ଯୋଡା ଶ୍ରାବଣରେ ଶିବଙ୍କୁ ଦର୍ଶନ ଲାଗି ବାହାରିଥିଲେ କାଉଡିଆ, କିନ୍ତୁ ଚାଲିଗଲା 5 ଜଣଙ୍କ ଜୀବନ…

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଅକାଳରେ ଚାଲିଗଲା ପାଞ୍ଚ କାଉଡିଆଙ୍କ ଜୀବନ ଏବଂ ମଝିରେ ରହିଗଲା ଶିବ ଦର୍ଶନ ହଁ ଦର୍ଶକବନ୍ଧୁ ଏଭଳି କାହିଁକି ହେଲା । କୁହାଯାଏ ଯିଏ ମହାପ୍ରଭୁ ଶିବଙ୍କୁ ପ୍ରସନ୍ନ କରନ୍ତି  ସେମାନଙ୍କ ଉପରେ ମହାପ୍ରଭୁ କୃପା ସଦାସର୍ବଦା ରହିଥାଏ । ତେବେ ଏହି ପାଞ୍ଚ ଜଣ ଏଭଳି କଣ କଲେ ଯେ ଶିବଙ୍କୁ ଦର୍ଶନ କରିବା ପୂର୍ବରୁ ଚାଲିଗଲା ଜୀବନ ।

ଆମ ଶାସ୍ତ୍ରରେ ସ୍ପଷ୍ଟ ରୂପେ ଲେଖାହୋଇଛି କି  ଭଗବାନ ଶିବ ହେଉଛି ଦୟାର ଇଶ୍ଵର ସେ ଯେଭଳି ଦୟାଳୁ  ଠିକ ସେହିପରି ଯଦି ତାଙ୍କ କ୍ରୋଧ ଆସେ ତେବେ ସେ କାହାରି କଥାକୁ ଶୁଣନ୍ତି ନାହିଁ  । ପଲକ ମାତ୍ର କ୍ରୋଧ ଏହି ସମଗ୍ର ସଂସାରକୁ ଧ୍ଵଂସ କରିଥାଏ । ଯଦି କେହି ପାପ କରେ ଏବଂ ଗର୍ଭବତୀ ମହିଳାଙ୍କୁ ଅପମାନ କରେ ତେବେ ଭଗବାନ ଶିବ ସେମାନଙ୍କୁ ପାପ ଶ୍ରେଣୀରେ ରଖିଥାନ୍ତି ଏବଂ ସମୟ ଆସିଲେ ଦଣ୍ଡ ଦିଅନ୍ତି ।

ତେବେ ଏହା କଣ ଭଗବାନ ଶିବଙ୍କ ଦଣ୍ଡ  । ଯଦି କୋଣସି ବ୍ୟକ୍ତି ଅଜାଣତାରେ ଭୁଲକରେ ତେବେ  ଭଗବାନ ଶିବ କ୍ଷମା କରିଥାନ୍ତି । ପରନ୍ତୁ ବ୍ୟକ୍ତି ଜାଣି ଜାଣି ଭୁଲ କରେ ତେବେ ଶିବଙ୍କ କ୍ରୋଧ  ବ୍ୟକ୍ତି ଉପରକୁ ଆସେ । ଶ୍ରାବଣ ମାସରେ ଶିବଙ୍କୁ ଦର୍ଶନ କରିବା ନିମନ୍ତେ ବେଶ ଖୁସିରେ  କାଉଡିଆ ଭାଇମାନେ ଜଳ  ନେଇ ବାହାରିପଡିଥିଲେ ।

ମାତ୍ର କିଏ ବା ଜାଣିଥିଲା ଏହା ତାଙ୍କର ଶେଷ ଯାତ୍ରା ବୋଲି । ଗତିକାଲି ହରିଦ୍ଵାରରୁ ପାଣି ନେଇ ରାଲି କରି ବାହାରିପଡିଥିଲେ ଜଳଲାଗି କରିବା ପାଇଁ ସୂଚନା ମୁତବାକ ସନ୍ଧ୍ୟା 6 ଟା ସମୟରେ ଡ଼ିଜେ ସହକାରେ ଗାଁକୁ ପହଞ୍ଚିଲେ । ଗାଁରେ ପ୍ରବେଶ କରିବା ମାତ୍ରକେ ହାଇ ବୋଲଟେଜ dj ସଂସ୍ପର୍ଶ ରେ ଆସିବାରୁ କାଉଡିଆମାନଙ୍କର ଜୀବନ ଚାଲିଯାଇଥିଲା ।

ତେବେ ସେମାନଙ୍କୁ ଡାକ୍ତରଖାନାରେ ବତ୍ତି କରାଗଲା କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଲୋକେ କହୁଛନ୍ତି କୋଣସି ପାପ କରିବା ଦ୍ଵାରା ଏଭଳି ଘଟିଛି କାରଣ ଭୋଳାନାଥ ଯେତେ ଭଲ ସେତେ ଖରାପ । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରିଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *