ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ବିଭିନ୍ନ ସିରିଏଲ ନିଶ୍ଚୟ ଦେଖିଥିବେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ସିରିଏଲ ବିଷୟରେ କହିବାକୁ ଯାଉଛୁ ସେହି ସିରିଏଲଟିକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଥିଲେ । ଏହି ସିରିଏଲଟି ବହୁତ ଫେମସ ହୋଇଥିଲା । ବନ୍ଧୁଗଣ ଏହି ସିରିଏଲଟି ହେଉଛି ‘ପୁନର୍ବିବାହ’ । ଆପଣ ମାନେ ସମସ୍ତେ ଏହି ପୁନର୍ବିବାହ ସିରିଏଲଟିକୁ ନିଶ୍ଚୟ ଦେଖିଥିବେ । ଏହି ସିରିଏଲଟି ବହୁତ ଲୋକପ୍ରିୟତା ହାସଲ କରିଥିଲା । କାରଣ ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଭୂମିକା ପଦର୍ଶନ କରିଥିଲେ ।
ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ ଅଭିନେତ୍ରୀମାନେ ନିଜ ସୁନ୍ଦରତା ଦ୍ଵାରା ଦର୍ଶକ ମାନଙ୍କ ମନକୁ ଜିତି ପାରିଥିଲେ । ହେଲେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ମେକଅପରେ ଦେଖିଥିଲେ । ହେଲେ କଣ ଆପଣ ମାନେ ଜାଣିଛନ୍ତି ଏହି ଅଭିନେତ୍ରୀ ମାନେ ବିନା ମେକଅପରେ କିପରି ନଜର ଆସନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀ ମାନଙ୍କ ବିନା ମେକଅପ ଲୁକ୍ ଦେଖାଇବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।
ଅଦିତି ଗୁପ୍ତା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଅଦିତି ଗୁପ୍ତା । ଏହି ସିରିଏଲରେ ଅଦିତି ଚାନ୍ଦବିବିର ଭୂମିକାରେ ଅଭିନୟ କରିଥଲେ । ଏହି ସିରିଏଲରେ ସେ ବହୁତ ସୁନ୍ଦର ନଜର ଆସୁଥିଲେ । ହେଲେ ବିନା ମେକଅପରେ ଅଦିତି ବହୁତ ଅଧିକ ଅଲଗା ନଜର ଆସନ୍ତି । ଅର୍ଥାତ ବିନା ମେକଅପରେ ସେ ଅଧିକ ସୁନ୍ଦର ଦେଖାଯାଉ ନାହାନ୍ତି । ବିନା ମେକଅପରେ ତାଙ୍କ ଚେହେରା ଶ୍ୟାମଳ ରଙ୍ଗର ନଜର ଆସୁଛି ଓ ତାଙ୍କ ଚେହେରାରେ କଳା ଦାଗ ମଧ୍ୟ ନଜର ଆସୁଛି ।
ହୀନା ପରମାର- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ହୀନା ପରମାର । ଏହି ସିରିଏଲରେ ହୀନା ଈଶିତା ଆକାଶର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ । ଏହି ସିରିଏଲରେ ହୀନା ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସୁଛନ୍ତି । ହେଲେ ହୀନା ବିନା ମେକଅପରେ ହୀନାଙ୍କ ଚେହେରା ବହୁତ ସାଧାରଣ ଜଣା ପଡୁଛି । ଏହା ସହିତ ତାଙ୍କ ଚେହେରାରେ ଥିବା କଳାଦାଗ ମଧ୍ୟ ନଜର ଆସୁଛି ।
ଶ୍ଵେତା ମୁନ୍ସି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଶ୍ଵେତା ମୁନ୍ସି । ଏହି ସିରିଏଲରେ ଶ୍ଵେତା ମୁଖ୍ୟ ଅଭିନେତ୍ରୀ ଅରପିତାର ଭୂମିକା ପଦର୍ଶନ କରିଥିଲେ । ଏହି ସିରିଏଲରେ ସେ ବହୁତ ଅଧିକ ସୁନ୍ଦର ଓ ଗ୍ଲାମରସ ନଜର ଆସୁଛନ୍ତି । ହେଲେ ଶ୍ଵେତା ବିନା ମେକଅପରେ ଶ୍ଵେତାଙ୍କ ରଙ୍ଗ ଶ୍ୟାମଳ ନଜର ଆସେ । ଏହା ସହିତ ତାଙ୍କ ଆଖି ତଳେ ଥିବା କଳା ଦାଗ ମଧ୍ୟ ନଜର ଆସୁଛି ।
କୃତିକା ସେଙ୍ଗର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତ୍ରୀ କୃତିକା ସେଙ୍ଗର । ଏହି ସିରିଏଲରେ ସେ ଆରତୀର ଭୂମିକା ପଦର୍ଶନ କରି ଫେମସ ହୋଇ ଯାଇଥିଲେ । ବିନା ମେକଅପରେ କୃତିକାଙ୍କ ଚେହେରା ଶ୍ୟାମଳ ନଜର ଆସେ । ହେଲେ ସେ ନିଜ ଚେହେରାକୁ ବହୁତ ଭଲ ଭାବରେ ମେଣ୍ଟେନ କରିଛନ୍ତି । ବିନା ମେକଅପରେ ମଧ୍ୟ ସେ ଭଲ ଦେଖା ଯାଉଛନ୍ତି ।
ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ କାହାର ବିନା ମେକପ ବାଲା ଲୁକ ସବୁଠୁ ଅଧିକ ପସନ୍ଦ ଆସିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ