ଟପ 4 ଫେମସ ସାଉଥ ଆକ୍ଟର ମାନଙ୍କ ରିଅଲ ଲାଇଫ ବାପା ପୁଅ ଯୋଡି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଟଲିଉଡ଼ ଇଣ୍ଡଷ୍ଟ୍ରୀ ତଥା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର କିଛି ଏଭଳି ଅଭିନେତା ଙ୍କ ବିଷୟରେ ଯେଉଁମାନେ ବାସ୍ତବରେ ବାପା ଏବଂ ପୁଅ ଅଟନ୍ତି। ବଲିଉଡ ଇଣ୍ଡଷ୍ଟ୍ରୀ ରେ ଯେପରି ଅନସ୍କ୍ରିନ ବହୁତ ଏପରି ବାପପୁଅ ଙ୍କ ଯୋଡି ଦେଖିବାକୁ ଯେଉଁମାଙ୍କ ଯୋଡି ଙ୍କୁ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରିଥାନ୍ତି।ସେହିପରି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ମଧ୍ୟ କିଛି ଏପରି ବାପପୁଅ ଙ୍କ ଯୋଡି ଦେଖିବାକୁ ମିଳିଥାଏ,

ଯେଉଁ ମାନଙ୍କୁ ଦର୍ଶକ ମାନେ ଅତ୍ୟନ୍ତ ଭଲ ପାଇବା ଦେଇଥାନ୍ତି।କିନ୍ତୁ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ଯେ,ସାଉଥ ଇଣ୍ଡଷ୍ଟ୍ରୀ ରେ ଅନସ୍କ୍ରିନ ଅଭିନୟ କରୁଥିବା କିଛି ବାପପୁଅ ଙ୍କ ଯୋଡି ବାସ୍ତବ ଅଟେ।ସେହି ଯୋଡି ବାସ୍ତବ ଜୀଵନ ରେ ବାପା ଏବଂ ପୁଅ ଅଟନ୍ତି । ତେବେ ବନ୍ଧୁଗଣ ଆସନ୍ତି ଜାଣିବା ସେହି ଅଭିନେତା ମାନଙ୍କ ସମ୍ବନ୍ଧରେ।

୧. ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ‘ସୁର୍ୟା’ ଙ୍କ ବିଷୟରେ। ଏହି ଅଭିନେତା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ଅଟନ୍ତି ଏବଂ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଏହି ଅଭିନେତା ବିଭିନ୍ନ ବ୍ଲକବଷ୍ଟର ଫିଲ୍ମ ପ୍ରଦାନ କରିଛନ୍ତି।ଏହି ଅଭିନେତା ଙ୍କ ପୁଅ ‘ଦେବ’ ଙ୍କ ବିଷୟରେ ଯଦି କହିବାକୁ ଯିବା ତେବେ ସେ ଏବେ ମାତ୍ର ୧୦ବର୍ଷର ଅଟନ୍ତି ଏବଂ ବର୍ତ୍ତମାନ ନିଜ ପାଠପଢା ରେ ଧ୍ୟାନ ଦେଉଛନ୍ତି । ଦେବ ଙ୍କ ଇଚ୍ଛା ହେଲା ବଡ଼ ହେଲେ ସେ ମଧ୍ୟ ନିଜ ବାପା ଙ୍କ ପରି ଏକ ଲୋକପ୍ରିୟ ଅଭିନେତା ହିସାବରେ ନିଜକୁ ସାବ୍ୟସ୍ତ କରିବେ ଏବଂ ନିଜ ବାପା ସୂର୍ୟା ଙ୍କ ସହ ଏକାଠି ଏକ ଫିଲ୍ମ ରେ ଅଭିନୟ କରିବେ।

୨. ବନ୍ଧୁଗଣ ଆପଣ ମାନେ ତ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ‘ନାଗାର୍ଜୁନ’ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ।ନାଗାର୍ଜୁନ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ସୁପରଷ୍ଟାର ଭାବେ ପରିଚିତ। ଯଦି ତାଙ୍କ ପୁଅ ‘ନାଗା ଚୈତନ୍ୟ’ ଙ୍କ ବିଷୟରେ କୁହାଯିବ ତେବେ ସେ ମଧ୍ୟ ନିଜ ବାପା ଙ୍କ ପରି ଜଣେ ଲୋକପ୍ରିୟ ଅଭିନେତା ଅଟନ୍ତି।ବର୍ତ୍ତମାନ ସୁଦ୍ଧା ସେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ କୁ ଅନେକ ସୁପରହିଟ ଫିଲ୍ମ ପ୍ରଦାନ କରିଛନ୍ତି।ଏହି ବାପା ପୁଅଙ୍କ ଯୋଡି କେବଳ ଅନସ୍କ୍ରିନ ହିଁ ନୁହଁ ବରଂ ନିଜ ବ୍ୟକ୍ତିଗତ ଜୀବନ ରେ ମଧ୍ୟ ଏକାଠି ଥିବାର ଦେଖାଯାଏ।ଏହି ବାପା ପୁଅଙ୍କ ଯୋଡ଼ିକୁ ଦର୍ଶକ ମାନେ ବହୁତ ମାତ୍ରା ରେ ଭଲ ପାଇବା ଦେଉଛନ୍ତି।

୩. ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ସୁପରଷ୍ଟାର ‘ଅଲୁ ଅର୍ଜୁନ’ ଙ୍କ ବିଷୟରେ।ବର୍ତ୍ତମାନ ସମୟରେ ଅଲୁ ଅର୍ଜୁନ ନିଜର ଆଗାମୀ ଫିଲ୍ମ ‘ପୁଷ୍ପା’ ପାଇଁ ବ୍ୟସ୍ତତା ରେ ରହୁଛନ୍ତି ଏବଂ ଶୁଣିବାକୁ ମିଳୁଛି ଏହି ଫିଲ୍ମ ବ୍ଲକବଷ୍ଟର ଲିଷ୍ଟ ରେ ସାମିଲ ହେବାକୁ ଯାଉଛି।ଏହି ଅଭିନେତା ଙ୍କ ପୁଅ ଙ୍କ ନାଁ ହେଉଛି ‘ଅଲୁ ଆରୟାନ’। ଆରୟାନ ବର୍ତ୍ତମାନ ୬ବର୍ଷର ଅଟନ୍ତି ଏବଂ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି।ଶୁଣିବାକୁ ମିଳୁଛି ଯେ ଭବିଷ୍ୟତ ରେ ଆରୟାନ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ମାଧ୍ୟମରେ ହିଁ ନିଜର କ୍ୟାରିଆର ର ଆରମ୍ଭ କରିବେ ବୋଲି।

୪.ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ରୁ ନିଜ କ୍ୟାରିଆର ର ଆରମ୍ଭ କରିଥିବା ଅଭିନେତା ‘ବିଜୟ ଜସେଫ’ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ କୁ ଅନ୍ୟାନ୍ୟ ବ୍ଲକବଷ୍ଟର ଫିଲ୍ମ ପ୍ରଦାନ କରିଛନ୍ତି । ଫିଲ୍ମ ‘ଥଲାଇଭା’ ରେ ବିଜୟ ଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଥିଲେ।ଏହି ଅଭିନେତା ଙ୍କ ପୁଅ ଙ୍କ ନାମ ହେଉଛି ‘ଜସୋନ ସଞ୍ଜୟ’। ବର୍ତ୍ତମାନ ସଂଜୟ ଗ୍ରାଜୁଏଟ କରୁଛନ୍ତି। ଶୁଣିବାକୁ ମିଳେ ଯେ ସଂଜୟ ନିଜର ପାଠ ପଢା ପରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ହିଁ ନିଜ ବାପା ଙ୍କ ଭଳି ନିଜର କ୍ୟାରିଆର ଆରମ୍ଭ କରିବେ ଏବଂ ନିଜ ବାପା ଙ୍କ ଭଳି ଜଣେ ଲୋକପ୍ରିୟ ଅଭିନେତା ହିସାବରେ ନିଜକୁ ସାବ୍ୟସ୍ତ କରିବେ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଟଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *