ନମସ୍କାର ବନ୍ଧୁଗଣ, ଆପଣ ମାନେ ତରଂଗ ଟିଭିରେ ପ୍ରସାରିତ ହେଉଥିବା କୁଆଁରୀ ବୋହୁ ଧାରାବାହିକକୁ ତ ଆପଣ ମାନେ ନିଶ୍ଚିତ ଭାବରେ ଦେଖୁଥିବେ । ଏଥିରେ ଅଭିନୟ କରୁଥିବା କବିତା ଅପା ଙ୍କ ପ୍ରକୃତ ନାମ ହେଉଛି ସୋନାଲୀ ଓଝା । ସୋନାଲୀ ନିକଟରେ ତାଙ୍କର ପ୍ରେମିକ ସାଗର ଙ୍କୁ ବିବାହ କରିଥିଲେ । ସାଗର ଙ୍କ ଘର ହେଉଛି ଜଗତପୁର, କଟକ । ସୋନାଲୀ ମଧ୍ୟ ଜଣେ କଟକ ର ଝିଅ ଅଟନ୍ତି ଓ ସୋନାଲୀ ସାଗର ଙ୍କୁ ପ୍ରେମ ବିବାହ କରିଛନ୍ତି ।
କିଛି ଦିନ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ସୋନାଲୀ । ବର୍ତ୍ତମାନ ସୋନାଲୀ ଙ୍କର ରିସିପ୍ସନ ମଧ୍ୟ ସରି ଯାଇଛି ।ଏବେ ସାଗରଙ୍କ ସହିତ ନିଜ ଶାଶୁଘରେ କେମିତି ଅଛନ୍ତି ସୋନାଲି କଣ ଆପଣ ଜାଣନ୍ତି । ତେବେ ଏହାକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ । ତେବେ ସୋନାଲି ଓଝାଙ୍କୁ ଆପଣ ମାନେ କୁଆଁରୀ ବୋହୁ ଧାରାବାହିକରେ ଅଭିନୟ କରୁଥିବାର ଆପଣ ମାନେ ନିଶ୍ଚିତ ଭାବରେ ଦେଖିଥିବେ

ଏବଂ ସେ ଖୁବ ସୁନ୍ଦର ଆକଟିଂ କରି ଲୋକମାନଙ୍କ ହୃଦୟକୁ ବେଶ ଜିତିଛନ୍ତି ସୋନାଲି ଓଝା । ତେବେ ସୋନାଲି ତାଙ୍କର ବହୁତ ଦିନର ପ୍ରେମିକ ସାଗର ଙ୍କୁ ବିବାହ କରିଛନ୍ତି ଏବଂ ସାଗର ଜଣେ ବିଜିନେସ ମ୍ୟାନ ବୋଲି ଶୁଣିବାକୁ ମିଳୁଛି । ତେବେ ସାଗରଙ୍କୁ ବିବାହ କରିବା ପରେ ଏବେ ସୋନାଲି କଟକ ର ଜଗତପୁର ରେ ରହୁଛନ୍ତି ।

କଟକ ରେ ଥିବା କାରଣରୁ ସେ ବେଳେବେଳେ ତାଙ୍କ ବାପଘରକୁ ମଧ୍ୟ ବୁଲି ଆସୁଛନ୍ତି । ସୋନାଲି ଆଗରୁ ମଧ୍ୟ ଅନେକ ଧାରାବାହିକ ରେ ଅଭିନୟ କରିଛନ୍ତି । ସେ କୁଆଁରୀ ବୋହୁ ହେଉ କି ମାନିନୀ ହେଉ କି ଅପା ହେଉ କି ଉଆଁସୀ କନ୍ୟା, ସେ ନିଜର ଅଭିନୟ ମାଧ୍ୟମରେ ସବୁଥିରେ ନିଜର ଜଲବା ଦେଖାଇଛନ୍ତି ।

ପ୍ରଥମ ଥର ପାଇଁ ଜୀବନ ଯମୁନାରେ ଜୁଆର ଉଠେ ରେ ଧାରାବାହିକ ରେ ନିଜର ଡେବ୍ଯୁ କରିଥିଲେ ଏବଂ ସେ ତା ପର ଠାରୁ କେବେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି । ଗୋଟେ ପରେ ଗୋଟେ ହିଟ ଧାରାବାହିକ କରି ଲୋକମାନଙ୍କ ହୃଦୟକୁ ତାଙ୍କ ଆକଟିଂ ଦ୍ଵାରା ଜିଣିଛନ୍ତି । ତାଙ୍କ ଆକଟିଂ ଏତେ ଜବରଦସ୍ତ ଅଟେ କି ତାଙ୍କ ଆକଟିଂ ଦେଖିବା ମାତ୍ରେ ଯିଏ ହେଉ ନା କାହିଁକି ସେ ତାଙ୍କର ପ୍ରଶଂସା କରିବ ।

ସୋନାଲି ଙ୍କ ଆକଟିଂ ଯେତିକି ସୁନ୍ଦର ସେ ଦେଖିବାକୁ ମଧ୍ୟ ସେତିକି ସୁନ୍ଦର । ତେବେ ସୋନାଲିଙ୍କ ମ୍ୟାରେଜ ଲାଇଫ ଆଗକୁ ଭଲରେ କଟୁ ଓ ଆପଣଙ୍କୁ ସୋନାଲି ଓ ସାଗର ଙ୍କ ଯୋଡି ଆପଣଙ୍କୁ କେମିତି ଲାଗୁଛି ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

