ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ପ୍ରେମ ପାଇଁ ପ୍ରେମିକ ପାକିସ୍ତାନରୁ ଭାରତ ଆସିଥିବା ବିଷୟ ଆମେ ସମସ୍ତର ଜାଣିଛୁ । ନୋଏଡୋର ସଚିନଙ୍କୁ ଭଲ ପାଇଁ ବସିଥିଲେ ପାକିସ୍ତାନି ମହିଳା ସୀମା ହାଇଦର । ପାକ ରେ ଥିବା ଘରକୁ 12 ଲକ୍ଷ ଟଙ୍କାରେ ବିକି 4 ପିଲାଙ୍କୁ ଧରି ପ୍ରେମିକ ପାଖକୁ ଆସିଥିଲେ । କାରୋନା ସମୟରେ PUBG ଖେଳୁ ଉଭୟଙ୍କ ପରିଚୟ ହୋଇଥିଲା ।

ପରେ ଏହା ପ୍ରେମ ବନ୍ଧନରେ ପରିଣତ ହୋଇ ଉଭୟ ଉଭୟଙ୍କୁ ଭଲ ପାଇ ବସିଥିଲେ । ସୀମା ହାଇଦର ବିବାହିତ ଥିଲେ ଏବଂ ତାଙ୍କର 4 ଟି ପିଲା । ମାତ୍ର ପ୍ରେମ କଣ ଏସବୁକୁ ଦେଖେ 27 ବର୍ଷୀୟ ସୀମା ଓ 22 ବର୍ଷ ସଚିନ ପ୍ରେମରେ ଏତେ ଲୀନ ହୋଇଯାଇଥିଲେ ଯେ ସୀମା ବୁଲିଗଲେ କି ଜଣେ ବିବାହିତ ସ୍ତ୍ରୀ । ସୀମା ନିର୍ଣ୍ଣୟ କରିଥିଲେ ଯେ ସେ ଯେମିତି ବି ହେଉନ ଭା ରତ ଯିବେ ଓ ସଚିନକୁ ଦ୍ଵିତୀୟ ବିବାହ କରିବେ ସଚିନ ମଧ୍ୟ ଏଥିରେ ରାଜି ଥିଲେ ।
ତେଣୁ ସୀମା ନିଜ ଘରକୁ ବିକ୍ରି କରି ବହୁତ କଷ୍ଟକରି ନିଜକୁ ହିନ୍ଦୁ କହି ଭାରତ ପହଞ୍ଚି ଯାଇଥିଲେ । ମାତ୍ର ଯେବେ ଉଭୟ ବିବାହ କରିବା ପାଇଁ ଓକିଲ ଙ୍କ ପାଖକୁ ଯାଇଥିଲେ ସେଠାରେ ସୀମାଙ୍କ ସତ ପ୍ରକାଶ ହୋଇଯାଇଥିଲା । ତେଣୁ ପୋଲିସ ଉଭୟଙ୍କୁ ଗିରଫ କରି ଥିଲା ମାତ୍ର ସୀମା ଓ ସଚିନ କହିଛନ୍ତି ଆମର ବିବାହ କରିଦିଅନ୍ତୁ ।

ସଚିନଙ୍କ ମତରେ ସେ କିଛି ଭୁଲ କରିନାହାଁନ୍ତି । ତେଣୁ ସେ ପ୍ରଧାନମନ୍ତ୍ରୀ ଓ ଉତ୍ତରପ୍ରଦେଶ ମନ୍ତ୍ରୀଙ୍କୁ ତାଙ୍କ ବିବାହ କରିବାକୁ ଅନୁରୋଧ କରିଛନ୍ତି । କାରଣ ପ୍ରେମ କରିବା ଭୁଲ ନୁହେଁ ମୁଁ କିଛି ଭୁଲ କରିନି । ମହିଳା କହୁଛନ୍ତି ଯେ ପାକିସ୍ତାନରେ ମୋର କେହି ନାହାଁନ୍ତି ମୁଁ ସଚିନକୁ ବିବାହ କରି ଏଠାରେ ରହିବି ।
ମାତ୍ର ପୋଲସି ଏହାକୁ କଦାପି ଶୁଣିନି ଓ ଉଭୟଙ୍କୁ ଗିରଫ କରିଛି ପୋଲିସ । ଏହା ବ୍ଯତୀତ ସଚିନ ଓ ତାଙ୍କ ବାପାଙ୍କ ନାମରେ ଆଇପିଏସ ଧାରା ଷଡଯନ୍ତ୍ର ଏବଂ 34 ଧାରାରେ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି । ଏହି ଖବର ସମ୍ପର୍କରେ ଆଗକୁ ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ଓ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ।

