ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ କେବେ ନା କେବେ କୌଣସି ମଣିଷକୁ ନିଶ୍ଚୟ ଭଲ ପାଇଥିବ । ବହୁତ ଜଣ ଏମିତି ଅଛନ୍ତି ଯେଉଁମାନେ ନିଜ ଜୀବନସାଥିକୁ ପାଇ ପ୍ରେମରେ ସଫଳ ହୋଇଛନ୍ତି ଓ ଏମିତି ମଧ୍ୟ ଅନ୍ୟ କେତେଜଣ ଅଛନ୍ତି ଯେଉଁମାନେ ପ୍ରେମରେ ଅସଫଳ ହୋଇ ଯାଇଛନ୍ତି । ବର୍ତ୍ତମାନର ଦୁନିଆରେ ଏକ ପରଫେକ୍ଟ ଲାଇଫ ପାର୍ଟନର ମିଳିବା ବହୁତ କଷ୍ଟକର ହୋଇଛି । ହେଲେ ବନ୍ଧୁଗଣ ଯଦି ଆପଣ ବର୍ତ୍ତମାନ କାହାକୁ ପ୍ରେମ କରୁଛନ୍ତି ବା କାହା ସହିତ ରିଲେସନସିପରେ ଅଛନ୍ତି ତା ହେଲେ ଆପଣ ମାନଙ୍କ ପାଇଁ ଆମେ ଏକ ବହୁତ ଗୁରୁତ୍ଵପୂର୍ଣ୍ଣ ବିଷୟ ନେଇ ଆସିଛୁ ।
ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି ୬ଟି ପ୍ରଶ୍ନ ନେଇ ଆସିଛୁ ଯାହାକୁ ଆପଣ ନିଜ ପାର୍ଟନରକୁ ପଚାରିବେ । ଏହି ୬ଟି ପ୍ରଶ୍ନର ଉତ୍ତର ଜାଣି ଆପଣ ବୁଝିପାରିବେ ଯେ, ଆପଣଙ୍କ ପାର୍ଟନର ଆପଣଙ୍କୁ ସଚ୍ଚୋଟ ପ୍ରେମ କରୁଛି ନା ଆପଣଙ୍କୁ ଧୋକା ଦେଉଛି । ତାହାଲେ ଆସନ୍ତୁ ଜାଣିବା ଏହି ପ୍ରଶ୍ନ ଗୁଡିକ ବିଷୟରେ ।
୧. ଆମର ପ୍ରଥମ ପ୍ରଶ୍ନଟି ହେଉଛି, ତୁମେ ମୋତେ କଣ ପାଇଁ ଭଲ ପାଉଛ ?
ଉତ୍ତର- ମୁଁ ଜାଣିନି
ବନ୍ଧୁଗଣ ଏହା ବ୍ଯତୀତ ଯଦି ଆପଣ ଅନ୍ୟ କିଛି ଉତ୍ତର ତଥା, ତମେ ବହୁତ ଭଲ, ତମେ ବହୁତ ସୁନ୍ଦର ବା ତମେ ମୋ ପାଇଁ ପରଫେକ୍ଟ ଆଦି କଥା ଶୁଣିବେ ତା ହେଲେ ଜାଣିଯାନ୍ତୁ ଆପଣଙ୍କ ପାର୍ଟନର ଆପଣଙ୍କୁ ସଚ୍ଚୋଟ ପ୍ରେମ କରୁ ନାହାନ୍ତି । କାରଣ ସେମାନଙ୍କର ଉତ୍ତର ଅନୁଯାୟୀ ଯଦି ଆପଣ ସୁନ୍ଦର ବା ଭଲ ହୋଇ ନଥାନ୍ତେ ତା ହେଲେ ସେ ଆପଣଙ୍କୁ ପ୍ରେମ କରି ନଥାନ୍ତେ । ତେଣୁ ବନ୍ଧୁଗଣ ଯଦି ତାଙ୍କର ଉତ୍ତର ହେବ ସେ ଜାଣି ନାହାନ୍ତି ତା ହେଲେ ସେ ଆପଣଙ୍କୁ ସଚ୍ଚୋଟ ପ୍ରେମ କରୁଛନ୍ତି ।
୨. ଯଦି ତୁମ ବିବାହ ତୁମ ଘର ଲୋକ ଆଉ କାହା ସହିତ କରିଦେବେ ତ କଣ କରିବ ?
ଯଦି ଝିଅ ଆପଣଙ୍କୁ ପ୍ରକୃତରେ ଭଲ ପାଉଥିବ ତା ହେଲେ ସେ ଉତ୍ତର ଦେଇ କହିବ, ଏତେ କାହାର ସାହାସ ନାହିଁ ।
୩. ଯଦି ତୁମ ପାଖରେ ଜୀବନର ଶେଷ ୨୪ ଘଣ୍ଟା ଅଛି ତା ହେଲେ ତୁମେ ମୋ ସହ କଣ କରିବାକୁ ଇଛା କରିବ ?
ଉତ୍ତର- ବନ୍ଧୁଗଣ ଏହି ପ୍ରଶ୍ନର ବିଭିନ୍ନ ପ୍ରକାରର ଉତ୍ତର ଆପଣ ଶୁଣିବାକୁ ପାଇବେ ହେଲେ ଏହାର ଠିକ ଉତ୍ତର ହେଉଛି, ତୁମ କୋଳରେ ଶୋଇ ଶେଷ ନିଶ୍ଵାସର ଅପେକ୍ଷା କରିବି ।
୪. ତୁମକୁ ପ୍ରେମ ଦରକାର ନା ପରିବାର ଦରକାର ?
ଉତ୍ତର- ବନ୍ଧୁଗଣ ଏହି ପ୍ରଶ୍ନର ବହୁତ ପ୍ରକାର ଉତ୍ତର ଆପଣ ଶୁଣିବେ ହେଲେ ଏହାର ପ୍ରକୃତ ଉତ୍ତର ହେଉଛି ଯଦି ଆପଣଙ୍କ ପାର୍ଟନର ଆପଣଙ୍କୁ ସଚ୍ଚୋଟ ପ୍ରେମ କରୁଥିବେ ତା ହେଲେ ସେ ଉତ୍ତର ଦେଇ କହିବେ, ଆମେ ବିବାହ କରିବା ନାହିଁ ହେଲେ ଜୀବନ ସାରା ସାଥି ରହିବା ।
୫. ଯଦି ମୋ ପ୍ରତି ବୋରିଙ୍ଗ ଅନୁଭବ କରିବ ତା ହେଲେ ତମେ କଣ କରିବ ?
ଉତ୍ତର- ବନ୍ଧୁଗଣ ଯଦି ଆପଣଙ୍କ ପାର୍ଟନର ଆପଣଙ୍କୁ ସଚ୍ଚୋଟ ପ୍ରେମ କରୁଥିବେ ତା ହେଲେ ସେ ଉତ୍ତର ଦେଇ କହିବେ, ତୁମ ସାମ୍ନାକୁ ଆସିବି ନାହିଁ ।
ବନ୍ଧୁଗଣ ଆପଣଙ୍କୁ ଏହି ଟିପ୍ସ ଗୁଡିକ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ଲଭ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।