ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ପୁଣି ଘଟିଲା ଭୟଙ୍କର ଦୁର୍ଘଟଣା ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ ଏବଂ ଚାହୁ ଚାହୁ ଘଟଣାସ୍ଥଳରେ ଚାଲିଗଲା 29 ଜୀବନ । ମେକାନିକାଲ ଫେଲ୍ ଯୋଗୁଁ ଘଟିଲା ଏଭଳି ଭୟଙ୍କର ଦୁର୍ଘଟଣା । ହଁ ଦର୍ଶକବନ୍ଧୁ ପୁଣି ଏକ ଅଭାବନୀୟ ଘଟଣା ସାମନା ଆସିଛି । ଯାହାକୁ ଶୁଣିବ ପରେ ଆପଣଙ୍କ ଆଖିରୁ ଲୁହ ଲୁହ ଆପେ ଆପେ ଘଡିଆସିବ ।

କାରଣ ଗୋଟାଏ ପରେ ଗୋଟାଏ ଭୟଙ୍କର ଦୁର୍ଘଟଣା ମନକୁ କୋଳାହିତ କରୁଛି । ବାହାନଗା ଦୁର୍ଘଟଣାକୁ ଏଯାଏ ବୁଲିନଥିବା ଲୋକେ ଏଭଳି ଘଟଣା ସମସ୍ତକୁ ଶକାବ୍ଦ କରିଛି । ଏହି ଘଟଣା ଟି ହେଉଛି ଆମେରିକାର ମେଫ୍ସିକୋରେ । ତେବେ ସୂଚନା ମୁତାବକ ଯାତ୍ରୀବାହୀ ଟ୍ରେନ ଟି ଯାଉଥିବା ବେଳେ ନିଜର ଭାରସାମ୍ୟ ହରାଇ ଘାଟି ମଧ୍ୟକୁ ଗଳିପଡିଲା ।
ଯାହା ଦ୍ଵାରା ଏଥିରେ ଯାତ୍ରାକରୁଥିବା ଯାତ୍ରୀମାନେ ଘାଟି ମଧ୍ୟକୁ ପଡିଯାଇଥିଲେ । ଘଟଣାସ୍ଥଳରେ 29 ଜଣକର ମୃତ୍ୟୁ ହୋଇଥିବା ବେଳେ 20ରୁ ଉର୍ଦ୍ଧ ଲୋକ ଗୁରୁତର ଭାବରେ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଘଟଣା ଟି ମେକାନିକାଲ ଫେଲ୍ ଯୋଗୁଁ ଘଟିଛି ବୋଲି କହୁଛନ୍ତି । ବସ୍ ରେ 20 ଜଣ ପୁରୁଷ ଓ 20 ଜଣ ମହିଳାଙ୍କ ସହ ସାନ ଶିଶୁ ଯାତ୍ରା କରୁଥିଲେ ।

ମାତ୍ର କିଏ ବା ଜାଣିଥିଲା ଯେ ଏପରି ଘଟିବ ବୋଲି ଖୁସିରେ ଯାଉଥିବା ଯାତ୍ରୀମାନେ ଆଉ ଘର କୁ ଆସିପାରିଲେନି । ଏହି ଘଟଣାଟି ଜାଣିବା ପରେ ଉଦ୍ଧାରକାରୀ ଧଳ ସେହି ସ୍ଥାନକୁ ପହଞ୍ଚିଥିଲେ ଓ ଗୁରୁତର ଲୋକଙ୍କୁ ଉଦ୍ଧାର କରି ଡାକ୍ତରଖାନା ବର୍ତ୍ତି କରାଇ ଚିକିତ୍ସା ପ୍ରଦାନ କରାଇଥିଲେ । 29 ଯାତ୍ରୀ ସେହି ସ୍ଥାନରେ ନିଜ ପ୍ରାଣ ହରାଇଛନ୍ତି ।
ଏହାକୁ ଶୁଣିବା ପରେ ଆମେରିକାର ରାଜ୍ୟପାଳ ଘଟଣା ସ୍ଥଳକୁ ଯାଇ ତାହାର ଅନୁସନ୍ଧାନ କରିଥିଲେ ଓ ଯାତ୍ରୀମାନଙ୍କୁ ସାନ୍ତ୍ଵନା ଦେଇ ସାହାଯ୍ୟ ପାଇଁ ହାତ ବଢାଇଛନ୍ତି । ଏଭଳି ଭୁଲ ଯେପରି ଆଗାମୀ ଦିନମାନଙ୍କରେ ନ ଘଟେ ପୂର୍ବରୁ ପଦକ୍ଷେପ ଗ୍ରହଣ କରିବା କଥା କହିଛନ୍ତି । ବସ୍ ଦୁର୍ଘଟଣାକୁ ଅକାଳରେ 29 ଲୋକଙ୍କର ଜୀବନ ନେଇଯାଇଛି । ଏହି ଖବର କି ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

