ମୟୂର ପଙ୍ଖ ଘରେ କେଉଁଠି ରଖିବା ଦ୍ଵାରା ଆର୍ଥିକ ସ୍ଥିତି ମଜଭୁତ ହୋଇଥାଏ, ଜାଣନ୍ତୁ ମୟୂର ପଙ୍ଖର ଅପୂର୍ବ ଚମତ୍କାରୀତା ! Mayur Pankh

ବନ୍ଧୁଗଣ ପ୍ରତ୍ଯେକଟି ବ୍ୟକ୍ତି ଆବଶ୍ୟକତା ପୂରଣ ପାଇଁ ଟଙ୍କାର ସର୍ବ ପ୍ରଥମ ଆବଶ୍ୟକତା ପଡିଥାଏ । କାରଣ ଟଙ୍କା ଦ୍ଵାରା ବ୍ୟକ୍ତି ନିଜ ପାଇଁ ନିଜର ସମସ୍ତ ଦରକାରୀ ବସ୍ତୁ ଗୁଡିକୁ କିଣିପାରିଥାଏ । ହେଲେ ଟଙ୍କା ରୋଜଗାର କରିବା ସହ ଯଦି ଆପଣ ଏହି ଉପାୟ ଗୁଡିକୁ ମଧ୍ୟ କରି ଦେଖିବେ । ତେବେ ଆପଣଙ୍କର ଟଙ୍କା ଆସିବା 2 ଗୁଣ ବଢିଯାଇଥାଏ । ମୟୂର ପଙ୍ଖ ଦ୍ଵାରା ଏହି ସମସ୍ତ ଆର୍ଥିକ ସ୍ଥିତିକୁ ମଜଭୁତ କରିବାର ଉପାୟକୁ ଥରେ କରି ଦେହନ୍ତୁ ।

ମୟୂର ପଙ୍ଖ ଏକ ଶକ୍ତିଶାଳୀ ଜନ୍ତ୍ର ଅଟେ । ପ୍ରାଚୀନ କାଳରୁ ହିଁ ମୟୂର ପଙ୍ଖର ବହୁଳ ବ୍ୟବହାର ହୋଇ ଆସୁଛି । 1- ଯେଉଁ ବ୍ୟକ୍ତି ବଂଶୀ ସହ ମୟୂର ପଙ୍ଖକୁ ରଖିଥାଏ । ସେହି ଘରର ପରିବାରର ସଦସ୍ୟଙ୍କ ମଧ୍ୟରେ ମଧୁରତା ବଢିଥାଏ । 2- ସନ୍ଧ୍ୟା ଆଳତୀ ପରେ ସମସ୍ତ ଘରର ରୁମ୍ କୁ ଯାଇ ମୟୂର ପଙ୍ଖକୁ ଜୋର ଜୋର କରି ହଲାନ୍ତୁ । ଏହା ଦ୍ଵାରା ଯଦି ଘରେ କୌଣସି ପ୍ରକାର ନକରାତ୍ମକ ଶକ୍ତି ରହିଥାଏ । ତେବେ ଏହି ଉପାୟ ଦ୍ଵାରା ଘରୁ ଚାଲି ଯାଇଥାଏ ।

3- ମୟୂର ପଙ୍ଖକୁ ଘରର ଏପରି ସ୍ଥାନରେ ରଖନ୍ତୁ । ଯାହା ଉପରେ ସମସ୍ତଙ୍କ ନଜର ସେହି ମୟୂର ପଙ୍ଖ ଉପରେ ପଡ଼ିପାରୁଥିବ । ଏହା ଦ୍ଵାରା ଘରର ସଦସ୍ୟକ ନଜର ମୟୂର ପଙ୍ଖ ଉପରେ ପଡିବା ଦ୍ଵାରା ସମସ୍ତଙ୍କ ମନ ପ୍ରଫୁଲ୍ଲିତ ରହିଥାଏ । ଏଥିସହ ସମସ୍ତଙ୍କର ସବୁ କ୍ଷେତ୍ରରୁ ଉନ୍ନତି ମଧ୍ୟ ହୋଇଥାଏ ।

4- ବିଦ୍ୟାର୍ଥୀ ମାନେ ଯଦି ନିଜ ପାଠ ପଢା ବହିରେ ମୟୂର ପଙ୍ଖକୁ ରଖିଥାନ୍ତି । ତେବେ ସେମାନଙ୍କର ପାଠ ପଢା ବହୁତ ଭଲ ହୋଇଥାଏ । 5- ଘରର ପ୍ରତ୍ଯେକଟି ରୁମ୍ ରେ ଗୋଟିଏ ଗୋଟିଏ ମୟୂର ପଙ୍ଖ ରଖନ୍ତୁ । ଏହା ଦ୍ଵାରା ସମସ୍ତ ଘରୁ ସବୁ ପ୍ରକାର ନକରାତ୍ମକ ଶକ୍ତି ଚାଲି ଯାଇଥାଏ ।

6- ଯେଉଁ ବ୍ୟକ୍ତିର ରାହୁମ କେତୁ ବା କାଳସର୍ପ ଦୋଷ ରହିଥାଏ । ସେମାନେ ନିଜ ପାଖରେ ଗୋଟିଏ ମୟୂର ପଙ୍ଖ ରଖିବା ନିହାତି ରଖିବା ଉଚିତ । ଯାହା ଦ୍ଵାରା ସେମାନଙ୍କର ମଙ୍ଗଳ ହୋଇଥାଏ । 7- ଯେଉଁ ଛୋଟ ପିଲା ଛୋଟ ବେଳୁ ବହୁତ ଜିଦିଆ ସ୍ଵଭାବର ହୋଇଯାଉଥାଏ । ସେହି ପିଲା ସାମ୍ନାରେ ମୟୂରପଙ୍ଖକୁ ହଲାଇ ତା’ ର ପବନ ପିଲା ଦେହରେ ବାଜିବାକୁ ଦିଅନ୍ତୁ । ଏଥିସହ ପିଲା ଶାନ୍ତ ଓ ଭଲ ସ୍ଵଭାବର ହୋଇବ ।

ନଚେତ ଘରର ଫ୍ୟାନରେ ମୟୂର ପଙ୍ଖ ଲଗାଇ ଦିଅନ୍ତୁ । ଯାହା ଦ୍ଵାରା ପିଲାର ଜିଦି ଧୀରେ ଧୀରେ କମିବାକୁ ଲାଗିବ । ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *