‘ଅଡିସନରେ କହିଲେ ଡ୍ରେସ ଟେକିବାକୁ…ଏଠି ଫିଲ୍ମ ହେଉନି ଏଠି ଖାଲି deha ବେପାର ପାଇଁ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଫିଲ୍ମ ତ ଚାଲୁନାହିଁ ! ହେଲେ ଏଠି dehaବେପାର ଚାଲିଛି ! ବିଗବ୍ରେକ ରିୟାଲିଟି ସୋ’ରୁ ନିଜ ହିରୋଇନ କ୍ଯାରିଆର ଅଭିନେତ୍ରୀ ରୂପଶ୍ରୀ ପଣ୍ଡା ଆରମ୍ଭ କରିଥିଲେ । ତେବେ ଏହାରି ମଧ୍ୟରେ କିଛି ଫିଲ୍ମ ଓ ଆଲବମରେ ମଧ୍ୟ ରୂପଶ୍ରୀଙ୍କ ଦେଖିବା ପାଇଁ ମଧ୍ୟ ମିଳି ସାରିଛି । ହେଲେ ଓଡିଆ ସିନେ ଇଣ୍ଡଷ୍ଟ୍ରିକୁ ନେଇ ଗଣ ମାଧ୍ୟମ ସାମ୍ନାରେ ଖୋଲାଖୋଲି ଭାବରେ ଏପରି କିଛି ରୋକଠୋକ ମନ୍ତବ୍ୟ ଅଭିନେତ୍ରୀ ରୂପଶ୍ରୀ ପଣ୍ଡା ରଖିଛନ୍ତି ।

ତେବେ ରୂପଶ୍ରୀଙ୍କ କହିବା ଅନୁସାରେ ଫିଲ୍ମ କ୍ଯାରିଅର କରିବା ଏତେ ବି ସହଜ ହୋଇନଥାଏ । ଯେଉଁ ମାନେ ଫିଲ୍ମ ବାଗରାଉଣ୍ଡରୁ ବଢି ଆସିଛନ୍ତି । କି ଯାହାଙ୍କ ପାଖରେ ଟଙ୍କା ବହୁତ ଅଛି । ସେମାନେ ଯଦିଓ ବହୁତ ଶୀଘ୍ର ସବୁ କିଛି ଫିଲ୍ମ ଲାଇନରେ ଆଚିଭ କରିନେଇଥାନ୍ତି । ହେଲେ ବହୁତ କିଛି ପିଲା ଅଛନ୍ତି । ଯେଉଁ ମାନେ ଫିଲ୍ମରେ କ୍ଯାରିଅର ବନାଇବାକୁ ବହୁତ ଚେଷ୍ଟା କରିଥାନ୍ତି । ସତ ହେଲେ ଏହି ଲାଇନରେ ବହୁତ କିଛି କଷ୍ଟ ମଧ୍ୟ ଫେସ କରିବାକୁ ପଡିଥାଏ ।

ତେବେ ଅଭିନେତ୍ରୀ ରୂପଶ୍ରୀ ପଣ୍ଡାଙ୍କ କହିବା ଅନୁସାରେ ମୁଁ ନିଜେ ମଧ୍ୟ ଏହି ସବୁ ଫିଲ୍ମ କ୍ଯାରିଅରରେ ପ୍ରୋବ୍ଲେମ ଦେଖି ଆସିଛି । ଯେଉଁଠାରେ କି ଅଡିସନର ଫୋଟସୁଟ ସମୟରେ କହିବେ । ଯେ ଡ୍ରେସ ଉପରକୁ ଟିକେ ଟେକ । ଆମେ ଭଲ ଭାବରେ ତମ ଫିଗରକୁ ଦେଖିବୁ । ତାପରେ ତମେ ହିରୋଇନ ଫିଗର ପାଇଁ ଫିଟ୍ କି ନାହିଁ କହିପାରିବୁ । ତେଣୁ ଓଡିଆ ସିନେ ଇଣ୍ଡଷ୍ଟ୍ରିରେ ତ ସେପରି କିଛି ଭଲ ଭଲ ମୁଭିସ ଚାଲୁନାହିଁ ।

ହେଲେ ଯଦି କହିବ ବହୁତ ଜାଗାରେ ଝିଅକୁ ହିରୋଇନ କରିବାର ଆଶାରେ deha ବେପାର ଭଲ ଚାଲିଛି । ଫିଲ୍ମରେ କ୍ଯାରିଅର କରିବା ପାଇଁ ଆସିଥିବା ବହୁତ ଜଣ ନିଉ କମର ଏହି ସବୁ ସମସ୍ଯାର ସାମ୍ନା କରିଥାନ୍ତି । ହେଲେ କିଛି ବଡ ଇସସ୍ୟୁ ହୋଇଯିବ ଭାବି କାହାକୁ କିଛି ମୁହଁ ଖୋଲି କହିପାରନ୍ତି ନାହିଁ । ଦରକାର ପଡିଲେ ସେମାନେ ଏହି ଅଭିନୟ ଲାଇନ ହିଁ ଛାଡିଦେଇଥାନ୍ତି ।

ତେଣୁ ଯଦି ଭଲ କଟେଣ୍ଟର ଫିଲ୍ମ ପ୍ରସ୍ତୁତ କରାଯାଇ କଳା କ୍ଷେତ୍ରରେ ଟାଲେଣ୍ଟ ଥିବା ପିଲାଙ୍କୁସୁଯୋଗ ମିଳିବ । ତେବେ ନିହାତି ଭାବରେ ଓଡିଆ ଫିଲ୍ମକୁ ଆଗପରି ବହୁତ ଭଲ ପାଇବା ମିଳିପାରିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *