ସୁଶାନ୍ତ ଙ୍କ ପୋଷ୍ଟମଟମ୍ ରିପୋ୍ଟ ରେ ନାହିଁ ସୁଶାନ୍ତ ଙ୍କ ମୃତ୍ୟୁ ସମୟ । ଆକ୍ଟର୍ ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ରହସ୍ୟ କୁ ନେଇ ପ୍ରତିଦିନ ନୂଆ ଖୁଲାସା ହେଉଅଛି। ବର୍ତମାନ ସୁଶାନ୍ତ ଙ୍କ ପିତା ଙ୍କ ଓକିଲ ବିକାଶ ସିଂ ନୂଆ ଅଭିଯୋଗ ଦାବି କରିଛନ୍ତି । ବିକାଶ ସିଂ କହିଛନ୍ତି ସୁଶାନ୍ତ ଙ୍କ ପୋଷ୍ଟମର୍ଟମ୍ ରିପୋ୍ଟ ଟେକ୍ନିକାଲି ଭୁଲ୍ ଅଟେ। ବିକାଶ କହିଛନ୍ତି ରିପୋ୍ଟରେ ଟାଇମ ଓ ଡେଟ୍ ଦିଆ ଯାଇ ନାହିଁ।
ସୁଶାନ୍ତ ଙ୍କ ପିତା ଙ୍କ ଓକିଲ ବାରମ୍ବାର ମହାରାଷ୍ଟ୍ର ସରକାର ଏବଂ ମୁମ୍ବାଇ ପୋଲିସ୍ ଙ୍କ ତଦନ୍ତ ଉପରେ ନିଜର ଅଭିଯୋଗ ଦର୍ଶାଇଛନ୍ତି। ସୁଶାନ୍ତ ଙ୍କ ମାମଲାରେ ବିକାଶ ଯେଉଁ ନୂଆ ତଥ୍ୟ ଦେଇଛନ୍ତି ତାହା ହେଉଛି ପୋଷ୍ଟମେଟମ୍ ରିପୋ୍ଟରେ ମୃତ୍ୟୁ ସମୟ ଦିଆ ଯାଇ ନାହିଁ। ଯେ କୌଣସି ରିପୋର୍ଟ ରେ ଟାଇମ ଓ ଡେ଼ଟ୍ ରହିଥାଏ କିନ୍ତୁ ସୁଶାନ୍ତ ଙ୍କ କେଶ୍ ରେ ନାହିଁ ।
ଏବେ ବିକାଶ କହିଛନ୍ତି କି ଯଦି ଟାଇମ୍ ଓ ଡେଟ୍ କୁହା ଯାଇଥାନ୍ତା ତେବେ ଏହା ସ୍ପଷ୍ଟ ହୋଇ ଯାଇଥାନ୍ତା କି ସୁଶାନ୍ତ ଙ୍କୁ ମାରି ଦିଆଯାଇଛି କି ସେ ନିଜେ ଆତ୍ମହତ୍ୟା କରିଛନ୍ତି ।ବିକାଶ କହିଛନ୍ତି ମୁମ୍ବାଇ ପୋଲିସ୍ ଏବଂ କୁପର ହସ୍ପିଟାଲ୍ କୁ ଏହି ପ୍ରଶ୍ନ ର ଉତ୍ତର ଦେବାକୁ ହିଁ ହେବ କି ପୋଷ୍ଟମର୍ଟମ ରିପୋର୍ଟରେ ଟାଇମ ଓ ଡେଟ୍ କାହିଁକି ଦିଆ ଯାଇନାହିଁ।ବିକାଶ ଏହା ମଧ୍ୟ କହିଛନ୍ତି କି ଯେବେ ପର୍ଯ୍ୟନ୍ତ CBI ଏହି ଜିନିଷ ଉପରେ ତଦନ୍ତ ନ କରିବ ସେବେ ପର୍ଯ୍ୟନ୍ତ କିଛି ତଥ୍ୟ ସାମ୍ନାକୁ ଆସିବନାହିଁ ।
CBI ସବୁ ଉପରେ ତଦନ୍ତ କରିବା ଦରକାର୍ ଏବଂ ସୁଶାନ୍ତ ଙ୍କ ମୃତ୍ୟୁ ର ଅସଲ୍ ଦୋଷୀ କୁ ଦଣ୍ଡ ମିଳିବା ଦରକାର୍ ଏବଂ ସୁଶାନ୍ତ ଆଊ ତାଙ୍କ ପରିବାର ଲୋକଙ୍କୁ ନ୍ୟାୟ ମିଳିବା ଦରକାର୍ । ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ମିଳୁ ବୋଲି ଚାହୁଁଛନ୍ତି ତେବେ comment ରେ ଲେଖନ୍ତୁ ” justice for SSR” ଏବଂ ଆମ ପେଜ କୁ ଲାଇକ କରନ୍ତୁ। ଧନ୍ୟବାଦ