ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିରୋହୀ ଦଳ ନେତା ଜୟନାରାୟଣ ମିଶ୍ର ମହିଳା IIC ଙ୍କୁ ଚା-ପୁ-ଡା ମା-ରି-ଲେ । ତେବେ ବର୍ତ୍ତମାନର ସୂଚନା ଅନୁଯାଇ ଏପରି ଏକ ଖବର ଶୁଣିବାକୁ ମିଳିଛି । ଯେଉଁଠାରେ ବିଜେପି ଦଳର ବିଧାୟକ ଜୟନାରାୟଣ ମିଶ୍ର ଧନୁପାଲି ଥାନାର IIC ଅନିତା ପ୍ରଧାନଙ୍କୁ ଚା-ପୁ-ଡା ମା-ରିବାକୁ ହାତ ଉଠାଇଥିଲେ । ତେବେ ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସକୁ ବିଜେପି ଦଳର ଲୋକେ ଧସେଇ ହୋଇ ପଶିବାକୁ ଚେଷ୍ଟା କରୁଥିଲେ ।

ତେବେ ତାହାକୁ ରୋକିବାକୁ ସେଠାରେ ଉପସ୍ଥିତ ଥିବା ଅନେକ ପୋଲିସ କର୍ମଚାରୀ ଚେଷ୍ଟା କରିଥିଲେ । ତେବେ ଏହାକୁ ପ୍ରତ୍ୟାକ୍ଷାନ କରି କାହାକୁ କିଛି ଖାତିର ନକରି ବିଧାୟକ ଜୟନାରାୟଣଙ୍କ ସମେତ ଅନେକ ବିଜେପି ଦଳର ଲୋକେ ଜିଲ୍ଲାପାଳଙ୍କ ଅଫିସକୁ ଯିବା ପାଇଁ ଠେଲାପେଲା ଆରମ୍ଭ କରିଦେଇଥିଲେ । ତେବେ ଏହାରି ଭିତରେ ବିଧାୟକ ଜୟନାରାୟଣଙ୍କ ସମ୍ମୁଖକୁ ମହିଳା IIC ଅନିତା ପ୍ରଧାନ ଚାଲି ଆସିଥିଲେ ।
ତେବେ ମହିଳା ଥାନା କର୍ମଚାରୀ ଅନିତା ପ୍ରଧାନ ଯେତେ ବିଧାୟକଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ । ହେଲେ କେହି କୌଣସି ପ୍ରକାର କଥା ଶୁଣିବା ପାଇଁ ପ୍ରସ୍ତାବ ହୋଇନଥିଲେ । ତେବେ ଏହାରି ଭିତରେ ରାଗରେ ଉତ୍ତେଜିତ ହୋଇ ମହିଳା IIC କର୍ମଚାରୀ ଅନିତା ପ୍ରଧାନଙ୍କୁ ଚା-ପୁ-ଡା ମା-ରିବାକୁ ଉଦ୍ୟମ କରିଥିଲେ । ଏହା ସହିତ ତାଙ୍କୁ ଧକା ମଧ୍ୟ ମା-ରିଥିଲେ। ଏହା ସହିତ ଖରାପ ଆଚରଣରେ କଥାବାର୍ତ୍ତା ଆଦି ବ୍ୟବହାର ବିଧାୟକ ଜୟନାରାୟଣ IIC ଅନିତା ପ୍ରଧାନଙ୍କୁ ବ୍ୟବହାର ମଧ୍ୟ କରିଥିଲେ ।
ତେବେ ସେଠାରେ ଉପସ୍ଥିତ ରହିଥିବା ଅନ୍ୟ ପୋଲିସ କର୍ମଚାରୀ ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଏପରି କାର୍ଯ୍ୟରୁ ଅଟକାଇ ଥିଲେ । ଏହା ସହିତ ସେଠାରେ ଅଶାନ୍ତିର ମାହୋଲକୁ ଶାନ୍ତ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ । ତେବେ କେବଳ ଏହି ଘଟଣା ପାଇଁ ନୁହେଁ । ଆଗରୁ ମଧ୍ୟ ବିଧାୟକ ଜୟନାରାୟଣ ମିଶ୍ରଙ୍କ ଉପରେ ଏପରି ହିଂସାତ୍ମକ ବିବାଦ ଉଠିଥିଲା ।

ତେବେ ବର୍ତ୍ତମାନର ହିଂସାତ୍ମକ ଘଟଣାକୁ କଡାକଡି ହିସାବରେ ନଜରକୁ ନେଇଛି ଜିଲ୍ଲା ପୋଲିସ । ତେବେ ସେଠାରେ ଉପସ୍ଥିତ ଥିବା ବ୍ୟକ୍ତି ତଥା ପୋଲିସ କର୍ମଚାରୀଙ୍କ ବୟାନ ନେଇ ଏହା ସହିତ ଘଟଣାର ସଠିକ ତଦନ୍ତ କରି ଏହା ଉପରେ ଯିଏ ଦୋଷୀ ତାଙ୍କ ଉପରେ ଆଇନଗତ ସଠିକ କାର୍ଜ୍ଯାନୁଷ୍ଠାନ ନେବ ବୋଲି ମଧ୍ୟ ସମ୍ବଲପୁର ଏସପି କହିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

