‘ମୁଁ ନିଶ୍ଚୟ ଗୋପାଳଙ୍କୁ ଦେଖା କରିବା ପାଇଁ ଜେଲ ଯିବି, ତାଙ୍କୁ ଧନ୍ୟବାଦ ଜଣେଇବି ଆଉ କହିକି କି ହେ ମଦନ ଗୋପାଳ ତୁମେ ମତେ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗୋପାଳକୁ ଦେଖା କରିବାକୁ ଜେଲ୍ କୁ  ଯିବେ ମିନତୀ ବହିଦାର । ତେବେ ମିନତୀ ବହିଦାରଙ୍କ ମୁହଁରୁ ଏପରି କିଛି ମନ୍ତବ୍ୟ ଶୁଣିବାକୁ ମିଳିଛି । ଯେଉଁଠାରେ ମିନତୀ ବହିଦାର କହିଛନ୍ତି । ଗୋପାଳ ଯଦି ଜଣେ ପାଗଳ ହୋଇଥାନ୍ତା । ତେବେ ସେ ତ ସମସ୍ତଙ୍କୁ ମାରି ଦେଇଥାନ୍ତା । ହେଲେ ସେ ଜଣେ ଲୋକ କେବଳ ମନ୍ତ୍ରୀଙ୍କୁ ଟାର୍ଗେଟ କରିକି ହିଁ ମାରିଛି ।

ତେବେ ମିନତୀ ବହିଦାରଙ୍କ କହିବା ଆଧାରରେ ଗୋପାଳ ଦାସ ମନ୍ତ୍ରୀ ନବ ଦାସକୁ guli mada କରିଛି ବୋଲି ତ ସମସ୍ତେ କହୁଛନ୍ତି । ହେଲେ ଗୋପାଳ ଯେତେବେଳେ ନିଜ ବନ୍ଧୁକରୁ guli ବାହାର କରି ମନ୍ତ୍ରୀଙ୍କୁ ମାରିଛି ସେହି ଭିଡିଓ ତ କାହା ପାଖରେ ନାହିଁ । ତେବେ ଗୋପାଳ ହିଁ ନବ ଦାସକୁ ମାରିଛି ତାହା କେମିତି ଠିକ ଭାବରେ କହିଦେଉଛ । ତେବେ ଗୋପାଳ ହେଉଛି ସାକ୍ଷାତ ଗୋବିନ୍ଦ । ସେ ଭଗବାନ ଗୋପାଳ ରୂପରେ ଆସି ନବ ଦାସକୁ ମାରିଛି ।

କାରଣ ମିନତୀ ବହିଦାରଙ୍କ କହିବା ଆଧାରରେ ନବ ଦାସ ଉପରେ ମୋର ବହୁତ ରାଗ ରହିଥିଲା । ହେଲେ ମୁଁ ପୁଅ ହୋଇଥିଲେ । କେବେ ଠାରୁ ନବ ଦାସକୁ ମାରିକି ଟିକି ଟିକି କରି ଦେଇଥାନ୍ତି । ତେବେ ମୁଁ ଯେଉଁ କାମ କରିପାରିନଥିଲି । ମୋର ପ୍ରତିଶୋଧକୁ ଗୋପାଳ ପୂରଣ କରି ଦେଖେଇ ଦେଲା । ତେଣୁ ଗୋପାଳ ଉପରେ ମୁଁ ବହୁତ ଖୁସି ଅଛି । ତେଣୁ ଗୋପାଳ ଚୌଦାର ଜେଲ୍ ରେ ଥିବା ସମୟରେ ମୁଁ ତାକୁ ଦେଖା କରିବାକୁ ନିହାତି ଥରେ ଜିବି ।

ତେବେ ମିନତୀ ବହିଦାର ଏପରି ମଧ୍ୟ ନବ ଦାସଙ୍କ ପାଇଁ କହିଛନ୍ତି । ବକୁରୀକୁ ଯେମିତି ଫୁଲ ମାଳ ଦେଇ ମ-ରାଯାଇଥାଏ । ସେହିପରି ମନ୍ତ୍ରୀ ନବ ଦାସ ବେକରେ ଫୁଲ ପକାଇଲା ପରେ ହିଁ ତାକୁ guli mada କରି ହତୟଆ କରାଯାଇଥିଲା । ତେବେ ମିନତୀ ବହିଦାରଙ୍କ କହିବା ଅନୁଯାଇ ମୋ ଭାଇ ମ-ରିବାର ପ୍ରତିଶୋଧ ମୋର ପୁରା ହୋଇଯାଇଛି ।

ତେବେ ଗୋପାଳ ମୋର ବହୁ ଦିନର ମନର ଇଛା ତଥା ପ୍ରତିଶୋଧକୁ  ପୂରଣ କରିଦେଇଛି । ତେଣୁ ଗୋପାଳକୁ ଦେଖା କରିବାକୁ ମୁଁ ନିହାତି ଭାବରେ ଜିବି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *