ସୋସିଆଲ ମିଡିଆ ଏମିତି ଏକ ଜାଗା ଯେଉଁଠି ଲୋକେ ପ୍ରତିଦିନ ନିଜ ନିଜ ନୂଆ କରନାମା ନେଇ ଚର୍ଚାରେ ରୁହନ୍ତି । ଆପଣ ଏମିତି ବହୁ ଲୋକ ବିଷୟରେ ଶୁଣିଥିବେ । ଏମିତି ଏକ ମହିଳା ବିଷୟରେ କହିବାକୁ ଯାଉଚୁ ତାଙ୍କ ବିଷୟରେ ଆପଣ ଜାଣିଲେ ବିଶ୍ବାସ କରି ନପାରି ଆଶ୍ଚର୍ଯ୍ୟ ହୋଇଯିବେ । ସେ ଗୋଟିଏ ଖାସ କଥା କୁ ନେଇ ଫେମସ ଯାହାକୁ ଜାଣି ଆପଣ ବିଶ୍ବାସ କରି ପାରିବେନି ।
ଏବେ ଆପଣଙ୍କୁ ଯେଉଁ ମହିଳା ବିଷୟରେ କହିବାକୁ ଯାଉଛୁ ତାଙ୍କ କାମ ହେଲା ଲୋକଙ୍କ ପାଖରେ ଶୋଇବା । ଆଜ୍ଞା ହଁ, ଏହା ସତକଥା ସେ କେବଳ ଲୋକଙ୍କ ପାଖେ ଶୋଇ କି ଭଲ ପଇସା ରୋଜଗାର କରିନିଏନ୍ତି । ଆପଣ ଜାଣି ଆଶ୍ଚର୍ଯା ହେବେ କି ତାଙ୍କ ସହିତ ଶୋଇବା ପାଇଁ ବିବାହିତା, ଛାଡପତ୍ର ଦେଇ ରହୁଥିବା ଲୋକ , ସିଂଗଲ ପୁଅ ଝିଅ ଏମିତି କି ସେହି ଲୋକ ମଧ୍ୟ ଆସନ୍ତି ଯିଏ ନିଜ ଜୀବନରେ ଖୁସିରେ ଅଛନ୍ତି। ଏହି ମହିଳା ଜଣକ ଏହି କାମ କରି ମାସକୁ ଆରାମ ସେ 28 ଲକ୍ଷ ଟଙ୍କା କମେଇ ନିଅନ୍ତି ।
ଆମେରିକାର କ୍ୟାନଜସ ସହରରେ ଏହି ମହିଳା ରୁହନ୍ତି , ତାଙ୍କ ନା ମେରି । ମେରି ନିଜ କାମ ପାଇଁ ଆଜି କାଲି ସୋସିଆଲ ମେଡିଆ ରେ ବହୁ ଚର୍ଚା ରେ ରହୁଛନ୍ତି । ମେରି ଜଣେ ପ୍ରଫେଶନାଲ କଡଲର ତାଙ୍କ କାମ ହେଲା ଲୋକଙ୍କୁ କୁଣ୍ଢେଇ ଧରି ଶୋଇବା , ଏହି କାମ ପାଇଁ ସେ ଲକ୍ଷେ ଉପରେ ଚାର୍ଜ କରନ୍ତି ଆଉ ତାଙ୍କ ପାଖେ କସ୍ଟମରଙ୍କ ଭିଡ ଲାଗି ରହିଥାଏ ।
ଆପଣ ଆଜି ଯାଏ ଦୁନିଆରେ ଯେତେ ଅଲଗା ପ୍ରକାର ଚାକିରି ବିଷୟରେ ଶୁଣିଥିବେ ଏହି ଚାକିରି ତା ଭିତରୁ ଗୋଟିଏ । କହି ରଖୁଚୁ ମେରିଙ୍କର ଗୋଟେ ସେଶନ 4 ଘଣ୍ଟା ରହେ , ମାନେ ଯେଉଁ ବ୍ୟକ୍ତି ତାଙ୍କ ସେବା ନେବେ ସେ କେବଳ ଅଧିକ ରୁ ଅଧିକ 4 ଘଣ୍ଟା ତାଙ୍କୁ ଖୁଣ୍ଢେଇ ଶୋଇ ପାରିବେ , ମେରିଙ୍କର କିଛି ନିୟମ ଅଛି ତାକୁ ମାନିବାକୁ ପଡେ।
ଯେମିତିକି ଯେଉ କସ୍ଟମାର ଏହି ସାର୍ଭିସ ନେବାକୁ ଚାହିବେ ତାଙ୍କ ଶରୀରରେ ପୁରା କପଡା ରହିବା ଦରକାର , ଆଊ ସେଇ ସେଶନରେ ତାଙ୍କର କୌଣସି ଶାରୀରିକ ସମ୍ବନ୍ଧ ରଖିବାକୁ ଇଛା ନ ରହିବା ଦରକାର , ଏହି ସବୁ ନିୟମ ମାନି ଲୋକ ତାଙ୍କ ସହ ସମୟ କାଟି ପାରିବେ ।
ମେରି ଙ୍କ କହିବାନୁସାରେ ଏହା ଦ୍ଵାରା ଶରୀରରେ ଅକ୍ସିଟେସିନ ନାମକ ଏକ ହରମୋନ ରିଲିଜ ହୁଏ, ଯାହା ମାନସିକ ସ୍ଟ୍ରେସ ରିଲିଜ କରିବାରେ ସାହାର୍ଯ୍ୟ କରେ , ଆପଣ ଭାବୁଥିବେ କଣ ଏମିତି ସମ୍ଭବ ? ଆଜ୍ଞା ହଁ କହିରଖୁଚୁ କି ଏହା ପୁରା ସମ୍ଭବ , ସେଇଥିପାଇଁ ତ ମେରି ବର୍ଷକୁ 28 ଲକ୍ଷ କମଉଛନ୍ତି , ଆଉ ସେତିକି ନୁହଁ ଲୋକ ତାଙ୍କ ସହ ଶୋଇବା ପାଇଁ ନମ୍ବର ଲଗେଇ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ।
ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଦେଶଦୁନିଆ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ