ଇଶ୍ଵରଙ୍କୁ ଭାବି କୌଣସି ଏକ ନମ୍ବରକୁ ନିଜ ପାଇଁ ବାଛିନିଅନ୍ତୁ, ଜାଣନ୍ତୁ କେବେ ଆପଣଙ୍କର ଇଛା ପୂରଣ ହେବ ? Tarot card reading

ପ୍ରତ୍ଯେକଟି ବ୍ୟକ୍ତିର କିଛି ନ କିଛି ଇଛା ତା’ ମନରେ ରହିଥାଏ । ହେଲେ ସେହି ଇଛା ତା’ ର ପୂରଣ ହେବ କି ନାହିଁ ? ସେହି କଥାକୁ ନେଇ ମଧ୍ୟ ବ୍ୟକ୍ତି ବେଳେବେଳେ ଚିନ୍ତାରେ ପଡିଯାଇଥାଏ । ତେବେ ତା’ ର ଇଛା କେବେ ପୂରଣ ହେବ ଓ ଇଛା ପୂରଣ ପାଇଁ କେତେ ଦିନ ସମୟ ଲାଗିବ ? ଏହିଭଳି ଅନେକ କିଛି କଥା ମନ ମଧ୍ୟରେ ଉଙ୍କି ମରିଥାଏ । ତେବେ ଆମେ ଆପଣଙ୍କୁ 3 ଟି ନମ୍ବର ଯେପରି 111, 444 ଓ 777 ଦେଇଛୁ । ଏଥିମଧ୍ୟରୁ କୌଣସି ଏକ ନମ୍ବରକୁ ବାଛି ନିଜ ଇଛା କେବେ ପୁରା ହେବ ? ତାହା ଜାଣିପାରିବେ ।

111- ଯେଉଁ ମାନେ 111 ନମ୍ବରକୁ ବାଛିଛନ୍ତି । ସେମାନଙ୍କର ଯାହା ବି ଇଛା ବା ଯାହା ବି ସ୍ଵପ୍ନ ରହିଛି । ତାହା ହେଉ ହେଉ ସେହି କାମଟି ବିଗିଡି ଯାଉଛି । ଯେତେ ଥର ଆପଣ ପଡି ପୁଣି ଥରେ ଉଠି ଠିଆ ହେବାକୁ ଚାହୁଁଛନ୍ତି । ତଥାପି ଆପଣଙ୍କର କାମ ଅଧାରେ ରହିଯାଉଛି । ହୁଏତ ଆପଣ ନିଜ କାମରେ ହେଳା କରୁଥାଇ ପାରନ୍ତି ।

ନଚେତ କୌଣସି ବ୍ୟକ୍ତି ଆପଣଙ୍କ ମିତ୍ର ହୋଇ ସୁଦ୍ଧା ଶତ୍ରୁ ଆପଣଙ୍କ ପାଇଁ ସାଜୁଥାନ୍ତି । ତେଣୁ ଯେପର୍ଯ୍ୟନ୍ତ ଆପଣଙ୍କ ଇଛା ସଫଳ ହୋଇନହିଁ । ସେ ପର୍ଯ୍ୟନ୍ତ ସେ ସମ୍ପର୍କରେ କାହାକୁ ମଧ୍ୟ କିଛି କୁହନ୍ତୁ ନାହିଁ । କେବଳ ନିଜ ଇଛା ପୂରଣ ଦିଗରେ ଫୋକୋଷ କରନ୍ତୁ ।

444- ଆପଣଙ୍କର ଯାହା ବି ଇଛା ରହିଛି । ସେଥିପାଇଁ ଆପଣ ବହୁତ ପରିଶ୍ରମ କରିବାକୁ ପଡିବ । କାରଣ କଥାରେ ଅଛି ଯଦି ଭାଗ୍ୟ ବି ସାଥ ଛାଡିଦିଏ । ତଥାପି କର୍ମର ଫଳ ଆମକୁ ନିହାତି ମିଳିଥାଏ । ତେଣୁ ନିଜର ସ୍ଵପ୍ନକୁ ଫୁଲଫୁଲ କରିବା ପାଇଁ ଯେତେ ବାଧାବିଘ୍ନ ଆସୁ ପଛେ ଆପଣ ପଛ ଘୁଞ୍ଚା ଦିଅନ୍ତୁ ନାହିଁ । ଆଗକୁ ନିଜର ଲକ୍ଷସ୍ତଳରେ ପହଞ୍ଚିବାକୁ ଚେଷ୍ଟା କରନ୍ତୁ ।

777- ଆପଣଙ୍କର ଯାହା ବି ଇଛା ରହିଛି । ଆପଣ ସେହି କ୍ଷେତ୍ରରେ କାମ କରି ମଧ୍ୟ ସହଜରେ ସଫଳତା ପାଇପାରୁନାହାନ୍ତି । କାରଣ ଆପଣଙ୍କୁ ସେଥିପାଇଁ ସଠିକ ଭାବେ କିଛି ସୂଚନାର ଆବଶ୍ୟକତା ରହୁଛି । କାହାର ଗାଇଡାନ୍ସ ଦରକାର ପଡୁଛି । ତେଣୁ ନିଜ କାର୍ଯ୍ୟରେ ବା ଇଛା ପୂରଣ ପାନ ସବୁ କିଛି ବୁଝିବିଚାରୀ ତାହା ଉପରେ ଫୋକୋଷ କରନ୍ତୁ । ସଫଳତା ଦିନେ ଆପଣଙ୍କ ଜୀବନରେ ବି ଆସିବ । ହେଲେ ଆପଣଙ୍କୁ ସବୁ ଠିକ ଭାବେ କରି ଆଗକୁ ବଢିବା ପାଇଁ ପଡିବ । ଯାହା ଦ୍ଵାରା ବହୁତ ଶୀଘ୍ର ସଫଳତା ପାଖରେ ପହଞ୍ଚି ପାରିବେ ।

ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *