ମାର୍ଗଶୀର ଗୁରୁବାର ଦିନ କଦଳୀ ଗଛ ମୂଳରେ ଅର୍ପଣ କରନ୍ତୁ ଏହି 5 ଟି ଜିନିଷ, ରାତାରାତି ହେଇଯିବେ ମାଲାମାଲ୍

ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ଦେବ ଗୁରୁ ବୃହସ୍ପତିଙ୍କୁ ପୂଜାର୍ଚନା କରାଯାଏ । ଗୁରୁବର ଦିନ ମାତା ଲଷ୍ମୀ ଙ୍କର ବହୁତ ପ୍ରିୟ ଦିନ ହୋଇଥାଏ ।ଏହି ଦିନ ମାତା ଲଷ୍ମୀ ଙ୍କ ର ବିଶେଷ ପୂଜା ଅର୍ଚ୍ଚନା କଲେ ମା ଙ୍କ କୃପା ଦୃଷ୍ଟି ସବୁବେଳେ ଆପଣ ଙ୍କ ଉପରେ ପଡିବ, ଦିନ ରେ ଅନ୍ୟ ଗୁରୁବାର ଅପେକ୍ଷା ମାର୍ଗଶିର ମାସ ଗୁରୁବାର ମାତା ଲକ୍ଷ୍ମୀଙ୍କର ବହୁତ ପ୍ରିୟ ଦିନ ହୋଇଥାଏ । ଏହିଦିନ ମାତା ଲକ୍ଷ୍ମୀଙ୍କୁ ପୂଜାର୍ଚନା କରିବା ଦ୍ଵାରା ଗୃହକୁ ମାତା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ । ଜ୍ୟୋତିଶ ଶାସ୍ତ୍ରରେ ବୃହସ୍ପତିଙ୍କୁ ସାଧୁସନ୍ଥଙ୍କ ଦେବତା ବୋଲି କୁହାଯାଇଥାଏ ।

ଏପରିକି ଆମ ଜୀବନର ସବୁ ଚାବି କାଠି ବୃହସ୍ପତିଙ୍କ ପାଖରେ ଥାଏ ବୋଲି କୁହାଯାଏ । ଜ୍ୟୋତିଷ ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି କି ଯେଉଁ ବ୍ୟକ୍ତିଙ୍କ ଉପରେ ବୃହସ୍ପତିଙ୍କ କୃପା ଦୃଷ୍ଟି ରହିଥାଏ ସେହି ବ୍ୟକ୍ତିଙ୍କ ଜୀବନରେ ଦୁଃଖ ପ୍ରବେଶ କରେ ନାହିଁ । ଯଦି ଗୁରୁବାର ଦିନ କଦଳୀ ଗଛ ମୂଳରେ କିଛି ଜିନିଷ ପ୍ରଦାନ କଲେ ଆପଣଙ୍କ ବୃହସ୍ପତି ମଧ୍ୟ ଦୃଢ଼ ହୋଇଥାନ୍ତି, ଏହା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ । ଯାହା ଦ୍ଵାରା ଘର ଧନଧାନ୍ୟ ରେ ପୁରି ଉଠିଥାଏ ।

ତେବେ ଚାଲନ୍ତୁ ଜାଣିବା ମାତା ଲଷ୍ମୀ ଙ୍କୁ ସନ୍ତୁଷ୍ଟ କରିବାର କିଛି ସରଳ ଉପାୟ-

୧.ଗୁରୁବାର ଦିନ କଦଳୀ ଗଛରେ ହଳଦି ପାଣି ଅର୍ପଣ କଲେ ଭାଗ୍ୟ ରେ ଟିକେ ସୁଧାର ଆସିଥାଏ। ବ୍ୟକ୍ତିଙ୍କୁ ରୋଜଗାର କ୍ଷମ କରିଥାଏ,ଓ ବ୍ୟବସାୟ ରେ ଲାଭ ମିଳିଥାଏ। ତା ସହିତ ଚାକିରୀ ରେ ମଧ୍ୟ ଉନ୍ନତି ହୋଇଥାଏ।

୨-ଯେଉଁ ବ୍ୟକ୍ତି ଜୀବନ ରେ ସୁଖ ରେ ରହିବାକୁ ଚାହାନ୍ତି ସେମାନେ ଗୁରୁବାର ଦିନ କଦଳୀ ଗଛ ମୂଳ ରେ ଗୋଟା ମୁଗ ଓ ଗୁଡ଼ ଅର୍ପଣ କରିବା ଦ୍ୱାରା ମାତା ଙ୍କ ଆଶୀର୍ବାଦ ସଦା ସର୍ବଦା ରହିଥାଏ।

୩-ଯଦି ଆପଣ କିଛି ନୂଆ କାଯ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଗୁରୁବାର ଦିନ କଦଳୀ ଗଛ ର ମୂଳ ରେ ମିଶ୍ରି ମିଶା ପାଣି ଅର୍ପଣ କରନ୍ତୁ। ଏହା ଦ୍ୱାରା ଆପଣଙ୍କ କାଯ୍ୟ ସଫଳ ହୋଇଥାଏ, ଓ ଅଟକି ଯାଇଥିବା କାଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୁଏ।

୪- ଯଦି ଆପଣଙ୍କ ଜୀବନରେ ସମସ୍ୟା ମାନ ଆସୁଥାଏ ତେବେ ଗୁରୁବାର ଦିନ କଦଳୀ ଗଛ ମୂଳରେ ଦୁଇ ଟି ଗୋଟା ହଳଦି ରଖିଦିଅନ୍ତୁ। ଏହା ଦ୍ବାରା ସମସ୍ତ ଅସୁବିଧା ଦୂର ହୋଇ ଥାଏ। ଜୀବନରେ ଧନୀ ହେବାକୁ ଚାହୁଁ ଥିଲେ ସେହି ବ୍ୟକ୍ତି କଦଳୀ ଗଛ ମୂଳ ରେ ଏକ ଟଙ୍କିଆ ମୁଦ୍ରା ପୋତି ଦିଅନ୍ତୁ ଏହା କରିବା ଦ୍ୱାରା ମାତା ଲଷ୍ମୀ ପ୍ରସନ୍ନ ହୋଇଥାନ୍ତି।

୫-ଗୁରୁବାର ଦିନ ଗାଧେଇ ସାରି କଦଳୀ ଗଛ ମୁଳ ରେ ପାଣି ଓ ଚନ୍ଦନ ଘୋରା କିମ୍ବା ହଳଦି ଘୋରା ଅର୍ପଣ କଲେ ଆପଣଙ୍କ ର ସମସ୍ତ ମନସ୍କାମନା ପୁରଣ ହୁଏ ଓ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ଓ ଜୀବନ ଟି ସୁଖମୟ ହୋଇଥାଏ।

ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବରେ ଏହି ଉପାୟ ଗୁଡିକୁ ପ୍ରୟୋଗ କରନ୍ତୁ।ଏହା କରିବା ଦ୍ୱାରା ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି ଏବଂ ଆପଣଙ୍କ ସମସ୍ତ ସମସ୍ୟା ର ସମାଧାନ ହୋଇଥାଏ ଏବଂ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଆଗକୁ ଶାସ୍ତ୍ର ସମ୍ବନ୍ଧୀୟ ତଥ୍ୟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *