Jyotish Shastra- ଝିଅ ମାନଙ୍କର ଏହି ଜାଗାରେ ଥିଲେ କଳାଯାଇ ସେମାନେ ହୋଇଥାନ୍ତି ବହୁତ ସୌଭାଗ୍ୟବତୀ

ବନ୍ଧୁଗଣ ନାରୀ ମାନଙ୍କର ବାମ ଅଙ୍ଗରେ ଓ ପୁରୁଷ ମାନଙ୍କ ଡାହାଣ ପଟ ଅଙ୍ଗରେ କଳାଜାଇ ରହିଲେ ଶୁଭ ହୋଇଥାଏ । ହେଲେ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ନାରୀ ମାନଙ୍କର କେଉଁ ସ୍ଥାନରେ କଳାଜାଇ ଥିଲେ ସେମାନେ ଶୋଭାଗ୍ୟବତୀ ହୋଇଥାନ୍ତି । ଆଜିଆମେ ଆପଣ ମାନଙ୍କୁ ନାରୀ ମାନଙ୍କର ସେହି ସମସ୍ତ ସ୍ଥାନ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ନାରୀ ମାନଙ୍କର ନାଭି ତଳେ ବା ନାଭି ପାଖରେ କଳାଜାଇ ଥିଲେ ଏହା ବହୁତ ଉତ୍ତମ ହୋଇଥାଏ । ଏହି ସ୍ଥାନରେ କଳାଜାଇ ଥିଲେ ସମସ୍ତ ପ୍ରକାରର ଭୋଗବିଳାସ ସେମାନଙ୍କୁ ମିଳିଥାଏ । ଏହି ମହିଳା ମାନଙ୍କୁ ଗାଡି, ଘର ଓ ଉତ୍ତମ ସ୍ଵାମୀ ମଧ୍ୟ ମିଳିଥାଏ ।

୨. ସେହିପରି ବନ୍ଧୁଗଣ ଯଦି କୌଣସି ସ୍ତ୍ରୀର ପିଠିରେ କଳାଜାଇ ଥିବ ତା ହେଲେ ସେହି ନାରୀ ବହୁତ ରୋମାଣ୍ଟିକ ହୋଇଥାଏ । ଏହି ନାରୀ ମାନେ ଅଧିକ ଧନ ଅର୍ଜନ କରିବା ସହିତ ବହୁତ ଅଧିକ ଖର୍ଚ ମଧ୍ୟ କରିଥାନ୍ତି । ଏହି ନାରୀ ମାନେ ନିଜର ଭୋଗବିଳାସକୁ ପୂର୍ଣ୍ଣ କରିବା ପାଇଁ ବହୁତ ଅଧିକ ଖର୍ଚ କରିଥାନ୍ତି ।


୩. ଯେଉଁ ନାରୀ ମାନଙ୍କର ମଥାରେ କଳାଜାଇ ଥାଏ ସେହି ନାରୀମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ବନ୍ଧୁଗଣ ଏହି ନାରୀ ମାନେ ଧନୀ ପୁରୁଷଙ୍କ ସହ ବିବାହ କରିଥାନ୍ତି । ଏମାନଙ୍କ ସ୍ଵାମୀ ଗୁଣବାନ ମଧ୍ୟ ହୋଇଥାନ୍ତି । ଏହି ନାରୀ ମାନଙ୍କ ସ୍ୱାସ୍ଥ୍ୟ ସବୁବେଳେ ସୁସ୍ଥ ରହିଥାଏ ଓ ଏମାନଙ୍କର ଜୀବନରେ ଅଧିକ ସମସ୍ୟା ଆସିନଥାଏ ।


୪. ଯେଉଁ ନାରୀ ମାନଙ୍କ ଗଳା ବା ବେକରେ କଳାଜାଇ ଥାଏ ସେହି ନାରୀ ମାନେ ବହୁତ ଉତ୍ତମ ହୋଇଥାନ୍ତି । ଏମାନେ ନିଜ ସ୍ଵାମୀ ଓ ପରିବାରର ବହୁତ ଭଲ ଧ୍ୟାନ ରଖିଥାନ୍ତି । ବନ୍ଧୁଗଣ ଏହି ନାରୀ ମାନେ ନିଜ ଶାଶୁଘରେ ରାଣୀ ପରି ରହିଥାନ୍ତି । ଏମାନେ ସମସ୍ତ ପ୍ରକାରର ସୁଖ ପାଇଥାନ୍ତି ଓ ବହୁତ ଆନନ୍ଦରେ ଜୀବନ ଅତିବାହିତ କରିଥାନ୍ତି ।


୫. ଯେଉଁ ଝିଅ ମାନଙ୍କର ଅଣ୍ଟାରେ କଳାଜାଇ ଥାଏ ସେମାନେ ନିଜ ଜୀବନରେ ବହୁତ ବଡ ସଫଳତା ହାସଲ କରିଥାନ୍ତି । ଏହି ଝିଅ ମାନେ ବହୁତ କଷ୍ଟ ଓ ସଂଘର୍ଷ କରିଥାନ୍ତି । ବନ୍ଧୁଗଣ ଏହି ଝିଅ ମାନଙ୍କୁ ନିଜ ଭାଗ୍ୟର ସହାୟତା ମଧ୍ୟ ମିଳିଥାଏ । ଏହି ଝିଅ ମାନେ ନିଜ ଶାଶୁଘର ପାଇଁ ମଧ୍ୟ ବହୁତ ଅଧିକ ଭାଗ୍ୟଶାଳୀ ଅଟନ୍ତି । ଏମାନେ ନିଜ ସ୍ଵାମୀଙ୍କ ସହ ଧନ ଅର୍ଜନ କରିବା ପାଇଁ ଇଛା କରିଥାନ୍ତି ଓ ଘର ମଧ୍ୟରେ ଆସୁଥିବା ସମସ୍ତ ସମସ୍ୟାକୁ ଏମାନେ ସାମ୍ନା କରିଥାନ୍ତି । ଏହି ଝିଅ ମାନେ ବାସ୍ତବରେ ବହୁତ ସାହସୀ ଅଟନ୍ତି ।

୬. ବନ୍ଧୁଗଣ ଯେଉଁ ନାରୀ ମାନଙ୍କ ଜଙ୍ଘରେ କଳାଜାଇ ଥାଏ ସେମାନେ ବହୁତ ଭୋଗବିଳାସୀ ହୋଇଥାନ୍ତି । ଏମାନେ ପୁରୁଷ ମାନଙ୍କୁ ସମୋହନ କରିଥାନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *