Bollywood ଓ TV ଇଣ୍ଡଷ୍ଟ୍ରିର 7 ଜଣ ଅଭିନେତ୍ରୀ ଯିଏ ବହୁତ ସୁନ୍ଦର ଅନ୍ଦାଜରେ ଦେଖାଇଲେ ନିଜର ବେବୀ ବମ୍ପ

ବନ୍ଧୁଗଣ ଆଜିକାଲି ଏକ ନୂଆ ଟ୍ରେଣ୍ଡ ଆରମ୍ଭ ହୋଇ ଯାଇଛି । ବଲିଉଡ ଆକ୍ଟ୍ରେସ ହୁଅନ୍ତୁ ବା ଟିଭି ଆକ୍ଟ୍ରେସ ସମସ୍ତେ ନିଜର ପ୍ରେଗନେନ୍ସି କୁ ଖୋଲିକି ପ୍ରକାଶ କରୁଛନ୍ତି ଓ ନିଜର ବେବି ବମ୍ପ କୁ ବି ଦେଖାଉଛନ୍ତି । ବେବି ବମ୍ପ ସହିତ ଅନେକ ଫଟୋ ଶୁଟ ବି କରୁଥିବାର ଏହି ଅଭିନେତ୍ରୀ ମାନେ ନଜର ଆସନ୍ତି । ଏମିତି ରେ ଆଜି ଆମେ ଆପଣଙ୍କୁ ଏହିପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯେଉଁମାନେ ଖୋଲିକି ନିଜ ପ୍ରେଗନେନ୍ସି କୁ ଶେୟାର କରି ନିଜର ବେବି ବମ୍ପ ର ଫଟୋ ମଧ୍ୟ ଶେୟାର କରିଛନ୍ତି ।

ନେହା କଲ

ନେହା କଲ ବହୁତ ସିରିଏଲରେ କାମ କରିସାରିଛନ୍ତି । ଯେପରି କି  ‘ବହୁ ହାମାରା ରଜନୀକାନ୍ତ’ ,’ ମେ ତେରା ହିରୋ’ ଭଳି ଅନେକ ସିରିଏଲ । ସେ ମଧ୍ୟ ଦୁଇଟି ଫିଲ୍ମ ‘ ହେଟ ଷ୍ଟୋରି 2 ‘ ଓ ‘ତନୁ ୱେଡଶ ମନୁ’ ରେ ମଧ୍ୟ କାମ କରିଛନ୍ତି । ୨୦୧୯ରେ ତାଙ୍କ ଗର୍ଭବତୀ ହେବାର ଖବର ସାମ୍ନାକୁ ଆସିଥିଲା । ସେ ମଧ୍ୟ୍ୟ ତାଙ୍କର ବହୁତ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ସେ ଏକ ଝିଅକୁ ଜନ୍ମ ଦେଇଥିଲେ ।

ପ୍ରିୟଙ୍କା ଛିବ୍ବର

ପ୍ରିୟଙ୍କା ଛିବ୍ବର ବହୁତ ହିନ୍ଦୀ ସୋ ରେ କାମ କରିସାରିଛନ୍ତି । ସେ ୨୦୧୯ ରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ସେ ଗର୍ଭବତୀ ଥିବାବେଳେ ତାଙ୍କର ଫଟୋକୁ ସେ ସୋସିଆଲ ମିଡିଆରେ ମଧ୍ୟ୍ୟ ସେୟାର କରିଥିଲେ । ସେ ବିକାଶ କଲନ୍ତ୍ରୀଙ୍କୁ ବିବାହ କରିଥିଲେ । ବିକାଶ କଲନ୍ତ୍ରୀ ମଧ୍ୟ ଜଣେ ଅଭିନେତା ଥିଲେ । ପ୍ରିୟଙ୍କା ‘ୟେ ରିସ୍ତା କ୍ୟା କେହେଲତା ହେ’ ଟିଭି ସୋ ରେ କାମ କରିସାରିଛନ୍ତି ।

ପସମୀନ ମନଚନ୍ଦା

ପସମୀନ ମନଚନ୍ଦା ସ୍ଵାମୀଙ୍କ ନାଁ ବରୁଣ ସୋବତେ । ସେ ଏକ ଆକାଉଣ୍ଟଟାଣ୍ଡ ଅଟନ୍ତି । ବରୁଣ ସୋବତେ ଜଣେ ଫେମସ ଟିଭି ଆକ୍ଟର ଅଟନ୍ତି ଓ ତାଙ୍କୁ ଷ୍ଟାର ପ୍ଲସ ର ସୋ ‘ଇସ ପ୍ୟାର କୋ କ୍ଯା ନାମ ଦୂ’ ରୁ ବହୁତ ସଫଳତା ମିଳିଥିଲା । ସେ ୨୦୧୯ ରେ ଗର୍ଭବତୀ ହୋଇଥିବା କଥା ସୋସିଆଲ ମିଡିଆରେ ଫଟୋ ସେୟାର କରି ଜଣେଇଥିଲେ । ସେ ୨୦୧୯ ରେ ଏକ ଝିଅକୁ ଜନ୍ମ ଦେଇଥିଲେ ।

ଲଭଲୀନ କୌର ଶସନ

ଲଭଲୀନ କୌର ଶସନ ‘ସାଥ ନିଭାନା ସଥିୟା’ ସୋରେ ବହୁତ ଲୋକପ୍ରିୟତା ହାସଲ କରିଥିଲେ । ସେ ତାଙ୍କ ଗର୍ଭବତୀ ସମୟରେ ବହୁତ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ତାଙ୍କର ଫ୍ୟାନ୍ସ ମାନେ ମଧ୍ୟ ତାଙ୍କୁ ବହୁତ ଶୁଭେଶ୍ଚା ଦେଇଥିଲେ ।

ଏକତା କଲ

ଏକତା କଲ ୨୦୧୮ରେ ସୁମିତ ବ୍ୟାସଙ୍କ ସହିତ ବିବାହ କରିଥିଲେ । ସେ ମଧ୍ୟ ନିଜ ବେବି ବମ୍ପ ର ଫଟୋ ସମସ୍ତଙ୍କ ସହିତ ଶେୟାର କରିଥିଲେ । ସେ ତାଙ୍କର ଫୋଟ କୁ ସୋସିଆଲ ମିଡିଆରେ ପୋଷ୍ଟ କରି ବହୁତ ଶୁଭେଚ୍ଛା ସାଉଁଟିଛନ୍ତି ।

ବୁର୍ନା ଅବଦୁଲା

ବୁର୍ନା ଅବଦୁଲା ଏକ ବ୍ରାଜିଲିୟନ ମହିଳା ଅଟନ୍ତି । ସେ ୨୦୧୯ ରେ ଏକ ଝିଅକୁ ଜନ୍ମ ଦେଇଥିଲେ । ତାଙ୍କୁ ଏକ ନାଚୁରାଲ ଶିଶୁକୁ ଜନ୍ମଦେବାର ଥିଲା , ତେଣୁ ସେ ପାଣି ଭିତରେ ତାଙ୍କ ଝିଅକୁ ଜନ୍ମ ଦେଇଥିଲେ । ସେହି ଶିଶୁକୁ ମଧ୍ୟ୍ୟ ୱାଟର ବେବି କୁହାଯାଏ । ସେ ଆଇ ହେଟ ଲଭ ଷ୍ଟୋରି , ଗ୍ରାଣ୍ଡ ମସ୍ତି , ଦେଶୀ ବୟେଜ ଆଦି ଫିଲ୍ମରେ କାମ କରି ସାରିଛନ୍ତି ।

ସାରା ଅରଫିନ ଖାଁନ

ସାରା ଅରଫିନ ଖାଁନ ବହୁତ ସୋ ରେ କାମ କରିସାରିଛନ୍ତି । ଯେପରି କି ଢୁଣ୍ଡ ଲେଗି ମଞ୍ଜିଲ ଓ ଲଭ କା ହେ ଇନ୍ତିଜାର ରେ କାମ କରିସାରିଛନ୍ତି । ସେ ଦୁଇଟି ସନ୍ତାନର ମାଆ ଅଟନ୍ତି । ସେ ଯାଆଁଳା ଶିଶୁଙ୍କୁ ଲଣ୍ଡନରେ ଥିବାବେଳେ ଜନ୍ମ ଦେଇଥିଲେ । ସେ ମଧ୍ୟ ନିଜର ବେବି ବମ୍ପ ଫଟୋ ସମସ୍ତଙ୍କ ସହିତ ଶେୟାର କରିଥିଲେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *