ସୁଶାନ୍ତ ସିଂହ ରାଜପୁତଙ୍କ କେସକୁ ସିବିଆଇ ତଦନ୍ତ କରିବା ଦ୍ଵାରା ବହୁତ ପରିବର୍ତ୍ତନ ଦେଖିବାକୁ ମିଳିଛି । ବନ୍ଧୁଗଣ ପ୍ରଥମେ ସୁଶାନ୍ତଙ୍କ କେସକୁ ମୁମ୍ବାଇ ପୋଲିସ ତଦନ୍ତ କରୁଥିଲା ହେଲେ ମୁମ୍ବାଇ ପୋଲିସ ଏହି କେସକୁ ବନ୍ଦ କରିବା ପାଇଁ ଚେଷ୍ଟା କରିଥିଲା । ହେଲେ ସୁପ୍ରିମ କୋର୍ଟର ନିର୍ଦେଶ ଅନୁଯାଇ ବର୍ତ୍ତମାନ ଏହି କେସର ତଦନ୍ତ ସିବିଆଇ କରୁଛି । ଯାହାଫଳରେ ଏହି କେସ ସହ ସମ୍ବନ୍ଧିତ ବହୁତ କିଛି ପ୍ରମାଣ ସିବିଆଇ ହାତରେ ଆସିଛି ।
ସିବିଆଇ ତଦନ୍ତରେ ରିୟାଙ୍କ ବିରୋଧରେ ଏକ ଠୋସ ପ୍ରମାଣ ମିଳିଛି, ଯାହା ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ପ୍ରମାଣ ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ସୁଶାନ୍ତଙ୍କ କେସରେ ଇଡି ରିୟାଙ୍କ ବିରୁଧରେ ଏକ ବଡ ପ୍ରମାଣ ସିବିଆଇକୁ ଦେଇଛି । ଇଡି ମତରେ ରିୟା ନିଶା କରୁଥିଲେ ଓ ନିଶା କରିବା ସହ ନିଶାର ବ୍ୟାପାର ମଧ୍ୟ କରୁଥିଲେ । ଖବର ଆସିଛି ଯେ ଡ୍ରଗ୍ସ ସ୍ମଗଲିଙ୍ଗରେ ରିୟାଙ୍କ ବହୁତ ବଡ ହାତ ଅଛି । ପୂର୍ବରୁ ଖବର ମିଳିଥିଲା ଯେ, ସନ୍ଦିପ ବାରମ୍ବାର ଦୁବାଇ ଯାଉଥିଲେ ଏହା ମଧ୍ୟ ହୋଇପାରେ ସେ ଡ୍ରଗ୍ସର ଡ଼ିଲିଙ୍ଗ ପାଇଁ ଯାଉଥିବେ । ଅନ୍ୟ ପକ୍ଷରେ ସୁବ୍ରମନ୍ୟମ ସ୍ଵାମୀ ମଧ୍ୟ କହିଛନ୍ତି ଯେଉଁ ଦିନ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିଲା ସେହି ଦିନ ସୁଶାନ୍ତଙ୍କ ଘରକୁ ଦୁବାଇରୁ ଜଣେ ଡ୍ରଗ୍ସ ମାଫିଆ ତାଙ୍କ ଘରକୁ ଆସିଥିଲା ।

ଖବର ଅନୁସାରେ ଜଣା ପଡିଛି ଯେ ସେହି ଡ୍ରଗ୍ସ ମାଫିଆ ଜଣକ ରିୟାଙ୍କ ପାଖକୁ ଆସିଥିଲା । ହୋଇପାରେ ସେହି ଡ୍ରଗ୍ସ ମାଫିଆ ମାଧ୍ୟମରେ ସୁଶାନ୍ତଙ୍କ ହତ୍ୟା ହୋଇଛି । ରିୟା ଚକ୍ରବର୍ତ୍ତୀଙ୍କ କଳା କାରନାମା ପୁରା ଦେଶ ଜାଣି ସାରିଛି । ୨୦୧୯ରେ ରିୟାଙ୍କର ବାର୍ଷିକ ଆୟ ଥିଲା ୧୮ ଲକ୍ଷ ଟଙ୍କା । ଏହି ଡ୍ରଗ୍ସ ବ୍ୟାପାର ଦ୍ଵାରା ରିୟା ବହୁତ ଟଙ୍କା କମାଇ ଥିଲେ ।

ଏହା ସହିତ ସୁଶାନ୍ତଙ୍କୁ ନିଜ ପ୍ରେମ ଜାଲରେ ପକାଇ ସୁଶାନ୍ତଙ୍କ ସମ୍ପତ୍ତିକୁ ମଧ୍ୟ ଲୁଟି ଥିଲେ । କଳାଧନ ଦ୍ଵାରା ରିୟା ୭୫ ଲକ୍ଷ ଟଙ୍କାର ଫ୍ଲାଟ କିଣିଥିଲେ । ସିବିଆଇର ମୁଖ୍ୟ ଅଫିସରଙ୍କ ସହ ଇଡିର ମୁଖ୍ୟ ଅଫିସର ରିୟାଙ୍କ ବିଷୟରେ କଥା ହୋଇଥିଲେ ଓ ରିୟାଙ୍କ ବିରୋଧରେ ଏହି ସବୁ ପ୍ରମାଣ ଦେଇଥିଲେ । ସିବିଆଇ ଏହି କେସ ସହ ଜଡିତ ସମସ୍ତ ଲୋକଙ୍କୁ ପଚରା ଉଚରା କରିସାରିଛି ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ରିୟାଙ୍କୁ ପଚରା ଉଚରା କରିନାହିଁ । ହେଲେ କିଛି ଦିନ ମଧ୍ୟରେ ସିବିଆଇ ରିୟାଙ୍କ ସହ ସବୁଠାରୁ ଅଧିକ ପଚରା ଉଚରା କରିବ । ବର୍ତ୍ତମାନ ସିବିଆଇ ରିୟାଙ୍କ ବିରୋଧରେ ପ୍ରମାଣ ହାସଲ କରୁଛି ।
ଏଥିରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ବଲିଉଡର ସବୁ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

