ସଞ୍ଜିବନୀ ଅଟେ ଏହି କାଡା, ମାତ୍ର ଚାରିଦିନ ପିଇ ନିଅନ୍ତୁ ସାରା ଜୀବନ ପେଟ ରୋଗ, ମୋଟାପା, ରକ୍ତ ଅଭାବ ଓ ହାର୍ଟଟାକ କେବେ ବି ହେବ ନାହିଁ- Baba Ramdev Health Tips

ବନ୍ଧୁଗଣ ନମସ୍କାର,ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏଭଳି ଏକ ଘରୋଇ ଉପଚାର ଯାହା ପ୍ରୟୋଗ କରିବା ଦ୍ୱାରା ଆପଣ ମଧୁମେହ, କୋଲେଷ୍ଟ୍ରଲ,ହୃଦ୍ଘାତ, ମୋଟାପଣ,ପେଟରୋଗ, ରକ୍ତ ହୀନତା ଭଳି ଅନେକ ଭୟଙ୍କର ରୋଗରୁ ମୁକ୍ତି ପାଇ ପାରିବେ। ବନ୍ଧୁଗଣ ବର୍ତ୍ତମାନ ସମୟରେ ପ୍ରାୟତଃ ବ୍ୟକ୍ତି ବିଭିନ୍ନ ପ୍ରକାର ରୋଗର ସମୁଖୀନ୍ନ ହେଉଛନ୍ତି। ଥରେ କୌଣସି ଏକ ରୋଗରେ ପୀଡ଼ିତ ହେବା ପରେ ସେହି ରୋଗରୁ ମୁକ୍ତି ପାଇବା ଅତ୍ୟନ୍ତ କଷ୍ଟକର ହୋଇଯାଇଥାଏ ।

ଆଜିକାଲି ପ୍ରାୟତଃ ବ୍ୟକ୍ତି ଙ୍କ ଦେହରେ ପେଟ ଜନିତ ସମସ୍ୟା ଦେଖିବାକୁ ମିଳୁଛି। ଗ୍ୟାସ,ଏସିଡିଟି, ଖାଦ୍ୟ ହଜମ ନହେବା ଆଦି ସମସ୍ୟା ଦେଖିବାକୁ ମିଳିଥାଏ।ଏହି ସବୁ ସମସ୍ୟା ହିଁ ଦେହରେ ବିଭିନ୍ନ ପ୍ରକାର ଭୟଙ୍କର ରୋଗ ସୃଷ୍ଟି କରିଥାଆନ୍ତି।କିନ୍ତୁ ବନ୍ଧୁଗଣ ଆପଣ ଯଦି ଆମେ କହିବାନୁସାରେ ଏହି ଘରୋଇ ଉପଚାର କୁ ପ୍ରୟୋଗ କରିବେ ତେବେ ଏହାଦ୍ବାରା ପେଟ ଜନିତ ସମସ୍ତ ସମସ୍ୟା ର ସମାଧାନ ହୋଇଥାଏ

ଏବଂ ଏହା ସହ ଖାଦ୍ୟ ଠିକ ଭାବରେ ହଜମ ହୋଇଥାଏ ଏବଂ ଏହି ଉପାୟ ପାଚନ ତନ୍ତ୍ର କୁ ମଜବୁତ କରିଥାଏ ଯାହାଦ୍ୱାରା ପାଚନ ତନ୍ତ୍ର ସଠିକ ଭାବରେ କାର୍ଯ୍ୟ କରିଥାଏ। ଏହି ଉପାୟ ଦ୍ୱାରା ଆପଣ ଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ ଯାହା ଫଳରେ ଆପଣଙ୍କ ଦେହରେ କୌଣସି ଭି ରୋଗ ସହଜରେ ପ୍ରବେଶ କରିପାରି ନଥାଏ।

ବନ୍ଧୁଗଣ ବର୍ତ୍ତମାନ ସମୟରେ ମଧୁମେହ ରୋଗ ୮୦ ରୁ ୯୦ ପ୍ରତିଶତ ବ୍ୟକ୍ତିଙ୍କ ଦେହରେ ଦେଖିବାକୁ ମିଳୁଛି।ମଧୁମେହ ରୋଗ ଅତ୍ୟନ୍ତ ଭୟଙ୍କର ରୋଗ ଅଟେ।ବେଳେବେଳେ ଏହି ରୋଗ ବଂଶଗତ ସମସ୍ୟା ଯୋଗୁଁ ମଧ୍ୟ ହୋଇଥାଏ।ମଧୁମେହ ରୋଗ ଦ୍ୱାରା କିଡନୀ ଜନିତ ସମସ୍ୟା ମଧ୍ୟ ଦେଖାଯାଇଥାଏ। କିନ୍ତୁ ବନ୍ଧୁଗଣ ଆପଣ ମାନଙ୍କୁ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ ଆମେ କହିବା ଘରୋଇ ଉପଚାର ଦ୍ୱାରା ଆପଣଙ୍କ ଦେହରେ ଥିବା ସୁଗର ର ମାତ୍ରା ନିୟନ୍ତ୍ରିତ ହୋଇ ରହିଥାଏ।

ଏହି ଘରୋଇ ଉପଚାର ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ କୋଲେଷ୍ଟ୍ରଲ ମଧ୍ୟ ନିୟନ୍ତ୍ରଣ ରେ ରହିଥାଏ । ଶରୀର ରେ କୋଲେଷ୍ଟ୍ରଲ ର ମାତ୍ରା ବଢିବା ଦ୍ୱାରା ହୃଦ୍ଘାତ ଜନିତ ସମସ୍ୟ ଦେଖାଯାଇଥାଏ। କିନ୍ତୁ ଏହି ଘରୋଇ ଉପଚାର ଦ୍ୱାରା ଆପଣଙ୍କ ଶରୀରର କୋଲେଷ୍ଟ୍ରଲ ନିୟନ୍ତ୍ରିତ ହୋଇରହିବ।

ବନ୍ଧୁଗଣ ଶରୀରରେ ରକ୍ତ ର ଅଭାବ ପ୍ରାୟ ବ୍ୟକ୍ତି ଙ୍କ ଠାରେ ଦେଖିବାକୁ ମିଳେ। ରକ୍ତ ଅଭାବ ହେବା ଦ୍ୱାରା ଶରୀର ଦୁର୍ବଳ ହୋଇଯାଇଥାଏ ଏବଂ ଆପଣ କୌଣସି ରୋଗର ସମୁଖୀନ୍ନ କରିପାରନ୍ତି ନାହିଁ।ଆପଣ ବହୁତ ଶୀଘ୍ର ବିଭିନ୍ନ ପ୍ରକାର ରୋଗର ଶିକାର ହୋଇଯାଆନ୍ତି।କିନ୍ତୁ ଏହି ଘରୋଇ ଉପଚାର ଦ୍ୱାରା ଆପଣଙ୍କ ଶରୀର ରେ ହିମୋଗ୍ଲୋବିନ ର ମାତ୍ରା ବଢ଼ିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ।

ଯାହା ଫଳରେ ଆପଣ ବିଭିନ୍ନ ପ୍ରକାର ରୋଗର ସମ୍ନା କରିପାରନ୍ତି।ବନ୍ଧୁଗଣ ଏହା ସହିତ ଏହି ଘରୋଇ ଉପଚାର ଦ୍ୱାରା ଶରୀର ର ମୋଟାପଣ ମଧ୍ୟ ଦୂର ହୋଇଥାଏ ଯାହାଦ୍ୱାରା ଶରୀର ସୁସ୍ଥ ରହିଥାଏ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର ସମ୍ବନ୍ଧରେ ।

୧. ବନ୍ଧୁଗଣ ପ୍ରଥମେ ଏକ ପାତ୍ରରେ ଅଧ ଗିଲାସ ପାଣି ନିଅନ୍ତୁ ଏବଂ ତାକୁ ଭଲ ଭାବରେ ଫୁଟାଇ ଦିଅନ୍ତୁ।କିଛି ସମୟ ପରେ ସେଥିରେ କିଛି ଜିରା ମିଶାଇ ଦିଅନ୍ତୁ। ବନ୍ଧୁଗଣ ଆପଣ ମାନେ ତ ନିଶ୍ଚିତ ଭାବରେ ଜାଣିଥିବେ ଯେ, ଜିରା ଆମ ଶରୀର ରେ ଥିବା ବିଭିନ୍ନ ପ୍ରକାର ଭିଟାମିନ ର ଅଭାବକୁ ଦୂର କରିଥାଏ ଏବଂ ଏହା ସହ ଆମ ଶରୀରକୁ ପୋଟାସିୟମ ଓ କ୍ୟାଲସିୟମ ମଧ୍ୟ ଯୋଗାଇଥାଏ।

୨. ବନ୍ଧୁଗଣ ଏହାପରେ, ପାଣି କୁ ଭଲ ଭାବରେ ଫୁଟାଇ ଦିଅନ୍ତୁ ଏବଂ ସେହି ମିଶ୍ରଣ କୁ ଏକ ଗିଲାସ ରେ ଛାଣି ରଖନ୍ତୁ। ବନ୍ଧୁଗଣ ଆପଣ ଏହି ମିଶ୍ରଣ କୁ ବିନା ଛାଣି ମଧ୍ୟ ପ୍ରୟୋଗ କରିପାରିବେ ଏହାଦ୍ୱାରା ଆପଣଂକୁ ଅଧିକ ଲାଭ ପ୍ରାପ୍ତ ହୋଇଥାଏ।

3.ଏହାପରେ ସେଥିରେ ଅଳ୍ପ ମହୁ ମିଶାଇ ଦିଅନ୍ତୁ ଏବଂ ଅଧ ଚାମଚ ଆପେଲ ସାଇଡର ଭିନେଗାର ମିଶାଇ ମିଶ୍ରଣ ଟି କୁ ପ୍ରସ୍ତୁତ କରନ୍ତୁ। ବନ୍ଧୁଗଣ ଏହି ମିଶ୍ରଣ କୁ ଆପଣ ସକାଳ ସମୟରେ ଖାଲି ପେଟ ରେ ସେବନ କରନ୍ତୁ।ଏହା କରିବା ଦ୍ୱାରା ଆପଣ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ପାଇ ପାରିବେ ଏବଂ ଆପଣଙ୍କ ଶରୀର ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ରହିବ । ଏହି ଘରୋଇ ଉପଚାର କୁ ଆପଣ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ ଆପଣଂକୁ ଏହାର ଫଳ ନିଶ୍ଚିତ ଭାବରେ ପ୍ରାପ୍ତି ହେବ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ  ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *