ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଜିର ବର୍ତ୍ତମାନ ସମୟରେ ଜଣେ ବ୍ୟକ୍ତିଙ୍କ ପାଖରେ ଯେତେ ମଧ୍ୟ କୌଶଳ ବିଦ୍ୟା ରହିଥାଉ । ସେହି ବ୍ୟକ୍ତିବିଶେଷକୁ ଜେନରାଲ ନଲେଜ ବା ସାଧାରଣ ଜ୍ଞାନର ମଧ୍ୟ ଆବଶ୍ୟକତା ରହିଥାଏ । କାରଣ ସାଧାରଣ ଜ୍ଞାନ ଜାଣିବା ଦ୍ଵାରା ଏହା ନୀତିଦିନିଆ ଜୀବନ ଠାରୁ ଆରମ୍ଭ କରି ଚାକିରି କରିବା ସମୟରେ ମଧ୍ୟ ଦରକାରୀ ହୋଇଥାଏ । ତେବେ ଚାଲନ୍ତୁ କିଛି ଜ୍ଞାନପୂର୍ଣ୍ଣ ସାଧାରଣ ଜ୍ଞାନ ବିଷୟରେ ଆଲୋଚନା କରିବା ।

୧;- କେଉଁ ପଶୁର କ୍ଷୀର ଗୋଲାପୀ ରଙ୍ଗର ହୋଇଥାଏ ?
ଉତ୍ତର;- ହିପୋ ପଶୁର କ୍ଷୀରର ରଙ୍ଗ ଗୋଲାପୀ ହୋଇଥାଏ ।
୨;- ସିମେଣ୍ଟ କାରଖାନାର ସିମେଣ୍ଟ ଗୁଣ୍ଡ କେଉଁ ରୋଗ ସୃଷ୍ଟି କରେ ?
ଉତ୍ତର;- ସିମେଣ୍ଟ କାରଖାନାର ସିମେଣ୍ଟ ଗୁଣ୍ଡ ଯକ୍ଷ୍ମା ରୋଗ ସୃଷ୍ଟି କରିଥାଏ ।
୩;- କଞ୍ଚା କଦଳୀକୁ ଇଂରାଜୀରେ କଣ କୁହନ୍ତି ?
ଉତ୍ତର;- କଞ୍ଚା କଦଳୀକୁ ଇଂରାଜୀରେ ର’ ବାନାନା କୁହାଯାଇଥାଏ ।
୪;- ରକ୍ତର ତରଳ ଅଂଶକୁ କଣ କୁହାଯାଇଥାଏ ?
ଉତ୍ତର;- ରକ୍ତର ତରଳ ଅଂଶକୁ ପ୍ଲାଜମା କୁହାଯାଇଥାଏ ।
୫;- ଦାନ୍ତ କେଉଁଥିରେ ତିଆରି ହୋଇଥାଏ ?
ଉତ୍ତର;- ଦାନ୍ତ କ୍ୟାଲସିୟମ ଫସଫେଟରେ ତିଆରି ହୋଇଥାଏ ।

୬;- କନ୍ଦମୂଳକୁ ଇଂରାଜୀରେ କଣ କୁହାଯାଇଥାଏ ?
ଉତ୍ତର;- କନ୍ଦମୂଳକୁ ଇଂରାଜୀରେ ସ୍ଵୀଟ ପୋଟାଟୋ କୁହାଯାଇଥାଏ ।
୭;-ଆମେ କାହିଁକି ଅଧିକ ହାଇ ମାରୁ ?
ଉତ୍ତର;- ଅଧିକ ଅମ୍ଳଜାନ ହେତୁ ଆମେ ଅଧିକ ହାଇ ମାରିଥାଉ ।
୮;- ଖାଦ୍ୟ କେଉଁଠାରେ ହଜମ ହୁଏ ?
ଉତ୍ତର;- ଖାଦ୍ୟ ପାକସ୍ଥଳୀ ଠାରେ ହଜମ ହୁଏ ।
୯;- ଶରୀରର ମୁଖ୍ୟ କାହାକୁ କୁହାଯାଏ ?
ଉତ୍ତର;- ମସ୍ତିସ୍କକୁ ଶରୀରର ମୁଖ୍ୟ କୁହାଯାଇଥାଏ ।
୧୦;- ସାଧାରଣ ମଣିଷର ଶରୀରରେ କେତେ ଲିଟର ରକ୍ତ ଥାଏ ?
ଉତ୍ତର;- ସାଧାରଣ ମଣିଷର ଶରୀରରେ ୬.୨ ଲିଟର ରକ୍ତ ଥାଏ ।

୧୧;- ଡାଲଚିନି ସହିତ କଣ ଖାଇଲେ ମୁଣ୍ଡ ବିନ୍ଧା ଦୂର ହୁଏ ?
ଉତ୍ତର;- ଡାଲଚିନି ସହିତ ମହୁ ମିଶାଇ ଖାଇଲେ, ମୁଣ୍ଡ ବିନ୍ଧା ଦୂର ହୋଇଥାଏ ।
୧୨;- ମଣିଷ ମିଛ କହିଲେ ଶରୀରର କେଉଁ ଅଂଶ ଗରମ ହୋଇଥାଏ ?
ଉତ୍ତର;- ମଣିଷ ମିଛି କହିଲେ ଶରୀରର ନାକ ଅଂଶ ଗରମ ହୋଇଯାଇଥାଏ ।
୧୩;- ଆମର କେତୋଟି ଇନ୍ଦ୍ରିୟ ରହିଛି ?
ଉତାର;- ଆମର ୫ ଟି ଇନ୍ଦ୍ରିୟ ରହିଛି ।
୧୪;- ଶଣ୍ଢ କେଉଁ ଦେଶର ଜାତୀୟ ପଶୁ ଅଟେ ?
ଉତ୍ତର;- ଶଣ୍ଢ ସ୍ପେନ ଦେଶର ଜାତୀୟ ପଶୁ ଅଟେ ।
୧୫;- ମୁହଁରେ କେତୋଟି ହାଡ ରହିଛି ?
ଉତ୍ତର;- ମୁହଁରେ ୧୪ ଟି ହାଡ ରହିଛି ।
ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଅଧିକରୁ ଅଧିକ ଜ୍ଞାନପୂର୍ଣ୍ଣ ସାଧାରଣ ଜ୍ଞାନ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

