ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ mada ଦେଖି ଦର୍ଶକ ହେଲେ ଛାନିଆ ! କଳାକାର ମାନେ ଜୀବନବିକଳରେ ଯେ ଯୁଆଡେ ଧାଇଁଲେ ! ତେବେ ଏପରି କିଛି ଅପ୍ରୀତିକର ଘଟଣା ଗଞ୍ଜାମ ଜିଲ୍ଲାଭଞ୍ଜନଗର ମହୁଲିଆ ଗ୍ରାମରେ ଦେଖିବାକୁ ମିଳିଛି । ତେବେ ସେଠାରେ ଦଣ୍ଡ ନାଚର ରେକର୍ଡ ଡାନ୍ସ ଶାନ୍ତି ଶ୍ରୁଙ୍ଖଳାର ସହ ହେଉଥିଲା । ସମସ୍ତ କଳାକାର ନିଜ ନିଜ କଳା ପ୍ରତିଭାକୁ ମଞ୍ଚ ଉପରେ ଅତି ନିଖୁଣ ଭାବରେ ଶାନ୍ତି ସହକାରେ ପଦର୍ଶନ ମଧ୍ୟ କରୁଥିଲେ ।
ତେବେ ଏହାରି ମଧ୍ୟ କିନ୍ତୁ ଏପରି କଣ ଗୋଟିଏ ଘଟି ଯାଇଥିଲା । ଯେ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲା । ଦେଖୁ ଦେଖୁ ଆଖି ପିଛୁଳାକେ ଗୋଷ୍ଟି କନ୍ଦଳ ଆରମ୍ଭ ହୋଇଯାଇଥିଲା । ମଞ୍ଚ ଉପରକୁ ମନ ଇଛା ଯିଏ ପାରିଲା ଚଢିକି ଗଣ୍ଡଗୋଳ ଆରମ୍ଭ କରିଦେଇଥିଲେ । ଯିଏ ଯାହାକୁ ପାରିଲେ ରାଗରେ ଉତ୍ତେଜିତ ହୋଇ mada ଗୋଳ କରି ଚାଲିଲେ । ତେବେ ଏହାକୁ ଦେଖି ମଞ୍ଚ ତଳେ କାର୍ଯ୍ୟକ୍ରମ ଦେଖିବା ପାଇଁ ଆସିଥିବା ଦର୍ଶକ ମଧ୍ୟ ତାଟକା ହୋଇ ଅନାଇ ରହିଥିଲେ ।
ଏହା ସହ ମଞ୍ଚ ଉପରେ ଗ୍ରାମ ଲୋକଙ୍କର kalaha ଦେଖି ମଞ୍ଚସ୍ତ ପାଇଁ ଆସିଥିବା କଳାକାର ମାନେ ନିଜ ପ୍ରାଣର ସୁରକ୍ଷା ପାଇଁ ଧାଇଁ ପଳାଇଥିଲେ । ହେଲେ ରାତିର ଏପରି ଘଟଣା ପରେ ସକାଳୁ ସକାଳୁ ଗ୍ରାମରେ ଛାଇଯାଇଥିଲା ଶୂନଶାନ । ଗ୍ରାମରେ କେହି କୁଆଡେ ମଧ୍ୟ ନଜର ଆସିନଥିଲେ । ଗତ କାଲି ରାତିରେ ଏପରି କଣ କାରଣ ଘଟିଗଲା କି ! ଲୋକେ ରାଗରେ ଉତ୍ତେଜିତ ହୋଇ ଗୋଷ୍ଟି କଳହ କରିବାକୁ ଆରମ୍ଭ କରିଦେଲେ ?
କଳହ ଓ madaଗୋଳ ମଧ୍ୟରେ ଅନେକ ଲୋକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ମଧ୍ୟରେ କିନ୍ତୁ କଳହର ପ୍ରକୃତ କାରଣ ଖୋଜିବା ପାଇଁ ବେଲଗୁଣ୍ଠା ଥାନାର ଅଧିକାରୀ ମାନେ ଘଟଣାର ତଦନ୍ତ ଆରମ୍ଭ କରିଦେଇଛନ୍ତି ତେବେ ଏଠାରେ ଆମେ କହି ରଖିବା ପାଇଁ ଚାହୁଁଅଛୁ । କି ଯାହା ମଧ୍ୟ କାରଣ ହୋଇଥାଉ ନା କାହିଁକି ?
ସେହି ସମସ୍ଯାର ସମାଧାନ ଏପରି ଭାବରେ ବିଶ୍ରୂଙ୍ଖଳାର ସହ କରିବା ଅପେକ୍ଷା ଶାନ୍ତି ସହକାରେ ଯଦି ସବୁକିଛି ସମାଧାନ କରିଥାନ୍ତେ ।ଏଭଳି ପରିସ୍ଥିତି ଉପୁଜି ନଥାନ୍ତା । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ