ପର୍କ ରଖିବାକୁ ବାରଣ କରାଯାଇଥାଏ । ଏହି ସମୟରେ ଉଭୟ ପତି ଏବଂ ପତ୍ନୀ ଙ୍କୁ ଶାରୀରିକ ସମ୍ପର୍କ ରଖିବା ଉଚିତ୍ ନୁହେଁ । ଏହି ପରି କରିବା ଦ୍ୱାରା ମନୁଷ୍ୟର ଖରାପ୍ ସମୟର ଆଗମନ ହୋଇଥାଏ ଏବଂ ତାଙ୍କର ସନ୍ତାନ ଉପରେ ମଧ୍ୟ କୁପ୍ରଭାବ ପଡିଥାଏ ।
ଏହି ସମୟରେ ଯଦି କେହି ଶାରୀରିକ ସମ୍ପର୍କ ରଖିଥାନ୍ତି , ତେବେ ସେହି ବ୍ୟକ୍ତିଙ୍କର ଜୀବନରେ ନାନା ସମସ୍ୟାର ଆଗମନ ହୋଇଥାଏ । ଏହା ଆମେ ଶାସ୍ତ୍ରରେ ଉଲ୍ଲେଖ ବୋଲି ଆପଣ ମାନଙ୍କୁ ଜଣାଉଛୁ , ଏହି ସମୟରେ ଶାରୀରିକ ସମ୍ପର୍କ ରଖିବା ଦ୍ଵାରା ଆପଣଙ୍କ ସନ୍ତାନ ଉପରେ ଏହା ଭଲ ପ୍ରଭାବ ପକାଇ ଥାଏ ।

ଏହି ସମୟରେ ଶାରୀରିକ ସମ୍ବନ୍ଧ ଦ୍ଵାରା ଦିନ ସାରା ଆପଣ ମାନେ ଶାରୀରିକ ତଥା ମାନସିକ ରୂପରେ ନିଜକୁ ବଳବାନ ପାଇବେ ଏବଂ ଏହି ଦିନ ଆପଣଙ୍କର ଅତ୍ୟନ୍ତ ଖୁସିରେ କଟି ଥାଏ । କିନ୍ତୁ ବନ୍ଧୁଗଣ ଆପଣଙ୍କୁ ଜଣାଇ ଦିଆଯାଉଛି ଯେ ଶାରୀରିକ ସମ୍ପର୍କ ରଖିବାକୁ ହେଲେ ସକାଳ ୩ ଘଣ୍ଟିକା ର ଠିକ୍ ପୂର୍ବ ସମୟ ଉପଯୁକ୍ତ ସମୟ ଅଟେ ।
ରାତ୍ରି ୩ ଘଣ୍ଟିକା ପୁର୍ବରୁ ଶାରୀରିକ ସଂପର୍କ ରଖିବା ଦ୍ଵାରା ଆପଣମାନଙ୍କୁ ଅନେକ ପ୍ରକାରର ନକାରାତ୍ମକ ଜିନିଷ ରୁ ମୁକ୍ତି ମିଳିଥାଏ ଏବଂ ସକାରାତ୍ମକ ଶକ୍ତି ଜାଗ୍ରତ ହୋଇଥାଏ । ଏହି ସମୟରେ ଶାରୀରିକ ସମ୍ପର୍କ ରଖିଲେ ଆପଣଙ୍କୁ ଏକ ନୂତନ ଉର୍ଜାର ଆଭାସ ହୋଇଥାଏ , ଏହି ସମୟରେ ଉଭୟ ପତି ଓ ପତ୍ନୀ ଭଲ ଭାବେ ପରସ୍ପରକୁ ପ୍ରେମ ସମ୍ପର୍କ ରେ ବାନ୍ଧିଥାନ୍ତି ।

ତେଣୁ ବନ୍ଧୁଗଣ ଶାସ୍ତ୍ର ଅନୁସାରେ ରାତ୍ରି ୧୨ ଘଣ୍ଟିକା ପରେ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ ଏବଂ ରାତ୍ରି ୩ ଘଣ୍ଟିକା ପୁର୍ବରୁ ଶାରୀରିକ ସଂପର୍କ ରଖନ୍ତୁ ଏହା ଅତ୍ୟନ୍ତ ଲାଭଦାୟକ । ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

