ସାପ ଧରାଳି ଆସିଥିଲା ସାପ ଧରିବାକୁ ହେଲେ ଝିଅଙ୍କୁ ନେଇକି ପଳେଇଲା, ବାଦଲ ଓ ସୋନାମଙ୍କର ନିଆରା ସାପ ପ୍ରେମ କାହାଣୀ ….

ନମସ୍କାର ବନ୍ଧୁଗଣ ।  ସୂଚନା ମୁତାବକ ସାପ ଧରାଳି ଆସିଥିଲା ସାପ ଧରିବାକୁ ,ହେଲେ ସାପ ଧରିବ ବଦଳରେ ଝିଅଧରିଲା ଓ ବାହାହେଲା । ହଁ ଦର୍ଶକବନ୍ଧୁ ସାପ ଧରାଳିଙ୍କ ପ୍ରେମ କାହାଣୀ ଯାହା ସୋସିଆଲ ମିଡିଆରେ ବେସ୍ ଚର୍ଚ୍ଚାର ବିଷୟ ହୋଇଛି । ଏହି ପ୍ରେମକୁ ଦର୍ଶକମାନେ ସାବାସି ଦେଉଛନ୍ତି ଏବଂ ସାପ ଧରାଳି ପ୍ରେମ ନିଆରା ବୋଲି କହୁଛନ୍ତି । ତେବେ ସୂଚନା ଅନୁସାରେ ବିହାର ବାଗଲ ପୁରର ନୁରପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ଝାରଖଣ୍ଡରେ ସୋନାମ ଶର୍ମା ରୁହନ୍ତି ଏବଂ ସୋସିଆଲ ମିଡିଆରେ ସୋନାମ ଶର୍ମା ବାଦଲକୁ ଅନେକ ଥର ସାପ ଧରିଥିବା ଦେଖିଛନ୍ତି । ବାଦଲଙ୍କ ସାପ ଧରା ପଦ୍ଧତି ସୋନାମକୁ ବେଶ୍ ପ୍ରଭାବିତ କରିଛି  ଏବଂ ଏହା ପରେ ସୋନାମ ତାଙ୍କୁ ଭଲ ପାଇବସିଥିଲେ । ବାଦଲକୁ  ପ୍ରଥମେ ସୋନାମ ଶର୍ମା  ପ୍ରେମର ପ୍ରୋପୋସଲ ଦେଇଥିଲେ ଏବଂ ସାପ ଧରାଳି ବାଦଲ ମଧ୍ୟ ତାହାକୁ ସ୍ଵୀକାର କରିଥିଲେ ।

ସୋସିଆଲ ମିଡିଆରେ ଆରମ୍ଭ ହୋଇଥିଲା ଏହି ପ୍ରେମ କାହାଣୀ ଯାହାକୁ ସୋନାମଙ୍କ  ଘରଲୋକେ ଆଦୌ ପସନ୍ଦ କରିନଥିଲେ । ତେଣୁ ସୋନାମ ନିଷ୍ପତି ନେଇଥିଲେ କି ସେ ସବୁଦିନ ପାଇଁ ବାଦଲର ହେଇଯିବେ । ଏଥିପାଇ ସେ ନିଜ ଘରକୁ ଛାଡି ବାଦଲ ପାଖକୁ ପଲେଇ ଆସିଥିଲେ ଏବଂ ଉଭୟ ମାତାରାଣୀଙ୍କ ଆଗରେ ବିବାହ କରିଛନ୍ତି ଓ ଏହି ବିବାହକୁ ବାଦଲର ଘରଲୋକେ ସହମତି ଦେଇଛନ୍ତି ।

ଉଭୟଙ୍କ ବିବାହରେ ବାଦଲର ଘରଲୋକେ ସାମିଲ ହୋଇ ଆର୍ଶୀବାଦ ଦେଇଥିବା ଚିତ୍ର ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । କେତେକ ସୋସିଆଲ ମିଡିଆରେ କହୁଛନ୍ତି କି ସାପ ଧରାଳି ସାପ ଧରିବା ପାଇଁ ଆସି ଝିଅକୁ ଧରି ପଳେଇଛି କିନ୍ତୁ ଆଉ କେତେକ ଲୋକେ ଏହାକୁ ସମର୍ଥନ ଜଣାଇ ଏମାନଙ୍କ ପ୍ରେମ ଅମର ହୋଇକି ରହୁ ବୋଲି କହିଥିବା ଦେଖିବାକୁ  ମିଳିଛି ।

ତେବେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇ ବେସ୍ ଖୁସି ଅଛନ୍ତି । ସୋନାମଙ୍କ ପ୍ରେମ ଆସି ସଫଳ ହୋଇ ତେଣୁ ସେ ବିବାହ କରି ସବୁଦିନ ବାଦଲ ସାପ ଧରିବାକୁ ଯେଉଁ ଗାଡିର ବ୍ୟବହାର କରିଥାନ୍ତି । ସେହି ଗାଡିରେ ବସି ଘରକୁ ଯାଉଛନ୍ତି ତେବେ ଏହି ସାପ ପ୍ରେମକାହାଣୀ ଆପଣମାନଙ୍କୁ କେମିତି ଲାଗିଛି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ  ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *