ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଏଠି ଡାକ୍ତର ନୁହେଁ ଟେକନିସିଆନ କରୁଛନ୍ତି ଆଖି ପରୀକ୍ଷା , ମୋ ଆଖିକୁ ଅନ୍ଧ କରିଦେଇଥାନ୍ତେ ନକଲି ଡାକ୍ତର । ସାମାନ୍ୟ ଟେକନିସିଆନ ଡାକ୍ତର ବୋଲି କହି ଖେଳୁଛି ରୋଗୀମାନଙ୍କ ସହ କିନ୍ତୁ ଜଣେ ବ୍ୟକ୍ତି ତାଙ୍କୁ ଧରିଦେଲେ । ସୂଚନା ଅନୁସାରେ ଘଟଣା ଟି ହେଉଛି ଭୁବନେଶ୍ୱରର 14 ତାରିଖ ଦିନ ବ୍ୟକ୍ତିଜଣକ ଆଖି ପରୀକ୍ଷା ପାଇଁ ଆସିଥିଲେ ।

ସେଠାରେ ଯେବେ ଆଜି ଆଖି ପରୀକ୍ଷା କରୁଛନ୍ତି ତେବେ ଡାକ୍ତର କହିଲେ ଯେ ଆପଣଙ୍କ ଆଖିତ ଗୋଟେ ପଟ -4 ଓ ଆଉ ଗୋଟେ ପଟେ -5 ବାହାରିଛି ଓ ଆପଣଙ୍କୁ pg ପରୀକ୍ଷା କରାଇବାର ଅଛି । ଏହା ଶୁଣିବା ପରେ ବ୍ୟକ୍ତି କହିଲେ ଫିଜି କଣ ଆଜ୍ଞା ? ବ୍ୟକ୍ତି ଜଣକ ଡାକ୍ତରଙ୍କୁ ଫିଜିର ଫୁଲ୍ ଫର୍ମ ପଚାରୁଛନ୍ତି । ଡାକ୍ତର ଉତ୍ତରରେ ମୁଁ ଜାଣିନି କହିଛନ୍ତି ତେବେ ହିଁ ବ୍ୟକ୍ତିଙ୍କୁ ସନ୍ଦେହ ହୋଇଥିଲା ଯେ ସତରେ ଡାକ୍ତର ବା ନାହିଁ ।
ମାତ୍ର ଡାକ୍ତରଙ୍କ ସ୍ଥାନରେ ବସିଛନ୍ତି ମାନେ ନିହାନ୍ତି ଡାକ୍ତରଙ୍କ ହୋଇଥିବେ ବୋଲି ଭାବି ଚଷମା ତିଆରି କରିବା ପାଇଁ କହି ଘରକୁ ଯାଇଥିଲେ । ଯେଉଁଦିନ ସେ ପୁଣ୍ୟବାର ଆସି ଚଷମା ଦେଖିଥିଲେ ତେବେ ତାହା ଦେଖିବାକୁ ଗୋଟେ କାଚ ମୋଟା ଓ ଆଉ ଏକ କାଚ ପତଳା । ଏହି ସମ୍ପର୍କରେ ଡାକ୍ତରକୁ ପଚାରୁ ଛନ୍ତି ଡାକ୍ତର କହିଲେ ଆପଣଙ୍କର -4 ,-5 ବାହାରିଛି ତେଣୁ କରି ଏପରି ହେଇଛି ।

ମାତ୍ର ବ୍ୟକ୍ତି କହିଲେ ତେବେ ବି ଏଭଳି ହେବନି ଆପଣ କେଉଁଠିକାର ଡାକ୍ତର ମୋତେ କୁହନ୍ତୁ । ଡାକ୍ତର କଥା ଶୁଣି ସେ ଚଷମା ନେଇକି ଦୁଇ ଦିନ ପିନ୍ଧିଲା ପରେ ତାଙ୍କ ଆଖି ବୁଲାଇଲା ଓ ମୁଣ୍ଡ ଭାରଗ୍ରସ୍ତ ହୋଇପଡିଥିଲା । ତେଣୁ ସେ ଅନ୍ୟଡାକ୍ତରଙ୍କ ପାଖକୁ ଯାଇ ଯେବେ ଦେଖାଇଥିଲେ ତେବେ ଜାଣିପାରିଲେ ସେ ଡାକ୍ତରଙ୍କର ନୁହନ୍ତି ଟେକନିସିଆନ ବ୍ୟକ୍ତି କହୁଛନ୍ତି ସେ ନକଲି ଡାକ୍ତରଜଣକ ମୋତେ ଅନ୍ଧ କରିଦେଇଥାନ୍ତା ।
ତେଣୁ ତାଙ୍କ ଉପରେ ଅଭିଯୋଗ କରିଛନ୍ତି ବ୍ୟକ୍ତିଜଣକ ଓ ଜନସାଧାରଣଙ୍କ ଆଖି ସହ ଖେଳିବା ଅନୁଚିତ୍ ବୋଲି କହିଛନ୍ତି । ଡାକ୍ତରଙ୍କ ବିନା ପ୍ରମାଣ ପତ୍ରରେ ତାଙ୍କୁ ବସାଇଥିବାରୁ ଚକ୍ଷୁ ଚିକିତ୍ସାଳୟ ଉପରେ ମଧ୍ୟ ଅଭିଯୋଗ କରାଯାଇଥିବା ସୂଚନା ମିଳିଛି । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

